ଅସହଯୋଗ ଆନ୍ଦୋଳନରେ ଡାକ୍ତର – ସ୍ଥାୟୀ ନିଯୁକ୍ତି ଦାବି
ଅନୁଗୁଳ - ରାଜ୍ୟ ଆୟୁଷ ଡ଼ାକ୍ତର ସଂଘ ସହବନ୍ଧିତ ଅନୁଗୁଳ ଜିଲ୍ଲା ଆୟୁଷ ଡ଼ାକ୍ତର ସଂଘ ତରଫରୁ ଆଜି(ମଙ୍ଗଳବାର) ଏକ ସାମ୍ବାଦିକ ସମ୍ମିଳନୀ କରିବା ସହ ରାଜ୍ୟ ସରକାରଙ୍କ ନିକଟରେ ସ୍ଥାୟୀ ନିଯୁକ୍ତି ଦାବି କରା ଯାଇଛି । ଅନୁଗୁଳ ସଂଘ…
ଅନୁଗୁଳ - ରାଜ୍ୟ ଆୟୁଷ ଡ଼ାକ୍ତର ସଂଘ ସହବନ୍ଧିତ ଅନୁଗୁଳ ଜିଲ୍ଲା ଆୟୁଷ ଡ଼ାକ୍ତର ସଂଘ ତରଫରୁ ଆଜି(ମଙ୍ଗଳବାର) ଏକ ସାମ୍ବାଦିକ ସମ୍ମିଳନୀ କରିବା ସହ ରାଜ୍ୟ ସରକାରଙ୍କ ନିକଟରେ ସ୍ଥାୟୀ ନିଯୁକ୍ତି ଦାବି କରା ଯାଇଛି । ଅନୁଗୁଳ ସଂଘ…
ଭୁବନେଶ୍ବର - ଅନୁଗୁଳ ଜିଲ୍ଲା ତାଳଚେରଠାରେ ମହାନଦୀ କୋଳ ଫିଲ୍ଡ ଦ୍ଵାରା ପରିଚାଳିତ ହେବାକୁ ଥିବା ମେଡିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଲାଗି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ଚିଠି ଲେଖିଛନ୍ତି…
ଅନୁଗୁଳ - ଅନୁଗୁଳ ସହରସ୍ଥିତ ଅମଲାପଡାସ୍ଥିତ ୪ର୍ଥ ଗଳିରେ ଆଜି ଏକ ଅତ୍ୟାଧୁନିକ ଅଲଟ୍ରାସାଉଣ୍ଡ ସେଣ୍ଟର ଉଦଘାଟିତ ହୋଇଯାଇଛି । ଗଣେଶ ପୂଜା ଅବସରରେ ଉଦଘାଟନ ହୋଇଥିବା ଏହି ଅଲଟ୍ରାସାଉଣ୍ଡ ସେଣ୍ଟରକୁ ଆଜି ଅନୁଗୁଳ ଜିଲ୍ଲାର ବରିଷ୍ଠ ସ୍ତ୍ରୀ ଓ ପ୍ରସୂତୀ…
ଅନୁଗୁଳ - ଜୀବନ ସହ ସଂଗ୍ରାମ କରୁଛି ଓମ । ମାତ୍ର ତେର ବର୍ଷ ବୟସ । ହେଲେ ନିଷ୍ଠୁର ଭଗବାନ ଦେଇଛି ବଡ ରୋଗ । ରକ୍ତ କର୍କଟ(ବ୍ଲଡ଼ କ୍ୟାନ୍ସର) ରୋଗରେ ପୀଡିତ ଓମ । ଆଉ ପୁଅର ଚିକିତ୍ସା…
ଅନୁଗୁଳ - ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ବିଶ୍ଵ ସ୍ତନ୍ୟପାନ ସପ୍ତାହ ସମନ୍ଵିତ ଶିଶୁ ବିକାଶ ଯୋଜନା ଅନୁଗୁଳର ସହଭାଗିତାରେ (ଅଗଷ୍ଟ ୧ - ୭ ତାରିଖ) ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ପାଳନ କରାଯାଉ ଅଛି l ଏହି ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମରେ…
ଅନୁଗୁଳ - ଆବଶ୍ୟକତା ଠାରୁ କମ୍ ପରିମାଣରେ ଯୋଗାଣ ଯୋଗୁ ଅନୁଗୁଳ ଜିଲ୍ଲାରେ କରୋନା ଟିକାକରଣ କ୍ଷୀପ୍ର ଗତିରେ ହୋଇପାରୁ ନାହିଁ । ମଙ୍ଗଳବାର ଜିଲାରେ ୨ ହଜାର ୯୦୮ ଟି ଡୋଜ୍ ଟିକା ଦିଆଯାଇଛି । ଏଥି ସହିତ ଜିଲାରେ…
ଅନୁଗୁଳ - କୌଣସି ରକ୍ତ ସମ୍ପର୍କ ନାହିଁ । ହେଲେ ରକ୍ତ ଦେଇ ଜୀବନ ବଞ୍ଚାଇବାକୁ ସୁଦୂର ରାଉରକେଲାରୁ ଆସିଲେ ଅନୁଗୁଳ । ଆଉ ବିରଳ ଗ୍ରୁପ୍ର ରକ୍ତଦାନ କରି ଜଣେ ଗର୍ଭବତୀ ମହିଳାଙ୍କୁ ନୂଆ ଜୀବନ ଦେଇଗଲେ । ସୋମବାର…
