ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଯୋଗଦାନ

ଅନୁଗୁଳ – ଅନୁଗୁଳ ଜିଲ୍ଲ ମୁଖ୍ଯ ଚିକିତ୍ସାଳୟର ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ବଦଳି ପରେ ଶୁକ୍ରବାର ଡାକ୍ତର ନୁତନ ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀ ଭାବେ ଶିବାନନ୍ଦ ମହାନ୍ତୀ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଡାକ୍ତର ମହାନ୍ତୀ ପୁର୍ବରୁ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ସୁପରିଟେଣ୍ଡେଣ୍ଟ ଭାବେ କାର୍ଯ୍ୟରତ ଥିଲେ । ଆଜି ଅନୁଗୁଳ କାର୍ଯ୍ଯାଳୟ ଠାରେ ପହଂଚିବା ପରେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ କର୍ମଚାରୀ ଓ ଡାକ୍ତରଙ୍କ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହ ଡାକ୍ତର ତ୍ରିଲୋଚନ ପ୍ରଧାନ କାର୍ଯ୍ଯ ହସ୍ତାନ୍ତର କରିଥିଲେ ।

What’s your Reaction?
+1
1
+1
1
+1
0
+1
0
+1
2
+1
0
+1
1

Share:

Share on facebook
Share on twitter
Share on whatsapp
Share on telegram

Sponsored