ଦୂର୍ଘଟଣାରେ ଅଙ୍ଗନୱାଡି କର୍ମୀଙ୍କ ମୃତ୍ଯୁ

ତାଳଚେର -ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ହରିହରପୁର ପଞ୍ଚାୟତ ବଲାଙ୍ଗୀ ଗ୍ରାମର ଅଙ୍ଗନୱାଡି କର୍ମୀ ଅନଙ୍ଗମଞ୍ଜରୀ ସିଂଙ୍କର ରବିବାର ଏକ ସଡକ ଦୁର୍ଘଟଣା ମୃତ୍ଯୁ ହୋଇଛି । ତାଙ୍କ ମୃତ୍ଯୁ ଖବର ଜଣା ପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ…

Continue Reading ଦୂର୍ଘଟଣାରେ ଅଙ୍ଗନୱାଡି କର୍ମୀଙ୍କ ମୃତ୍ଯୁ

ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଅନୁଗୁଳ - ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ ରବିବାର ଅମଲାପଡ଼ାର ମା’ ବାସନ୍ତୀ ଦୁର୍ଗାପୂଜା ପଡ଼ିଆରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ, ସନ୍ଥ ନିରଙ୍କରି ମଣ୍ଡଳ ଓ ବାଣୀରୂପା ଷ୍ଟଡି…

Continue Reading ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ବ୍ୟବସାୟୀଙ୍କଠାରୁ ୭ ଲକ୍ଷ ଲୁଟିନେଲେ ସାଇବର ଲୁଟେରା

ଅନୁଗୁଳ - ଅନୁଗୁଳ ଜିଲ୍ଲା ଏଫ ସି ଆଇ ନିଉ ମାର୍କେଟର ଜଣେ ବ୍ୟବସାୟୀଙ୍କ ଠାରୁ ଥର ଥର କରି ୭ ଲକ୍ଷ ୧୨ ହଜାର ଟଙ୍କା ସାଇବର ଲୁଟେରା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ତାଳଚେର…

Continue Reading ବ୍ୟବସାୟୀଙ୍କଠାରୁ ୭ ଲକ୍ଷ ଲୁଟିନେଲେ ସାଇବର ଲୁଟେରା

ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହେଲେ ଅବସରପ୍ରାପ୍ତ ଲାଞ୍ଚୁଆ ଭି ଏଲ ଡବ୍ଲୁ

ଅନୁଗୁଳ - ୨୦୧୪ ମସିହାରେ ଲାଞ୍ଚ ନେଇ ଧରା ପଡିଥିବା ଜଣେ ଅବସରପ୍ରାପ୍ତ ଭି ଏଲ ଡବ୍ଲୁ ଭିଜିଲାନ୍ସ କୋର୍ଟରେ ଦୋଷୀ ସାବସ୍ତ୍ୟ ହେବା ପରେ ଭିଜିଲାନ୍ସ କୋର୍ଟ ତାଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା…

Continue Reading ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହେଲେ ଅବସରପ୍ରାପ୍ତ ଲାଞ୍ଚୁଆ ଭି ଏଲ ଡବ୍ଲୁ

ନକଲି ଔଷଧର ସିକିମ୍‌-କୋଲକାତା ଲିଙ୍କ୍‌ ! ଉଭୟ ରାଜ୍ୟକୁ ଯିବ ଡ୍ରଗ୍‌ସ୍‌ ନିୟନ୍ତ୍ରକଙ୍କ ଏସ୍‌ଟିଏଫ୍‌

ଅନୁଗୁଳ - ଅନୁଗୁଳ ନକଲି ଔଷଧ ମାମଲାର ଚେର ସିକିମ୍‌ ଓ କୋଲକାତା ପର୍ଯ୍ୟନ୍ତ ଲମ୍ବିଛି । ଏହି ଦୁଇ ଜାଗାରେ ଅନେକ ଗୁମର ଲୁଚିଥିବା ଜଣା ପଡିଛି । ଏବେ ଔଷଧ ନିୟନ୍ତ୍ରକଙ୍କ ସ୍ପେଶାଲ୍‌ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଉଭୟ…

Continue Reading ନକଲି ଔଷଧର ସିକିମ୍‌-କୋଲକାତା ଲିଙ୍କ୍‌ ! ଉଭୟ ରାଜ୍ୟକୁ ଯିବ ଡ୍ରଗ୍‌ସ୍‌ ନିୟନ୍ତ୍ରକଙ୍କ ଏସ୍‌ଟିଏଫ୍‌

ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଯୋଗଦାନ

ଅନୁଗୁଳ - ଅନୁଗୁଳ ଜିଲ୍ଲ ମୁଖ୍ଯ ଚିକିତ୍ସାଳୟର ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ବଦଳି ପରେ ଶୁକ୍ରବାର ଡାକ୍ତର ନୁତନ ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀ ଭାବେ ଶିବାନନ୍ଦ ମହାନ୍ତୀ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଡାକ୍ତର ମହାନ୍ତୀ ପୁର୍ବରୁ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ…

Continue Reading ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଯୋଗଦାନ

ଆଦର୍ଶ ଗୃପ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ଅନୁଗୁଳ - ଅନୁଗୁଳ ସହର ଉପକଣ୍ଠରେ ଥିବା ଆଦର୍ଶ ଇଞ୍ଜିନିୟରିଂ କଲେଜ ପରିସରରେ ଆଜି ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଓଡିଶାର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ରକ୍ତ ଦେଇ ଅନ୍ୟର ଜୀବନ ବଞ୍ଚାଇବା ଯେଉଁ  ପ୍ରୟାସ ଆରମ୍ଭ…

Continue Reading ଆଦର୍ଶ ଗୃପ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

କେନ୍ଦ୍ରମନ୍ତ୍ରୀ ଉଦଘାଟନ କରିବାର କେଇ ଘଣ୍ଟା ପରେ ଫଳକ ହେଲା ଭଙ୍ଗାଋଜ୍ଜା

ଅନୁଗୁଳ - କେନ୍ଦ୍ରମନ୍ତ୍ରୀ ଆସି ଫଳକ ଉଦଘାଟନ କରିବାର କିଛି ଘଣ୍ଟା ପରେ ଶହୀଦ ବିକା ନାଏକଙ୍କ ସମ୍ପର୍କୀୟ ଫଳକ ଭଙ୍ଗିଦେଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁସାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦିନିଆ…

Continue Reading କେନ୍ଦ୍ରମନ୍ତ୍ରୀ ଉଦଘାଟନ କରିବାର କେଇ ଘଣ୍ଟା ପରେ ଫଳକ ହେଲା ଭଙ୍ଗାଋଜ୍ଜା

ନାବାଳକକୁ ଅପହରଣ ଅଭିଯୋଗରେ ଜଣେ ଗିରଫ

ଅନୁଗୁଳ - ଅନୁଗୁଳ ସହରରୁ ଖେଳୁଥିବା ବେଳେ ଜଣେ ନାବାଳକକୁ ଅପହରଣ କରି ନେଇଥିବା ଅଭିଯୋଗରେ ଅନୁଗୁଳ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୁଚନା ଅନୁସାରେ ଅନୁଗୁଳ ସହର ରାଧାରମଣପଡାର ଜଣେ ନାବାଳକ ୧୫ ତାରିଖ…

Continue Reading ନାବାଳକକୁ ଅପହରଣ ଅଭିଯୋଗରେ ଜଣେ ଗିରଫ

ଗାଁରେ ମାତିଛି ଭାଲୁ – ଭୟଭୀତ ଅଞ୍ଚଳବାସୀ

କିଶୋରନଗର - ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଏବଂ କିଶୋରନଗର ଅଞ୍ଚଳରେ ଏବେ ଭାଲୁ ଭୟ ଘାରିଛି । ଗତ ଏକ ମାସ ଭିତରେ ଭାଲୁ ଆକ୍ରମଣରେ ପ୍ରାୟ ୧୦ ଜଣ ଆହତ ହେଲେଣି । ଗତ ୨୧ ତାରିଖରେ ମାଧପୁର ରେଞ୍ଜ…

Continue Reading ଗାଁରେ ମାତିଛି ଭାଲୁ – ଭୟଭୀତ ଅଞ୍ଚଳବାସୀ

ହାତୀ ପାଇଁ ସମୀକ୍ଷା କଲେ ଜଙ୍ଗଲ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ

ଅନୁଗୁଳ - ଅନୁଗୁଳ ଜିଲ୍ଲାର ହାତୀ ଉପଦ୍ରବ୍ୟ ଓ ବୃକ୍ଷ ରୋପଣ ନେଇ ରାଜ୍ୟ ପଞ୍ଚାୟତିରାଜ , ଜଙ୍ଗଲ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରଦୀପ ଆମାନ୍ତ ସମୀକ୍ଷା କରିଛନ୍ତି । ଅନୁଗୁଳ ବିଧାୟକ ତଥା ଉପ ବାଚସ୍ପତି ରଜନୀକାନ୍ତ…

