ଟ୍ୟାଙ୍କର ଧକ୍କାରେ ଜଣେ ମୃତ

ଅନୁଗୁଳ - ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ପଥଚାରୀକୁ ଏଲପିଜି ଟ୍ୟାଙ୍କର ଧକ୍କା ଦେବା ଫଳରେ ପଥଚାରୀଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ ଟ୍ୟାଙ୍କରଟି ତାଙ୍କୁ ଧକ୍କା ଦେବା ପରେ ଘଟଣା ସ୍ଥଳରେ…

Continue Reading ଟ୍ୟାଙ୍କର ଧକ୍କାରେ ଜଣେ ମୃତ

ଗଛରେ ଝୁଲୁଛି ମହିଳାଙ୍କ ମୃତଦେହ – ହତ୍ୟା ଅଭିଯୋଗ

ଅନୁଗୁଳ - ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଗଡସନ୍ତ୍ରୀ ଶିବ ମନ୍ଦିର ପ୍ରାଙ୍ଗଣ ସ୍ଥିତ ଏକ ଚମ୍ପା ଗଛରେ ସକାଳେ ଜଣେ ମହିଳାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ସୂଚନା ମୁତାବକ ମହିଳା ଲିଜାରାଣୀ ଦାସ ଏବଂ ଗଡସନ୍ତ୍ରୀ ପାଟଣାସାହିରୁ…

Continue Reading ଗଛରେ ଝୁଲୁଛି ମହିଳାଙ୍କ ମୃତଦେହ – ହତ୍ୟା ଅଭିଯୋଗ

ସାପ କାମୁଡ଼ାରେ ନାବାଳିକା ମୃତ

ପାଲଲହଡା - ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଇଲିସୁଂଆ ଗ୍ରାମର ଜଣେ ନାବାଳିକା ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଛି । ମୃତକ ଜଣକ ହେଲେ ଶୁକ୍ରୁ ଶୁଣ୍ଠି ଙ୍କ ୧୧ ବର୍ଷ ବୟସର ଝିଅ ନନ୍ଦୀ ଶୁଣ୍ଢି । ଗୁରୁବାର…

Continue Reading ସାପ କାମୁଡ଼ାରେ ନାବାଳିକା ମୃତ

ଜିଲ୍ଲାରେ ମାଟ୍ରିକ ପାସହାର ୯୮.୦୮ – ୨୧୭ ଜଣ ଛାତ୍ରଛାତ୍ରୀ ଫେଲ

* ଅଧିକ ପୁଅ ମାରିଲେ ବାଜିମାତ * ୧୬୯୪୬ ଜଣ ପରୀକ୍ଷାର୍ଥୀ ପାସ୍ * ଏ-୧ ଗ୍ରେଡ୍ ରେ ମୋଟ ୧୧୭ ଜଣ ପରୀକ୍ଷାର୍ଥୀ ଅନୁଗୁଳ - ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ…

Continue Reading ଜିଲ୍ଲାରେ ମାଟ୍ରିକ ପାସହାର ୯୮.୦୮ – ୨୧୭ ଜଣ ଛାତ୍ରଛାତ୍ରୀ ଫେଲ

ପ୍ରେମିକାକୁ ଦେଖା କରିବାକୁ ଯାଇଥିଲେ , ଖୁଣ୍ଟରେ ବାନ୍ଧିଦେଲେ ମହିଳା

ଛେଣ୍ଡିପଦା - ବିବାହିତା ମହିଳାଙ୍କୁ ପ୍ରେମ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ବିବାହିତ ପ୍ରେମିକାଙ୍କୁ ଦେଖା କରିବାକୁ ଯାଇ ସମ୍ପୃକ୍ତ ଯୁବକଙ୍କୁ ଖୁଣ୍ଟରେ ବନ୍ଧା ହେବା ସହ ମାଡ ଖାଇବାକୁ ପଡିଛି । ଏଭଳି ଘଟଣା ଅନୁଗୁଳ ଜିଲ୍ଲା…

Continue Reading ପ୍ରେମିକାକୁ ଦେଖା କରିବାକୁ ଯାଇଥିଲେ , ଖୁଣ୍ଟରେ ବାନ୍ଧିଦେଲେ ମହିଳା

ଜଙ୍ଗଲ ମଝିରେ ଲୁଟିନେଲେ ଟଙ୍କା ମୋବାଇଲ

ଛେଣ୍ଡିପଦା - ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କିସିଣ୍ଡା ଶନି ମନ୍ଦିର ନିକଟସ୍ଥ ଜଙ୍ଗଲରୁ ଗୁରୁବାର ସଂଧ୍ୟାରେ ଜଣେ ମୋଟରସାଇକେଲ ଆରୋହି ଲୁଟର ଶିକାର ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ ହଣ୍ଡପା ଥାନା ନାଗାଝରଣ ଗ୍ରାମର ଅରୁଣ ବେହେରା…

