ବାଣିଜ୍ୟ ଲକ୍ଷ୍ମୀ ହୋଣ୍ଡା ରେ ପୂଜା Offer – Scratch & Win Angul OnlineOctober 3, 2024October 3, 2024 ଅନୁଗୁଳ – ଅନୁଗୁଳର Honda Motorcycle & Scooter India ର ଅଧିକୃତ ବିକ୍ରେତା Laxmi Honda ଠାରେ ପବିତ୍ର ପୂଜା ଅବସରରେ Starch & Win ପୂଜା offer ଶୁଭାରମ୍ଭ ହୋଇଯାଇଛି । ଏହି Scratch & Win ର ଶୁଭାରମ୍ଭରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ପରିବହନ ଅଧିକାରୀ ନିଖିଲ ପଟ୍ଟନାୟକ , ସମ୍ମାନୀୟ ଅତିଥି ଭାବେ Jr.M.V.I ଶ୍ରୀଯୁକ୍ତ କେ ଦିବ୍ୟଜ୍ୟୋତି ମହନ୍ତ , Asst. Programmer ଶ୍ରୀଯୁକ୍ତ ନାରାୟଣ ବେହେରା ଏବଂ Siddhi Laxmi Motors ର ସ୍ୱତ୍ତାଧିକାରୀ ଶ୍ରୀଯୁକ୍ତ ରାଜ କୁମାର ଅଗ୍ରୱାଲଙ୍କର କମଳରେ ଶୁଭାରମ୍ଭ ହୋଇଥିଲା । ଏହି Scratch & Win offer ରେ ଗ୍ରାହକ ମାନେ ହୋଣ୍ଡାର ଯେ କୌଣସି ୨ ଚକିଆ ଗାଡି କିଣିଲେ ସେଥିରେ ନିଶ୍ଚିତ ଉପହାର ପାଇପାରିବେ । ଉପହାର ମଧ୍ୟରେ Malaysia Trip , Smart TV , Smart Watch , VIP trolly Bag,Coffee Se t, Microwave,Induction Cattle, Bag pack ଇତ୍ୟାଦି ଏବଂ ଏହାସହିତ ଗ୍ରାହକ ମାନେ ମାତ୍ର ୧୧୦୦ ଟଙ୍କା down payment ରେ ହୋଣ୍ଡା ର ଗାଡି ନେଇପାରିବେ। ଗ୍ରାହକ ମାନେ ନିଜର ପୁରୁଣା ଗାଡି ବଦଳାଇ ନୂତନ ହୋଣ୍ଡା ଗାଡି Cash କିମ୍ବା Finance ମାଧ୍ୟମ ରେ ମଧ୍ୟ ନେଇପାରିବେ ଏବଂ ପୁରୁଣା ଗାଡି exchange କରିଲେ ୨୦୦୦ ଟଙ୍କା ର exchange bonus ର ସୁବିଧା ମଧ୍ୟ କରାଯାଇଛି । ଏହି ଅବସରରେ Laxmi Honda ସ୍ୱତ୍ତାଧିକାରୀ ଶ୍ରୀ Bikram Agrawalla ପୂଜା ର ଅଭିନନ୍ଦନ ଜଣାଇଥିଲେ ଏବଂ ଏହି offer ର ଭରପୁର ଲାଭ ଉଠାଇବା ପାଇଁ ଅନୁରୋଧ କରିଥିଲେ । ବର୍ତ୍ତମାନ Laxmi Honda ର ସବୁ ପ୍ରକାର Model ଏବଂ ରଙ୍ଗର ଗାଡି ମହଜୁତ ଅଛି । ତେଣୁ ପୂଜା ପୂର୍ବ ରୁ ଯଦି ଗ୍ରାହକ ମାନେ ଗାଡି booking କରନ୍ତି ତାହାଲେ ପୂଜା ସମୟରେ ଗ୍ରାହକ ମାନେ ସେମାନଙ୍କ ଗାଡି ଠିକ ସମୟରେ ପାଇପାରିେବ ବୋଲି କହିଥିଲେ । Advertisement
ଜିନ୍ଦଲ ଷ୍ଟିଲ୍ ଏଣ୍ଡ୍ ପାୱାରକୁ ମିଳିଲା ସମ୍ମାନଜନକ ଏକ୍ସିଡ୍ ସିଏସ୍ଆର ପୁରସ୍କାର ୨୦୨୪ ନୂଆଦିଲ୍ଲୀ- ଉଲ୍ଲେଖନୀୟ କର୍ପୋରେଟ୍ ସାମାଜିକ ଉତ୍ତରଦାୟିତ୍ବ (ସିଏସ୍ଆର୍) କାର୍ଯ୍ୟକ୍ରମ ନିମନ୍ତେ ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର (ଜେଏସପି)କୁ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ…
ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ପକ୍ଷରୁ ମଲଟି ହସ୍ପିଟାଲର ଭୂମିପୂଜନ ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶାସ୍ଥିତ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ପକ୍ଷରୁ ଏକ ମଲଟି ହସପିଟାଲର ଭୂମିପୂଜା ଅନୁଷ୍ଠିତ ହୋଇ ଯାଇଅଛି । ଛେଣ୍ଡିପଦା ବିଧାୟକ…
ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ମିଳିଲା ଓଡିଶାର ଉତ୍କଳ ବି-୧ ଓ ବି-୨ କୋଇଲା ବ୍ଲକ ଭୁବନେଶ୍ବର – କୋଇଲା ଖଣି ନିଲାମ ପ୍ରକ୍ରିୟାରେ ଶ୍ରୀ ନବୀନ ଜିନ୍ଦଲ ନେତୃତ୍ଵାଧୀନ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ଓଡିଶାର ଅନୁଗୁଳ-ତାଳଚେର କୋଇଲା ଅଂଚଳର ଉତ୍କଳ…