ବଦଳିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ

ଭୁବନେଶ୍ଵର -(ANGULONLINE)- ଅନୁଗୁଳ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଅଭୟ କୁମାର ଦାସଙ୍କର ବଦଳି ହୋଇଛି । ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ ବଦଳି କରା କରାଯାଇଥିବା ବେଳେ ବୌଦ୍ଧରେ କାର୍ଯ୍ୟରତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତ୍ରିଲୋଚନ ପ୍ରଧାନଙ୍କୁ ଅନୁଗୁଳ ଜିଲ୍ଲା…

Continue Reading ବଦଳିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ

ଗୋଟିଏ ଦିନରେ କରୋନା ନେଲା ୫ ଜୀବନ

ଭୁବନେଶ୍ଵର - ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଆଜି ଏହି ଅଦୃଶ୍ୟ ଭୂତାଣୁ ୫ ଜଣଙ୍କ ଜୀବନ ନେଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ହୋଇଥିବା ଟ୍ଵିଟରୁ…

Continue Reading ଗୋଟିଏ ଦିନରେ କରୋନା ନେଲା ୫ ଜୀବନ

ଆଇସିୟୁ ଆମ୍ବୁଲାନ୍ସ ଅନୁମୋଦନ ପାଇଁ ଜିଲ୍ଲାପାଳଙ୍କୁ ଚିଠି

ଅନୁଗୁଳ - ଅନୁଗୁଳ ଜିଲ୍ଲାରେ କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ରୋଗୀଙ୍କୁ ସ୍ଥାନାନ୍ତର ଏବଂ ମୃତଦେହ ସତ୍କାର କରି ନେବାପାଇଁ ବାଧକ ସାଜିଛି ଆମ୍ବୁଲାନ୍ସ । ଜିଲ୍ଲାରେ ଯେତିକି ସଂଖ୍ୟାରେ ଆମ୍ବୁଲାନ୍ସ ରହିଛି ତାହା ପର୍ଯ୍ୟାପ୍ତ ହୋଇ ପାରୁ…

Continue Reading ଆଇସିୟୁ ଆମ୍ବୁଲାନ୍ସ ଅନୁମୋଦନ ପାଇଁ ଜିଲ୍ଲାପାଳଙ୍କୁ ଚିଠି

ସଟର ତାଡି ଦୋକାନରୁ ଚୋରି – ଲୁଟିନେଲେ ଟଙ୍କା , ମୋବାଇଲ ଓ କମ୍ପ୍ୟୁଟର

ଅନୁଗୁଳ - ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହିଧରପୁର ହାଟଛକରେ ଥିବା ଏକ ମୋବାଇଲ ଦୋକାନରେ ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି । ଦୋକାନ ମାଲିକ ସନାତନ ପାଳ ଏ ନେଇ ମହୀଧରପୁର ଫାଣ୍ଡିରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ…

Continue Reading ସଟର ତାଡି ଦୋକାନରୁ ଚୋରି – ଲୁଟିନେଲେ ଟଙ୍କା , ମୋବାଇଲ ଓ କମ୍ପ୍ୟୁଟର

ଅଚିହ୍ନା ମୃତଦେହ ଉଦ୍ଧାର

ତାଳଚେର - ଅନୁଗୁଳ ଜିଲ୍ଲା ତାଳଚେର ପୌରାଞ୍ଚଳ ୧ନମ୍ବର ୱାର୍ଡର ବୀରବରପଲ୍ଲୀ ନିକଟରୁ ଜଣେ ବୃଦ୍ଧଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି । ତାଙ୍କ ପରିଚୟ ମିଳି ପାରି ନାହିଁ ।  ସୂଚନା ଅନୁସାରେ ଗତ ୨୩ ତାରିଖ ଏହି ବୃଦ୍ଧ…

Continue Reading ଅଚିହ୍ନା ମୃତଦେହ ଉଦ୍ଧାର

ବିଫଳ ଅଧିକାରୀଙ୍କୁ ବାତ୍ୟା ମୁକାବିଲା ଦାୟିତ୍ୱ

ଅନୁଗୁଳ - ଅନୁଗୁଳ ଜିଲ୍ଲା ବିଶେଷକରି ଅନୁଗୁଳ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏଥିପାଇଁ ପ୍ରଶାସନିକ ଅପରାଗତାକୁ ଦାୟି କରାଯାଉଛି । ବିଶେଷକରି କୋଭିଡ କଟକଣାକୁ କାର୍ଯ୍ୟକାରୀ କରିବାରେ ପୌର ପ୍ରଶାସନର ବିଫଳତା…