Continue Reading ଜଙ୍ଗଲ ମଝିରେ ଲୁଟିନେଲେ ଟଙ୍କା ମୋବାଇଲ

ନବକୃଷ୍ଣ ଚୌଧୁରୀଙ୍କର ୩୭ ତମ ପୂଣ୍ୟ ତିଥି ପାଳିତ

* ନବକୃଷ୍ଣ ଥିଲେ ଜଣେ ରାଜନୈତିକ ସନ୍ଥ * ଓଡ଼ିଶାର ରାଜନୀତି ଓ ଅର୍ଥନୀତି କ୍ଷେତ୍ରରେ ବହୁ ଐତିହାସିକ ସଂସ୍କାର ଆଣିଥିବା ମୁଖ୍ୟମନ୍ତ୍ରୀ ଅନୁଗୁଳ - ଅନଗୁଳ କଙ୍ଗୁଳା ଉଜ୍ଵଳା ଅନୁଷ୍ଠାନରେ ନବକୃଷ୍ଣ ଚୌଧୁରୀଙ୍କର ୩୭ ତମ ପୂଣ୍ୟ ତିଥି ପାଳିତ…

Continue Reading ନବକୃଷ୍ଣ ଚୌଧୁରୀଙ୍କର ୩୭ ତମ ପୂଣ୍ୟ ତିଥି ପାଳିତ

ଚୋରା କାଠ ଜବତ – ୩ ଗିରଫ

କଣିହାଁ - ଅନୁଗୁଳ ଜିଲ୍ଲା ଏନଟିପିସି-ତାଳଚେର ୫୩ ନମ୍ବର ଜାତୀୟ ରାଜପଥ ବଲାଙ୍ଗି ଗାଁ ସିଙ୍ଗିଡା ପୋଲ ଉପରୁ ଏନଟିପିସି ଆଡକୁ ଆସୁଥିବା ଚୋରା ଶାଳ ଚଉକାଠ ବୋଝେଇ ଟାଟାଏସି (ଓଡ଼ି-୦୨ଏୟୁ -୦୧୭୯) ଗାଡିକୁ କଣିହାଁ ବନବିଭାଗ ଜବତ କରିଛି ।…

Continue Reading ଚୋରା କାଠ ଜବତ – ୩ ଗିରଫ

ପୁରୀରୁ ସ୍ନାନଯାତ୍ରାର ସିଧାପ୍ରସାରଣ

ସ୍ନାନଯାତ୍ରାର ସିଧାପ୍ରସାରଣ ପୁରୀରୁ   https://www.youtube.com/watch?v=_G8w1PkdKeI ସୌଜନ୍ୟ - ଦୂରଦର୍ଶନ

Continue Reading ପୁରୀରୁ ସ୍ନାନଯାତ୍ରାର ସିଧାପ୍ରସାରଣ

ରାଜ୍ୟ ଅଭିଭାବକ ମହାସଂଘର ନୂତନ କର୍ମକର୍ତ୍ତା ଚୟନ

ଅନୁଗୁଳ - ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ପାଇଁ ଓଡିଶା ଅଭିଭାବକ ମହାସଂଘ ଦୀର୍ଘଦିନରୁ ପ୍ରଭାବୀ ଢଙ୍ଗରେ ଲଢେଇ କରିଆସୁଛି । ଆଗାମୀ ଦିନରେ ସାରା ରାଜ୍ୟରେ ଶିକ୍ଷାର ବୈପ୍ଳବିକ ସଂସ୍କାର ଓ ଅଭିଭାବକ ମାନଙ୍କ ବିଭିନ୍ନ ସମସ୍ୟା ର ସମାଧାନ ସହ…

Continue Reading ରାଜ୍ୟ ଅଭିଭାବକ ମହାସଂଘର ନୂତନ କର୍ମକର୍ତ୍ତା ଚୟନ

ଜିଲ୍ଲାରୁ ବିଭିନ୍ନ ସ୍ଥାନରୁ ଚୋରି – ତାଳଚେରରେ ୪ ଚୋରଙ୍କୁ ଧରିଲା ପୁଲିସ

ଅନୁଗୁଳ - ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚୋରି ଅଭିଯୋଗ ଆସିଥିବା ବେଳେ ତାଳଚେରରେ ଏକ ଚୋର ଦଳ ଏବଂ ସେମାନଙ୍କ ଠାରୁ ଚୋରି ସାମଗ୍ରୀ ଜବତ କରିବାରେ ସଫଳ ହୋଇଛି ପୁଲିସ ।  ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗ୍ରାମରେ…

