ଫ୍ଲାଏ ଓଭର ନିର୍ମାଣକୁ ନେଇ ପ୍ରଶାସନ ଗ୍ରାମବାସୀ ମୁହାଁମୁହିଁ – ୧୭ ଗିରଫ

ତାଳଚେର  - ଅନୁଗୁଳ ଜିଲ୍ଲା ତାଳଚେର ଦିଘି ଗ୍ରାମରେ ଜମି ଅଧଗ୍ରହଣ ବେଳେ ଗ୍ରାମବାସୀ ଓ ପ୍ରଶାସନ ଅଧିକାରୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା । ତାଳଚେର ଥର୍ମାଲ ଅନ୍ତର୍ଗତ ଦିଘି ଗ୍ରାମର ପାଖରେ ୨୦୧୫ ମସିହାରୁ ବନ୍ଦ ପଡ଼ିଥିବା…

Continue Reading ଫ୍ଲାଏ ଓଭର ନିର୍ମାଣକୁ ନେଇ ପ୍ରଶାସନ ଗ୍ରାମବାସୀ ମୁହାଁମୁହିଁ – ୧୭ ଗିରଫ

ହଟିଲା ଶୁଖିଲା ଗଛ – ଦୀର୍ଘ ଦିନ ଧରି ରାସ୍ତା ବନ୍ଦ ହୋଇ ରହିଥିଲା

ଅନୁଗୁଳ - ହଟୁ ନାହିଁ ଶୁଖିଲା ଗଛ - ରାସ୍ତା ପାଲଟିଛି ଖୋଲା ବାର ଖବର ଅନୁଗୁଳ ଅନଲାଇନରେ ପ୍ରାକାଶ ପରେ ସେହି ରାସ୍ତାରୁ ପଡିଥିବା ଶୁଖିଲା ଗଛକୁ ହଟା ଯାଇଛି । ଯାହା ଫଳରେ ସେହି ରାସ୍ତାରେ ପ୍ରାୟ ୧୫…

Continue Reading ହଟିଲା ଶୁଖିଲା ଗଛ – ଦୀର୍ଘ ଦିନ ଧରି ରାସ୍ତା ବନ୍ଦ ହୋଇ ରହିଥିଲା

ହଟୁ ନାହିଁ ଶୁଖିଲା ଗଛ – ରାସ୍ତା ପାଲଟିଛି ଖୋଲା ବାର

ଅନୁଗୁଳ - କାଳବୈଶାଖୀ ପ୍ରଭାବରେ ଗଛ ଭାଙ୍ଗି ପଡିଲା । ଏହା ଭିତରେ ୧୫ ଦିନ ବିତି ଗଲାଣି , ହେଲେ ରାସ୍ତା ଉପରେ ପଡି ରାହିଛି ଶୁଖିଲା ଗଛ । ଫଳରେ ଯିବା ଆସିବା ରାସ୍ତା ଅବରୋଧ ହୋଇ ପଡିଛି…

Continue Reading ହଟୁ ନାହିଁ ଶୁଖିଲା ଗଛ – ରାସ୍ତା ପାଲଟିଛି ଖୋଲା ବାର

ଚାକିରି ଦେବାକୁ ନାଲକୋ ଅମଙ୍ଗ – ଆରପିଡ଼ିଏସି ସ୍ଥଗିତ

ଅନୁଗୁଳ - ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳେଇଙ୍କ ଅଧ୍ୟକ୍ଷତାରେ ଛେଣ୍ଡିପଦାରେ ହେବାକୁ ଥିବା ଉତ୍କଳ ଡି ଓ ଇ କୋଇଲା ଖଣି ପାଇଁ ଆରପିଡିଏସି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି…

Continue Reading ଚାକିରି ଦେବାକୁ ନାଲକୋ ଅମଙ୍ଗ – ଆରପିଡ଼ିଏସି ସ୍ଥଗିତ

ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ମନ୍ତ୍ରୀଙ୍କୁ ଦାବିପତ୍ର

କିଶୋରନଗର - ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକରେ ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପ ନିର୍ମାଣ ନିମନ୍ତେ ୧୭ ବର୍ଷ ତଳେ ସରକାର ଶୁଭ ଦେଇଥିଲେ । ଏପରି କି ୨ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଘୋଷଣା କରିଥିଲେ । ହେଲେ…

Continue Reading ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ମନ୍ତ୍ରୀଙ୍କୁ ଦାବିପତ୍ର