Continue Reading ବିଫଳ ଅଧିକାରୀଙ୍କୁ ବାତ୍ୟା ମୁକାବିଲା ଦାୟିତ୍ୱ

ବଦଳିଲେ ବଅଁରପାଳ ଥାନା ଅଧିକାରୀ

ଅନୁଗୁଳ - ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଧିକାରୀ ସୁନୀଲ କୁମାର କରଙ୍କୁ ବଅଁରପାଳ ଥାନାରୁ ବଦଳି କରା ଯାଇଛି । ତାଙ୍କୁ ଅନୁଗୁଳ ମହିଳା ଓ ସାଇବର ବିଭାଗକୁ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଅନୁଗୁଳ ହେଡ କ୍ଵାର୍ଟରରେ…

Continue Reading ବଦଳିଲେ ବଅଁରପାଳ ଥାନା ଅଧିକାରୀ

ଅନୁଗୁଳ କୋର୍ଟର କଣ୍ଟେନମେଣ୍ଟ ଜୋନ ଅବଧି ବଢିଲା

ଅନୁଗୁଳ - ଅନୁଗୁଳ ଜିଲ୍ଲା କୋର୍ଟର କିଛି କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ଅନୁଗୁଳ କୋର୍ଟକୁ କଣ୍ଟେନମେଣ୍ଟ କରାଯାଇଥିଲା । ଗତ ୧୭ ତାରିଖଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ଅଦାଲତ କଣ୍ଟେନମେଣ୍ଟ ଭିତରେ ରହିବାକୁ ନିର୍ଦେଶ ଦିଆ ଯାଇଥିଲା…

Continue Reading ଅନୁଗୁଳ କୋର୍ଟର କଣ୍ଟେନମେଣ୍ଟ ଜୋନ ଅବଧି ବଢିଲା

କରୋନାର କରୁଣ ଦୃଶ୍ୟ – ପୋତା ଶବକୁ ଖୋଳି କରାଗଲା ଦାହ

ଅନୁଗୁଳ - କରୋନାର ଦ୍ୱିତୀୟ ଲହର କାୟା ବିସ୍ତାର କରି ଚାଲିଥିବା ବେଳେ ଭୟ ଓ ଆତଙ୍କ ଯୋଗୁଁ ମାନବିକତା ମଧ୍ୟ ହଜିବାରେ ଲାଗିଛି । ରୋଗ ଆଗରେ ସମ୍ପର୍କ ମୂଲ୍ୟହୀନ ହୋଇ ଯାଇଛି । ଏପରିକି ମୃତ୍ୟୁ ପରେ ଏବେ…

Continue Reading କରୋନାର କରୁଣ ଦୃଶ୍ୟ – ପୋତା ଶବକୁ ଖୋଳି କରାଗଲା ଦାହ

ଆଦୃତା ଶିଶୁଗୃହର ମୁଖ୍ୟ ପରିଚାଳିକାଙ୍କ ମୃତ୍ୟୁ

ଅନୁଗୁଳ - ଅନୁଗୁଳ ପଞ୍ଚମହଲା ସ୍ଥିତ ଆଦୃତା ଶିଶୁଗୃହର ମୁଖ୍ୟ ପରିଚାଳିକା ସତ୍ୟଭାମା ନାୟକଙ୍କ ଆଜି ଦେହାନ୍ତ ହୋଇଛି । ଗତ କିଛିଦିନ ତଳେ ସେ କରୋନା ଚିହ୍ନଟ ହେବା ପରେ ଚିକିତ୍ସାଧୀନ ଥିଲେ । ତେବେ ଭୁବନେଶ୍ୱରର ଏକ ଘରୋଇ…

Continue Reading ଆଦୃତା ଶିଶୁଗୃହର ମୁଖ୍ୟ ପରିଚାଳିକାଙ୍କ ମୃତ୍ୟୁ

ମିଛ ଫଟୋ ଦେଇ ଟ୍ରୋଲ ହେଲେ ବିଧାୟକ

ଅନୁଗୁଳ - ସାମାଜିକ ଗଣମାଧ୍ୟମର ଚାହିଦାକୁ ଦେଖି ନେତା ମାନେ ନିଜ ପ୍ରଚାର ପ୍ରସାର କରିବାର ସୁଯୋଗକୁ ହାତଛଡା କରୁ ନାହାନ୍ତି । ନିଜ ଅଞ୍ଚଳର ପ୍ରତ୍ଯେକ ଉନ୍ନୟନ କାର୍ଯ୍ୟ ହେଉ କିମ୍ବା କେଉଁଠି କାହାକୁ ସାହାଯ୍ୟର ହାତ ବଢାଇବା ବେଳେର…

Continue Reading ମିଛ ଫଟୋ ଦେଇ ଟ୍ରୋଲ ହେଲେ ବିଧାୟକ

୩୦ ବର୍ଷର ରେକର୍ଡ ଭାଙ୍ଗିଲା – ସାତକୋଶିଆରେ ଅଣ୍ଡାରୁ ଫୁଟି ବାହାରିଲେ ୨୮ ଘଡ଼ିଆଳ

ଅନୁଗୁଳ - ସାତକୋଶିଆ ବନ୍ୟପ୍ରାଣୀ  ବନଖଣ୍ଡ ପାଇଁ ଖୁସି ଖବର । ଦୀର୍ଘ ୩୦ ବର୍ଷର ରେକର୍ଡ ଭାଙ୍ଗି ନିଜର ନୂଆ ପରିଚୟ ସୃଷ୍ଟି କରିଛି ସାତକୋଶିଆ । ସାତକୋଶିଆ ଗଣ୍ଡର ପ୍ରାକୃତିକ ଆବାସ ସ୍ଥଳୀରେ ପୁଣି ଥରେ ବିରଳ ଘଡ଼ିଆଳ…

Continue Reading ୩୦ ବର୍ଷର ରେକର୍ଡ ଭାଙ୍ଗିଲା – ସାତକୋଶିଆରେ ଅଣ୍ଡାରୁ ଫୁଟି ବାହାରିଲେ ୨୮ ଘଡ଼ିଆଳ

କୋଭିଡ ଟେଷ୍ଟିଙ୍ଗ ପାଇଁ ଜନ ଜାଗରଣ ସୃଷ୍ଟି କରିବ ବିଜେପି

ଅନୁଗୁଳ - ଅନୁଗୁଳ ଜିଲ୍ଲା ବିଜେପି ତରଫରୁ ରାଜ୍ୟ ସଂଗଠନର ପ୍ରସ୍ତାବ କ୍ରମେ ସମଗ୍ର ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ଟିମ ଗଠନ କରାଯାଇଛି । ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଭର୍ତ୍ତୃଆଲ ବୈଠକରେ ରାଜ୍ୟ ସମ୍ପାଦକ କାଳନ୍ଦୀ…

Continue Reading କୋଭିଡ ଟେଷ୍ଟିଙ୍ଗ ପାଇଁ ଜନ ଜାଗରଣ ସୃଷ୍ଟି କରିବ ବିଜେପି

ପୋଖରୀରେ ବୁଡି ସମ୍ବରର ମୃତ୍ୟୁ

ଛେଣ୍ତିପଦା - ପୋଖରୀରେ ବୁଡି ସମ୍ବରର ମୃତ୍ୟୁ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ କଣଲୋଇ ଗ୍ରାମରେ ଘଟିଛି । ଆଜି ଦିନ ପ୍ରାୟ ୧୧ ଟା ବେଳେ ଏକ ଜଙ୍ଗଲି ସମ୍ବର ଖାଦ୍ୟ ଅନୁସରଣରେ ଗ୍ରାମ ଭିତରକୁ…

Continue Reading ପୋଖରୀରେ ବୁଡି ସମ୍ବରର ମୃତ୍ୟୁ

ସମ୍ବାଦିକଙ୍କ ଉପରେ ଆକ୍ରମଣର ପ୍ରତିବାଦ

ଅନୁଗୁଳ - ପୁରୀରେ ଧରିତ୍ରୀ ପୁରୀ ଜିଲା ପ୍ରତିନିଧିଙ୍କୁ ପୁଲିସର ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି ଅନୁଗୁଳ ଜିଲ୍ଲା ସାମ୍ବାଦିକ ସମୂହ । ଆକ୍ରାମଣକାରୀ ପୁଲିସ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ସାମ୍ବାଦିକଙ୍କ ପକ୍ଷରୁ କରି ଆଜି ଜିଲ୍ଲାପାଳଙ୍କୁ ଏକ…

Continue Reading ସମ୍ବାଦିକଙ୍କ ଉପରେ ଆକ୍ରମଣର ପ୍ରତିବାଦ