Continue Reading ଜିଲ୍ଲାରୁ ବିଭିନ୍ନ ସ୍ଥାନରୁ ଚୋରି – ତାଳଚେରରେ ୪ ଚୋରଙ୍କୁ ଧରିଲା ପୁଲିସ

କାର ସହ ଗଞ୍ଜେଇ ଜବତ – ଜଣେ ଗିରଫ

ଛେଣ୍ଡିପଦା - ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ଟାଙ୍ଗିରୀ ଗାଁ ଆଉଁଳି ନଦୀ ପୋଲ ଉପରୁ ଛେଣ୍ଡିପଦା ପୁଲିସ ଏକ କାରରୁ ଗଞ୍ଜେଇ ଜବତ କରିବା ସହ କାର ଚାଳକକୁ ଗିରଫ କରିଛି  । ଗିରଫ ଚାଳକ ଜଣକ ହେଲେ ପାଟକମୁଣ୍ଡା…

Continue Reading କାର ସହ ଗଞ୍ଜେଇ ଜବତ – ଜଣେ ଗିରଫ

ଆମ୍ବୁଲାନ୍ସ ପାଖକୁ ରୋଗୀ ଆସୁ ଆସୁ ବାଟରେ ମୃତ

ଛେଣ୍ଡିପଦା - ଅନୁଗୁଳ ଜିଲ୍ଲାରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଗାଁକୁ ଆମ୍ବୁଲାନ୍ସ ଯାଇ ପାରି ନଥିବା ବେଳେ ଗାଁ ମୁଣ୍ଡରେ ଅଟକି ଥିବା ଆମ୍ବୁଲାନ୍ସ ପାଖକୁ ଆସୁ ଜଣେ ରୋଗୀର ମୃତ୍ୟୁ ହୋଇଛି । ସୂଚନା…

Continue Reading ଆମ୍ବୁଲାନ୍ସ ପାଖକୁ ରୋଗୀ ଆସୁ ଆସୁ ବାଟରେ ମୃତ

କାମ କରୁ ନାହିଁ ‘ଅନୁଗୁଳ ବନସାଥୀ ଆପ – ପାଣିରେ ପଡିଲା ଲକ୍ଷାଧିକ ଟଙ୍କା

ଅନୁଗୁଳ - ଅନୁଗୁଳ ଜିଲ୍ଲାରେ ହାତୀ ମଣିଷ ଲଢେଇକୁ ରୋକିବା ସହ ବନବିଭାଗର ଲୋକମାନଙ୍କ ସହ ସମ୍ପର୍କକୁ ଦ୍ଵିଗୁଣିତ କରିବାକୁ ଆରମ୍ଭ ହୋଇଥିଲା  'ଅନୁଗୁଳ ବନସାଥୀ ଆପ' । ଲୋକଙ୍କ ସୁରକ୍ଷା ଦୃଷ୍ଟିକୁ ଦେଖି ଏହି ଆପ ଶୁଭାରମ୍ଭ କରାଯାଇଥିବା ବେଳେ…

Continue Reading କାମ କରୁ ନାହିଁ ‘ଅନୁଗୁଳ ବନସାଥୀ ଆପ – ପାଣିରେ ପଡିଲା ଲକ୍ଷାଧିକ ଟଙ୍କା

ଅନୁଗୁଳ ଜିଲ୍ଲାରେ ପେଟ୍ରୋଲର ଶତକ

ଅନୁଗୁଳ - ଅନୁଗୁଳ ଜିଲ୍ଲାରେ ପ୍ରଥମ ଥର ପେଟ୍ରୋଲ ଦାମ ତିନି ଅଙ୍କ ସ୍ପର୍ଶ କରିଛି । ଆକାଶ ଛୁଆଁ ତୈଳଦର ବୃଦ୍ଧିକୁ ନେଇ ସାଧାରଣ ଜନତା ଅସ୍ତବ୍ୟସ୍ତ ହୋଇଛନ୍ତି । ସାରା ଦେଶ ଓ ରାଜ୍ୟରେ ତୈଳ ଦର ବୃଦ୍ଧି ଯୋଗୁଁ…

Continue Reading ଅନୁଗୁଳ ଜିଲ୍ଲାରେ ପେଟ୍ରୋଲର ଶତକ