ରାଜଧାନୀ ରାଜପଥରେ ଅନୁଗୁଳ କଳାକାରଙ୍କ ନୃତ୍ୟ ପରିବେଷଣ

ଅନୁଗୁଳ - ୭୩ତମ ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ରାଜପଥରେ ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ହଜାର ହଜାର ଦର୍ଶକଙ୍କ ଭିଡ଼ରେ ଗଣମାନ୍ୟ ଅତିଥୀଙ୍କ ସମ୍ମୁଖରେ ଅନୁଗୁଳର ନୃତ୍ୟ ନୀଳୟର ସଦସ୍ୟ ସଦସ୍ୟା ମାନେ…

Continue Reading ରାଜଧାନୀ ରାଜପଥରେ ଅନୁଗୁଳ କଳାକାରଙ୍କ ନୃତ୍ୟ ପରିବେଷଣ

ଅନୁଗୁଳ ପୁଲିସର ସୁକେଶ ପାଇବେ ରାଜ୍ୟପାଳ ପଦକ

ଭୁବନେଶ୍ୱର - ସାଧାରଣତନ୍ତ୍ର ଦିବସ ଅବସରରେ ଉଲ୍ଲେଖନୀୟ ସେବା ନେଇ ରାଜ୍ୟ ପୁଲିସ କର୍ମଚାରୀଙ୍କୁ ପ୍ରଦାନ କରାଯିବ ରାଜ୍ୟପାଳ ପଦକ । ବର୍ଷ ୨୦୨୧ ପାଇଁ  ୪ ଜଣ ଆଇପିଏସ୍ ଅଧିକାରୀଙ୍କ ସମେତ ମୋଟ ୧୯ ଜଣ ଆଓ୍ୱାର୍ଡ ପାଇବେ ।…

Continue Reading ଅନୁଗୁଳ ପୁଲିସର ସୁକେଶ ପାଇବେ ରାଜ୍ୟପାଳ ପଦକ

ଯୁବ ଶିଳ୍ପୀଙ୍କ ନିଆରା କଳା, ଲଣ୍ଠନ କାଚରେ ଚିତ୍ର ଆଙ୍କି ଶହୀଦଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ଅନୁଗୁଳ - କନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ସହିଦ ଯବାନଙ୍କୁ ନିଆରା ଶ୍ରଦ୍ଧାଞ୍ଜଳି । ଲଣ୍ଠନ କାଚରେ ସହିଦ ଯବାନଙ୍କ ଚିତ୍ର ଆଙ୍କି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଅନୁଗୁଳର ଚିତ୍ର ଶିଳ୍ପୀ ରଜତ ରଞ୍ଜନ ନାଥ । କନ୍ନୁର୍ ହେଲିକେପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୪…

Continue Reading ଯୁବ ଶିଳ୍ପୀଙ୍କ ନିଆରା କଳା, ଲଣ୍ଠନ କାଚରେ ଚିତ୍ର ଆଙ୍କି ଶହୀଦଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ଡିଜିଟାଲ ଲାଇବ୍ରେରି ଉନ୍ମୋଚିତ

ଅନୁଗୁଳ - ଡିଜିଟାଲ କ୍ରାନ୍ତିରେ ସାମିଲ ହୋଇ ସ୍ଥାନୀୟ ଜିନ୍ଦଲ ନଗରସ୍ଥିତ ଓ.ପି. ଜିନ୍ଦଲ ସ୍କୁଲ ତାହାର  ଡିଜିଟାଲ ଲାଇବ୍ରେରି ଉନ୍ମୋଚିତ କରିଅଛି । ଯାହା ବିଶ୍ଵର କୋଣ ଅନୁକୋଣରେ ରହୁଥିବା ସମସ୍ତେ ଦେଖି ପାରିବେ l ଏହି ଅବସରରେ ଜେଏସପିଏଲ…

Continue Reading ଡିଜିଟାଲ ଲାଇବ୍ରେରି ଉନ୍ମୋଚିତ

ଏସିଆ ବୁକ ଅଫ ରେକର୍ଡରେ ବାଲୁକା ଶିଳ୍ପୀ ରୁବେଲାଲଙ୍କ ବାଲୁକା କଳା

ଅନୁଗୁଳ - ଚଳିତ ବର୍ଷ ବିଶ୍ଵ କର୍କଟ ଦିବସରେ ବାଲୁକା କଳା ଦ୍ଵାରା ସଚେତନତା ବାର୍ତ୍ତା ଦେଇଥିଲେ ଜାତୀୟ ସ୍ତରୀୟ ବାଲୁକା ଶିଳ୍ପୀ ରୁବେଲାଲ ପ୍ରଧାନ । କଟକର କାର୍ଶିନୋଭା କ୍ୟାନସର ହସ୍ପିଟାଲ ଠାରେ ୧୩୨ ଫୁଟ ଲମ୍ବ ଓ ୯୨…

Continue Reading ଏସିଆ ବୁକ ଅଫ ରେକର୍ଡରେ ବାଲୁକା ଶିଳ୍ପୀ ରୁବେଲାଲଙ୍କ ବାଲୁକା କଳା

ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଦୁଇ ବର୍ଷ ଝିଅ ଭାଗ୍ୟଶ୍ରୀ

ଆଠମଲ୍ଲିକ - ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ଲୁହାମୁଣ୍ଡା ଗ୍ରାମର କୁନି ଝିଅ ଭାଗ୍ୟଶ୍ରୀ ପ୍ରଧାନ ଇଣ୍ଡିଆ ବୁକ ଅଫ ରେକର୍ଡ ପ୍ରତିଯୋଗିତାରେ ସ୍ଥାନ ପାଇଛନ୍ତି । ସୂଚନା ଅନୁସାରେ , ଚଳିତ ବର୍ଷ ଅଗଷ୍ଟ ୧୪ ତାରିଖ ଇଣ୍ଡିଆ…

Continue Reading ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଦୁଇ ବର୍ଷ ଝିଅ ଭାଗ୍ୟଶ୍ରୀ

ପେନସିଲ ମୁନରେ ଜଗନ୍ନାଥ

ଆଠମଲ୍ଲିକ - ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳର ବାଲୁକା ଚିତ୍ର ଶିଳ୍ପୀ ବାହୁଡା ଯାତ୍ରା ଅବସରରେ ପେନସିଲ ମୁନରେ ଜଗନ୍ନାଥଙ୍କ ଆକୃତି ତିଆରି କରି ସମସ୍ତଙ୍କ ମନ ଜିଣି ପାରିଛନ୍ତି । ଶିଳ୍ପୀ ରୁବେଲାଲ ପ୍ରଧାନ ରଥଯାତ୍ରା ଅବସରରେ ସ୍ୟାଣ୍ଡ ଆର୍ଟ…

Continue Reading ପେନସିଲ ମୁନରେ ଜଗନ୍ନାଥ

ପ୍ଲାଷ୍ଟିକ ମୁକ୍ତ ଲକ୍ଷ୍ୟରେ ସାଥି – ତିଆରି କରୁଛନ୍ତି ଇକୋ ଇଟା

ଅନୁଗୁଳ - ସାରା ବିଶ୍ବରେ ପ୍ରଦୂଷଣ ଏବେ ବଡ ସମସ୍ୟା ଭାବେ ଛିଡା ହୋଇଛି ।  କେଉଁଠି ବାୟୁ ପ୍ରଦୂଷଣ ତ ଆଉ କେଉଁଠି ଜଳ ପ୍ରଦୂଷଣ । ତେବେ ଏ ସବୁଠାରୁ ଆଉ ଏକ ବଡ ସମସ୍ୟା ହୋଇ ଛିଡା…

Continue Reading ପ୍ଲାଷ୍ଟିକ ମୁକ୍ତ ଲକ୍ଷ୍ୟରେ ସାଥି – ତିଆରି କରୁଛନ୍ତି ଇକୋ ଇଟା

ଭାତ ଓ ଭଜାରେ ଚତୁର୍ଦ୍ଧାମୁରତୀ

ଅନୁଗୁଳ - ଭକତ ବିଦୁରର ଯେଉଁ ଶାଗ ଭଜା ଦେଇ ଜଗନ୍ନାଥ ତାଙ୍କ ମନ ତୋଷାଇ ପାରିଥିଲେ , ସେହି ଶାଗ ଭଜାରେ ଆଜି ଆଉ ଜଣେ ଭକତ କାଳିଆର ଚିତ୍ର ଚିତ୍ରଣ କରି ବିଶ୍ୱରୁ ମହାମାରୀ କରୋନା ଦୂର କରିବା…

Continue Reading ଭାତ ଓ ଭଜାରେ ଚତୁର୍ଦ୍ଧାମୁରତୀ

ବିରଳ ପ୍ରଜାତିର ଶାଳିଆପତନି ଠାବ

ଅନୁଗୁଳ - ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଏକ ବିରଳ ପ୍ରଜାତିର ଶାଳିଆପତନି ଠାବ କରା ଯାଇଛି । ବନ୍ୟଜନ୍ତୁଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଜଙ୍ଗଲରେ ଲଗା ଯାଇଥିବା କ୍ୟାମେରା ଏହାର ଫଟୋ ଉତ୍ତୋଳନ କରିଛି । ସାଧାରଣତଃ…