ଶିକ୍ଷକ ବଦଳି ବାତିଲ ଦାବିରେ ସ୍କୁଲରେ ତାଲା

ଅନୁଗୁଳ - ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ । ଏପରିକି ସେଥିରେ ସାମିଲ ହୋଇ ଛାତ୍ରଛାତ୍ରୀ ମାନେ ସ୍କୁଲ ଆଗରେ ଧାରଣାରେ ବସିଲେ । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ବାରସିଂହା ପ୍ରକଳ୍ପ ଉଚ୍ଚ ପ୍ରାଥମିକ…

Continue Reading ଶିକ୍ଷକ ବଦଳି ବାତିଲ ଦାବିରେ ସ୍କୁଲରେ ତାଲା

ଅନ୍ୟ ଠିକାସଂସ୍ଥା ଦ୍ବାରା ହେବ ସମ୍ବଲପୁର-ଅନୁଗୁଳ ରାଜପଥ କାମ

ଅନୁଗୁଳ - ଦୀର୍ଘଦିନ ଧରି ବନ୍ଦ ହୋଇପଡ଼ିଥିବା ୫୫ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତୀକରଣ କାର୍ଯ୍ୟ ପୁଣି ଆରମ୍ଭ ହୋଇଛି । ଏହି କାମ ନେଇଥିବା ଠିକାସଂସ୍ଥା ଗାୟତ୍ରୀ କନ୍‌ଷ୍ଟ୍ରକସନ୍‌ ଦେବାଳିଆ ହୋଇଯିବା ପରେ କାମ ଅଟକି ରହିଥିଲା । ଏବେ…

Continue Reading ଅନ୍ୟ ଠିକାସଂସ୍ଥା ଦ୍ବାରା ହେବ ସମ୍ବଲପୁର-ଅନୁଗୁଳ ରାଜପଥ କାମ

ନାଲକୋ ପରିପାର୍ଶ୍ବିକ ଗ୍ରାମରେ ପାନୀୟ ଜଳ ଯୋଗାଣ ଆରମ୍ଭ

ଅନୁଗୁଳ - ଅନୁଗୁଳ ଜିଲ୍ଲା ନାଲକୋ ତରଫରୁ ପାରିପାର୍ଶ୍ଵିକ ଗ୍ରାମରେ ବୁଧବାର ପାନୀୟ ଜଳ ଯୋଗାଣ ଆରମ୍ଭ କରାଯାଇଛି । ଜଳକ୍ଳିଷ୍ଟ ପରିପାର୍ଶ୍ବିକ ଗ୍ରାମମାନଙ୍କରେ ପାନୀୟ ଜଳ ସଙ୍କଟକୁ ଦୂରକରିବା ପାଇଁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ କର।ଯାଇଛି ।…

Continue Reading ନାଲକୋ ପରିପାର୍ଶ୍ବିକ ଗ୍ରାମରେ ପାନୀୟ ଜଳ ଯୋଗାଣ ଆରମ୍ଭ

ପ୍ରସ୍ତାବିତ ଖଣି ଅଞ୍ଚଳରେ ଡିଟେଲଡ ଇମ୍ପାକ୍ଟ ଷ୍ଟଡି ପାଇଁ ଦାବି

ଅନୁଗୁଳ - ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ସିଙ୍ଗରାଣୀ କମ୍ପାନୀର ନୈନି କୋଲ ବ୍ଳକ ପାଇଁ  ICFRE କୁ ଏହାର ବିସ୍ତୃତ ପ୍ରଭାବ ଅନୁଧ୍ୟାନ କରିବାକୁ ଦାବି ହୋଇଛି । ଛେଣ୍ଡିପଦା ଠାରେ ପ୍ରାୟ ୫୦୦ ହେକ୍ଟର ଜଙ୍ଗଲ ଜମି ସମେତ…

Continue Reading ପ୍ରସ୍ତାବିତ ଖଣି ଅଞ୍ଚଳରେ ଡିଟେଲଡ ଇମ୍ପାକ୍ଟ ଷ୍ଟଡି ପାଇଁ ଦାବି

ତାଳଚେର ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ଗଣଧାରଣା

ତାଳଚେର - ଅନୁଗୁଳ ଜିଲ୍ଲା ତାଳଚେରର ମେଡିକାଲ କଲେଜ କୋଠା ନିର୍ମାଣ କାମ ଦୀର୍ଘ ଦିନ ହେଲା ସରିଲାଣି । ହେଲେ ଆଜି ଯାଏଁ ନାମଲେଖା ଆରମ୍ଭ ହୋଇ ପାରୁନାହିଁ । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଜିଲ୍ଲାବାସୀ ।…

Continue Reading ତାଳଚେର ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ଗଣଧାରଣା

ଗରା ବାଲଟି ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଅନୁଗୁଳ - ଅନୁଗୁଳ ଜିଲ୍ଲାରେ ତାପମାତ୍ରା ଆଶାତୀତ ଭାବେ ବୃଦ୍ଧି ପାଇଥିବା ବେଳେ ବିଭିନ୍ନ ସ୍ଥାନରେ ଜଳ ସଙ୍କଟ ଦେଖା ଗଲାଣି । ପିଇବା ପାଣି ଟିକିଏ ପାଇବା ପାଇଁ ଅନେକ ଗାଁର ଲୋକ ଦହଗଞ୍ଜ ହେବା ଦେଖିବାକୁ ମିଳିଲାଣି ।…

Continue Reading ଗରା ବାଲଟି ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଶିକ୍ଷକ ଅଭାବ – ସ୍କୁଲରେ ପଡିଲା ତାଲା , ରାସ୍ତା ଅବରୋଧ

ଅନୁଗୁଳ - ଅନୁଗୁଳ ବ୍ଲକ ପୋକତୁଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ଅଭିଭାବକମାନେ ସୋମବାର ଦିନ ବିଦ୍ୟାଳୟ ଫାଟକରେ ତାଲା ପକାଇବା ସହ ବନ୍ତଳା-ଟିକରପଡା ରାସ୍ତା ଅବରୋଧ କରିଥିଲେ । ଏହା ଫଳରେ ଉଭୟ ପାର୍ଶ୍ଵରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ…

Continue Reading ଶିକ୍ଷକ ଅଭାବ – ସ୍କୁଲରେ ପଡିଲା ତାଲା , ରାସ୍ତା ଅବରୋଧ

ତାଳଚେର ବ୍ଲକ ୧୨ ଓ ୧୬ ନମ୍ୱର୍ ୱାର୍ଡର ପୁନଃ ନିର୍ବାଚନ ପାଇଁ ଦାବି

ଅନୁଗୁଳ - ଅନୁଗୁଳ ତାଳଚେର ବ୍ଲକ କୋଡ଼ିଏ ନମ୍ୱର୍ ଜିଲ୍ଲା ପରିଷଦ ଅନ୍ତର୍ଗତ ୧୨ ଓ ୧୬ ନମ୍ୱର୍ ୱାର୍ଡ ପାଇଁ ହୋଇଥିବା ପଞ୍ଚାୟତ ନିର୍ବାଚନ ଗଣତି ବେଳେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏଥିପାଇଁ ଗୁରୁବାର ଅନୁଗୁଳର ଏକ…

Continue Reading ତାଳଚେର ବ୍ଲକ ୧୨ ଓ ୧୬ ନମ୍ୱର୍ ୱାର୍ଡର ପୁନଃ ନିର୍ବାଚନ ପାଇଁ ଦାବି

ଜାତୀୟ ରାଜପଥର ଅବସ୍ଥା ପାଇଁ ଏଜେନ୍ସି ଦାୟୀ – ମହେଶ ସାହୁ

ଅନୁଗୁଳ - ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ହେଉ କିମ୍ବା ତାଳଚେର , ପାଲଲହଡା ଦେଇ ଯାଇଥିବା ଅନ୍ୟ ରାଜପଥ ଗୁଡିକର ଅବସ୍ଥା ଶୋଚନୀୟ ହୋଇ ପଡିଛି । ମୁଖ୍ୟତଃ ସମ୍ବଲପୁରରୁ କଟକ ସଂଯୋଗ କରୁଥିବା ଜାତୀୟ…

Continue Reading ଜାତୀୟ ରାଜପଥର ଅବସ୍ଥା ପାଇଁ ଏଜେନ୍ସି ଦାୟୀ – ମହେଶ ସାହୁ

ଉଚ୍ଚ ନ୍ୟାୟାଳୟର ନିର୍ଦେଶକୁ ବେଖାତିର କରୁଛି ପ୍ରଶାସନ – ଅଭିଯୋଗ କଲେ ଦିଘି ଗ୍ରାମବାସୀ

ତାଳଚେର - ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ଦିଘି ଗ୍ରାମ ଦେଇ ଯାଉଥିବା ଫ୍ଲାଏ ଓଭର ବ୍ରିଜକୁ ବେନିୟମ ଭାବେ ନିର୍ମାଣ କରାଯାଉଛି । ରାଜ୍ୟ ସରକାର ଓ ପୂର୍ବତଟ ରେଳବାଇ ବିଭାଗଙ୍କ ମିଳିତ ସହଯୋଗରେ ଏହି ଫ୍ଲାଏ ଓଭର…

Continue Reading ଉଚ୍ଚ ନ୍ୟାୟାଳୟର ନିର୍ଦେଶକୁ ବେଖାତିର କରୁଛି ପ୍ରଶାସନ – ଅଭିଯୋଗ କଲେ ଦିଘି ଗ୍ରାମବାସୀ