Continue Reading ହାତୀ ପାଇଁ ସମୀକ୍ଷା କଲେ ଜଙ୍ଗଲ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ

ଅଙ୍ଗାରବନ୍ଧ ହତ୍ଯା ଘଟଣାର ଅଭିଯୁକ୍ତ ଗିରଫ

ଅନୁଗୁଳ(ଅନୁଗୁଳ ଅନଲାଇନ୍)-୨୩/୦୯ - ଅନୁଗୁଳ ସଦର ଥାନା ଅନ୍ତର୍ଗତ ଅଙ୍ଗାରବନ୍ଧ ଗାଁରେ ଗତ ୧୫ ତାରିଖ ରାତିରେ ହୋଇଥିବା ହତ୍ଯାକାଣ୍ଡର ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ସାମାନ୍ଯ ବଚସାରୁ ଏହି ହତ୍ଯାକାଣ୍ଡ ହୋଇଥିବା ବେଳେ ଅଭିଯୁକ୍ତ…

Continue Reading ଅଙ୍ଗାରବନ୍ଧ ହତ୍ଯା ଘଟଣାର ଅଭିଯୁକ୍ତ ଗିରଫ

ପ୍ଲାଣ୍ଟରୁ ଲୁହା ଗୁଲି ଚୋରି ଅଭିଯୋଗରେ ୩ ଟ୍ରକ ଜବତ – ଜଣେ ଗିରଫ

ଅନୁଗୁଳ - ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ନିକଟସ୍ଥ ଜିନ୍ଦଲ ପ୍ଲାଣ୍ଟ ପରିସରରୁ ଲୁହା ଗୁଲି(ପାନ୍ଥର ଶର୍ଟ )ଚୋରୀ କରିବା ଅଭିଯୋଗରେ ପୋଲିସ ୩ ଟି ଟ୍ରକକୁ ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛି l ଘଟଣାରୁ ପ୍ରକାଶ…

Continue Reading ପ୍ଲାଣ୍ଟରୁ ଲୁହା ଗୁଲି ଚୋରି ଅଭିଯୋଗରେ ୩ ଟ୍ରକ ଜବତ – ଜଣେ ଗିରଫ

ଲାଞ୍ଚ ନେଉଥିବା ବେଳେ ଜି.ଆର୍.ଏସ୍.କୁ ଗିରଫ କଲା ଭିଜିଲାନ୍ସ ବିଭାଗ

ଅନୁଗୁଳ - ଭିଜିଲାନ୍ସ ଜାଲରେ ପଞ୍ଚାୟତ GRS । ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତ GRS ଯଦୁମଣି ମାଝୀ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ । ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରର…

Continue Reading ଲାଞ୍ଚ ନେଉଥିବା ବେଳେ ଜି.ଆର୍.ଏସ୍.କୁ ଗିରଫ କଲା ଭିଜିଲାନ୍ସ ବିଭାଗ

ଗଞ୍ଜେଇ ଗାଡିକୁ ଗୋଡାଇ ଗୋଡାଇ ଧରିଲା ଅବକାରୀ ବିଭାଗ – ଦୁଇ ଗିରଫ

ଅନୁଗୁଳ - କାରରେ ଗଞ୍ଜେଇ ଚାଲାଣ ବେଳେ ଅବକାରୀ ବିଭାଗକୁ ଦେଖି ପଳାଉଥିଲେ । ଗଞ୍ଜେଇ ଗାଡିକୁ ପ୍ରାୟ ୧୦ କିମି ପିଛା କରି ଧରିଲେ ଅବକାରୀ ବିଭାଗ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ରେ ଘଟିଛି ।…

Continue Reading ଗଞ୍ଜେଇ ଗାଡିକୁ ଗୋଡାଇ ଗୋଡାଇ ଧରିଲା ଅବକାରୀ ବିଭାଗ – ଦୁଇ ଗିରଫ