Continue Reading ବିରଳ ପ୍ରଜାତିର ଶାଳିଆପତନି ଠାବ

୨ ମିନିଟ ୨୫ ସେକେଣ୍ଡରେ ୧୯୫ ଦେଶ ଓ ତାର ରାଜଧାନୀ ନାଁ କହି ରେକର୍ଡ କଲେ ସ୍ନେହାଳି

ତାଳଚେର - ୨ ମିନିଟ ମାତ୍ର ୨୫ ସେକେଣ୍ଡ । ସେହି ୨ ମିନିଟ ୨୫ ସେକେଣ୍ଡରେ ବିଶ୍ବର ୧୯୫ଟି ଦେଶର ନାମ ଏବଂ  ତା’ର ରାଜଧାନୀ ବି କହି ପାରିଛନ୍ତି । ଏଥିପାଇଁ ତାଙ୍କ ନାଁ ଇଣ୍ଟରନ୍ୟାସ୍‌ନାଲ୍ ବୁକ୍‌ ଅଫ୍‌…

Continue Reading ୨ ମିନିଟ ୨୫ ସେକେଣ୍ଡରେ ୧୯୫ ଦେଶ ଓ ତାର ରାଜଧାନୀ ନାଁ କହି ରେକର୍ଡ କଲେ ସ୍ନେହାଳି

ବିରଳ ରକ୍ତଦାନ କରି ଦେବଦୂତ ସାଜିଲେ ରଜତ

ଅନୁଗୁଳ - କୌଣସି ରକ୍ତ ସମ୍ପର୍କ ନାହିଁ । ହେଲେ ରକ୍ତ ଦେଇ ଜୀବନ ବଞ୍ଚାଇବାକୁ ସୁଦୂର ରାଉରକେଲାରୁ ଆସିଲେ ଅନୁଗୁଳ । ଆଉ ବିରଳ ଗ୍ରୁପ୍‌ର ରକ୍ତଦାନ କରି ଜଣେ ଗର୍ଭବତୀ ମହିଳାଙ୍କୁ ନୂଆ ଜୀବନ ଦେଇଗଲେ । ସୋମବାର…

Continue Reading ବିରଳ ରକ୍ତଦାନ କରି ଦେବଦୂତ ସାଜିଲେ ରଜତ

କ୍ରୀଡାବିତଙ୍କ ସ୍ଵପ୍ନ ହେଲା ପୂରଣ – ପୁଲିସରେ ମିଳିଲା ନିଯୁକ୍ତି

ତାଳଚେର - ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳର ଯୁବ କ୍ରୀଡ଼ାବିତ୍ ରାକେଶ ଭୁକ୍ତାଙ୍କୁ ରାଜ୍ୟ ପୁଲିସ ବିଭାଗରେ ନିଯୁକ୍ତି ମିଳିଛି । ତାଙ୍କ ଘର ତାଳଚେର ବ୍ଲକ ଅନ୍ତର୍ଗତ ଅନନ୍ତବେରେଣୀ ଗ୍ରାମରେ । ରାଜ୍ୟ ସରକାରଙ୍କ ଦ୍ୱାରା ୩୯ ଜଣ କ୍ରୀଡାବିତଙ୍କୁ…

Continue Reading କ୍ରୀଡାବିତଙ୍କ ସ୍ଵପ୍ନ ହେଲା ପୂରଣ – ପୁଲିସରେ ମିଳିଲା ନିଯୁକ୍ତି

ବାଉଁଶରେ ଚିତ୍ର ଆଙ୍କି ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ଅନୁଗୁଳ - ଗଲୱାନ ଘାଟିରେ ଗତ ବର୍ଷ ଜୁନ ମାସର ୧୫ ତାରିଖରେ ୨୦ ଯବାନ ସହିଦ ହୋଇଥିଲେ । ସେହି ସହିଦ ମାନଙ୍କୁ ଏକ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଳକର ଗଡ଼ସନ୍ତ୍ରୀ ପଞ୍ଚାୟତର ଗାଙ୍ଗୀଯୋଡ଼ି…

Continue Reading ବାଉଁଶରେ ଚିତ୍ର ଆଙ୍କି ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ଅଭିଷେକଙ୍କ ପାଇଁ ସାହାଯ୍ୟର ହାତ ବଢେଇଲେ ସାତ ସାବିତ୍ରୀ

ତାଳଚେର - ଓଡ଼ିଶାର ଚାରି କୋଟି ଜନତା ତାଙ୍କୁ ଟଙ୍କାଟିଏ ଲେଖାଏ ଦାନ କଲେ, ତାଙ୍କ ସିନ୍ଦୂର ବଞ୍ଚିଯିବ ।’ ଜଣେ ନବବିବାହିତା ପତ୍ନୀର ଏମିତି ଆକୁଳ ନିବେଦନଟିଏ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିଲା । ଏହି ହୃଦୟଥରା ଆବେଦନ ଲୋକଙ୍କ ମନକୁ…

Continue Reading ଅଭିଷେକଙ୍କ ପାଇଁ ସାହାଯ୍ୟର ହାତ ବଢେଇଲେ ସାତ ସାବିତ୍ରୀ