Honda ACTIVA 125 OBD-II (B) ର ବଜାର ପ୍ରବେଶ

ଅନୁଗୁଳ – ଅନୂଳ Honda Motorcycle & Scooter India ର ଅଧିକୃତ ବିକ୍ରେତା Laxmi Honda ଠାରେ Honda ର ବହୁ ପ୍ରତିକ୍ଷିତ Scooter Activa 125 OBD-II(B) ର ବଜାର ପ୍ରବେଶ ହୋଇଯାଇଅଛି । ଏହି ବଜାର ପ୍ରବେଶ ମୁଖ୍ୟ ଅତିଥି HONDA COMPANY ର Area Incharge ଶ୍ରୀ ଅଭିଷେକ ହୋତା ଏବଂ ସମ୍ମାନୀତ ଅତିଥି ଶ୍ରୀ Bikram Agarwalla ଙ୍କ କରକମଳ ରେ ହୋଇଥିଲା । Honda ACTIVA 125 ଅତି ଆକର୍ଷଣୀୟ Sytle ଏବଂ ଉନ୍ନତ Mileage ମଧ୍ୟ୍ୟ ଦେଇଥାଏ । ACTIVA 125 ସାଧାରଣତଃ 6ଟି colour ରେ ଉପଲବ୍ଧ, ଯାହାକି Rebel Red metalic,Matt.Axis Gray metallic, Pearl Siren Blue,Pearl Precious White,Pearl Igneous Black,Pearl deep Ground Gray । ACTIVA 125OBD-II(B)ରେ Side stand Engine cut off ସହିତ Maintance free Battery,Chrome Mufler Cover,Fully Digital TFT Meter,striking Tail Lamp,Real time Mileage,Distance to Empty,Average Mileage Indicator, Mobile Charger,Bluetooth conectivity, Engine Stop Switch,connect with Honda Road Sync APP ଏବଂ Easy Navigation,Brown seat an Inner Pannel ପରି ଅତ୍ୟାଧୁନିକ ଗୁଣବତ୍ତା ରେ ଭରପୁର ରହିବ । ଏହାର Ex-showroom ମୂଲ୍ୟ ମାତ୍ର-୧୦୦୦୬୯ ଟଙ୍କା ରୁ ଆରମ୍ଭ ଏବଂ ଏହି ACTIVA 125 OBD-II(B)ପାଇଁ ସ୍ଵତନ୍ତ୍ର Exchange ଏବଂ Finance ର ସୁବିଧା କରାଯାଇଅଛି ।

Advertisement

Leave a Reply

Your email address will not be published. Required fields are marked *