ସ୍ୱାସ୍ଥ୍ୟ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଯୋଗଦାନ Angul OnlineSeptember 29, 2023September 29, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲ ମୁଖ୍ଯ ଚିକିତ୍ସାଳୟର ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ବଦଳି ପରେ ଶୁକ୍ରବାର ଡାକ୍ତର ନୁତନ ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀ ଭାବେ ଶିବାନନ୍ଦ ମହାନ୍ତୀ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଡାକ୍ତର ମହାନ୍ତୀ ପୁର୍ବରୁ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ସୁପରିଟେଣ୍ଡେଣ୍ଟ ଭାବେ କାର୍ଯ୍ୟରତ ଥିଲେ । ଆଜି ଅନୁଗୁଳ କାର୍ଯ୍ଯାଳୟ ଠାରେ ପହଂଚିବା ପରେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ କର୍ମଚାରୀ ଓ ଡାକ୍ତରଙ୍କ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହ ଡାକ୍ତର ତ୍ରିଲୋଚନ ପ୍ରଧାନ କାର୍ଯ୍ଯ ହସ୍ତାନ୍ତର କରିଥିଲେ । Advertisement
କୋଭିଡ କେୟାରରୁ ନିଖୋଜ – କୋଭିଡ ହସ୍ପିଟାଲରୁ ଉଦ୍ଧାର ଅନୁଗୁଳ – ଅନୁଗୁଳ ଆଦର୍ଶ ଠାରେ ଥିବା କୋଭିଡ କେୟାର କେନ୍ଦ୍ରରୁ ଜଣେ କରୋନା ସଂକ୍ରମିତ କୁଆଡ଼େ ହଜିଯାଇଥିବା ଅଭିଯୋଗ ହୋଇଥିଲା । ୫ ଦିନ ହେଲା…
ଅନୁଗୁଳରେ ହେଉଛି କମ ଆରଟିପିସିଆର ପରୀକ୍ଷା ଅନୁଗୁଳ – କରୋନାର ପ୍ରକୋପକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବ୍ୟାପକ ପରୀକ୍ଷା ଉପରେ ଗୁରୁତ୍ବ ଦେଉଛନ୍ତି । ଆଣ୍ଟିଜେନ ଅପେକ୍ଷା ଆର୍ଟିପିସିଆର…
କରୋନା ଟିକା – ଗାଁରେ ଅଧିକ ଆଗ୍ରହ ଅନୁଗୁଳ – ଆବଶ୍ୟକତା ଠାରୁ କମ୍ ପରିମାଣରେ ଯୋଗାଣ ଯୋଗୁ ଅନୁଗୁଳ ଜିଲ୍ଲାରେ କରୋନା ଟିକାକରଣ କ୍ଷୀପ୍ର ଗତିରେ ହୋଇପାରୁ ନାହିଁ । ମଙ୍ଗଳବାର ଜିଲାରେ ୨…