ଛେଣ୍ଡିପଦା - ଅନୁଗୁଳ ଜିଲ୍ଲାରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଗାଁକୁ ଆମ୍ବୁଲାନ୍ସ ଯାଇ ପାରି ନଥିବା ବେଳେ ଗାଁ ମୁଣ୍ଡରେ ଅଟକି ଥିବା ଆମ୍ବୁଲାନ୍ସ ପାଖକୁ ଆସୁ ଜଣେ ରୋଗୀର ମୃତ୍ୟୁ ହୋଇଛି । ସୂଚନା…
ଅନୁଗୁଳ - ଅନୁଗୁଳ ଜିଲ୍ଲାରେ ରାଜ୍ୟ ସରକାର ଆଉ ୧୦ ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତ କରିଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ନିଶ୍ଚେତକ ବିଶେଷଜ୍ଞ ଥିବା ବେଳେ ଦୁଇ ୨ ଜଣ ଭେଷଜ , ୨ ଜଣ ଶଲ୍ୟ ବିଶେଷଜ୍ଞ…
ପାଲଲହଡା - ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ସଦରମହକୁମା ଠାରୁ ମାତ୍ର ୪ କିମି ଦୂର ଏକ ଗାଁ କୁ ରାସ୍ତା ନଥିବାରୁ ଦେଢ କିଲୋମିଟର ରୋଗୀଙ୍କୁ ଖଟିଆରେ ବୁହା ହେବା ଭଳି ଲଜ୍ୟାଜନକ ଚିତ୍ର ସାମ୍ନାକୁ ଆସିଛି । ଗାଁ…
ଅନୁଗୁଳ - ଅନୁଗୁଳ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ପ୍ରାୟ ୪ ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ବିଭିନ୍ନ କଟକଣା ସହ ବ୍ୟାପକ ଟୀକାକରଣ ଦ୍ୱାରା ହିଁ ଏହି ସଂକ୍ରମଣ କୁ ବ୍ରେକ…
ଅନୁଗୁଳ - ଅନୁଗୁଳ ଜିଲ୍ଲାରେ ଆସନ୍ତା କାଲି (ସୋମବାର) ଠାରୁ ୧୮ ରୁ ୪୪ ବର୍ଷ ବୟସ ବର୍ଗଙ୍କୁ ଟିକାକରଣ କରାଯିବ । ଅନ୍ୟ ଜିଲ୍ଲା ମାନଙ୍କରେ ଏହି ବର୍ଗ ଲୋକଙ୍କୁ ଟିକାକାରଣ ପୂର୍ବରୁ ଆରମ୍ଭ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରେ…
ଅନୁଗୁଳ - ରାଜ୍ୟ ସରକାର ୭୫୦ ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି । ଅନ ଲାଇନ କାଉନସିଲ ମାଧ୍ୟମରେ ସେମାନଙ୍କ ନିଯୁକ୍ତି ସ୍ଥାନ ଗୁଡିକି ସ୍ଥିର କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ସେମାନଙ୍କୁ ନିଯୁକ୍ତି ପତ୍ର ଦେଇ ନିଜ…
ଅନୁଗୁଳ - ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ହ୍ରାସ ପାଇଛି । ଜିଲ୍ଲାରେ କୋଭିଡର ସଠିକ ପରିଚାଳନା ଓ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ପ୍ରଚେଷ୍ଟା ଯୋଗୁଁ କରୋନା ହ୍ରାସ ହେବାରେ ସହାୟକ ହୋଇଛି । ଅନୁଗୁଳରେ କରୋନାର…
ଅନୁଗୁଳ - ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତାର ବିଷୟ ପାଲଟିଛି । ଏହାକୁ ଦମନ କରିବାକୁ ଜିଲ୍ଲାପାଳ ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି । ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କରୋନା ଟେଷ୍ଟିଙ୍ଗକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି…