ଅଜଣା ଗାଡି ଧକ୍କାରେ ମହିଳା ମୃତ

ଛେଣ୍ଡିପଦା - ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବାଗଡିଆ ଦେଇ ଯାଇଥିବା ୧୫୩ ବି ଜାତୀୟ ରାଜପଥର ବାଗଡିଆ ବଡଯୋରା ନାଳ ନିକଟସ୍ଥ ମା ହିଙ୍ଗୁଳା ପିଠ ଠାରେ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି l ମୃତକ ମହିଳା…

Continue Reading ଅଜଣା ଗାଡି ଧକ୍କାରେ ମହିଳା ମୃତ

ବଜ୍ରପାତରେ ଜଣେ ମୃତ , ଜଣେ ଗୁରୁତର

ଅନୁଗୁଳ - ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବଡ଼ହିଂସ ଗାଁରେ ଆଜି ବଜ୍ରପାତରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ମୃତକ ହେଲେ ବଡ଼ହିଂସ ଗାଁର ଅଭୟ ବେହେରା (୪୦) ଓ ଆହତ ହେଲେ ଚିଣ୍ଟୁ…

Continue Reading ବଜ୍ରପାତରେ ଜଣେ ମୃତ , ଜଣେ ଗୁରୁତର

ଟ୍ରକ ଧକ୍କାରେ ଜଣେ ମୃତ – ଡ୍ରାଇଭରକୁ ନିସ୍ତୁକ ମାଡ ମାରିଲେ ଲୋକେ

 ତାଳଚେର - ଅନୁଗୁଳ ଜିଲ୍ଲା ତାଳଚେର ୧୪୯ ନମ୍ୱର ଜାତୀୟ ରାଜପଥର ବହ୍ଲର ଛକ ନିକଟରେ ଦୁର୍ଘଟଣା । ସାଇକେଲ ଆରୋହିଙ୍କୁ ଏକ ଟ୍ରକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ହିଁ ସାଇକେଲ ଆରୋହିଙ୍କ ମୃତ୍ୟୁ ଘଟିଥିଲା । ମୃତକ…

Continue Reading ଟ୍ରକ ଧକ୍କାରେ ଜଣେ ମୃତ – ଡ୍ରାଇଭରକୁ ନିସ୍ତୁକ ମାଡ ମାରିଲେ ଲୋକେ

ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ବଡ ଭାଇକୁ ହତ୍ୟା କଲା ସାନଭାଇ

ପାଲଲହଡା - ଜମି ଜମା ବିବାଦକୁ କେନ୍ଦ୍ର କରି ବଡ ଭାଇକୁ ଗଳା କାଟି ହତ୍ୟା କରିଛି ସାନ ଭାଇ I ଏଭଳି ବିଭତ୍ସ ହତ୍ୟା କାଣ୍ଡ ଅନଗୁଳ ଜିଲ୍ଲା ପାଳଲହଡା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ପଦାପଶି ଗ୍ରାମରେ ଘଟିଛି…

Continue Reading ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ବଡ ଭାଇକୁ ହତ୍ୟା କଲା ସାନଭାଇ

କେନ୍ଦ୍ର ଅବହେଳା ନେଇ ଦୁଇ ଘଣ୍ଟା ରାଜପଥ ଅବରୋଧ କଲା ବିଜେଡି

ଅନୁଗୁଳ - ରାଜସ୍ୱ କ୍ଷେତ୍ରରେ ଅନୁଗୁଳ ଜିଲ୍ଲାରୁ କେନ୍ଦ୍ର ବିପୁଳ ଲାଭ କରୁଛି । କିନ୍ତୁ ସବୁବେଳେ ଜିଲ୍ଲାକୁ ଅବହେଳା କରି ଆସୁଛି । ମୁଖ୍ୟତଃ ଜିଲ୍ଲା ଦେଇ ଯାଇଥିବା ରାଜପଥର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବା ଯୋଗୁଁ ଧନ ଜୀବନ…

Continue Reading କେନ୍ଦ୍ର ଅବହେଳା ନେଇ ଦୁଇ ଘଣ୍ଟା ରାଜପଥ ଅବରୋଧ କଲା ବିଜେଡି

ବିଧାୟକଙ୍କ କ୍ୟାମ୍ପ ଅଫିସ ଗେଟରେ ବୋମା – ନିଷ୍କ୍ରିୟ କଲା ପୁଲିସ

ତାଳଚେର - ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଭରତପୁରସ୍ଥିତ କ୍ୟାମ୍ପ ଅଫିସ ଆଗରେ ଥିବା ଟାଇମ ବୋମାକୁ ନିଷ୍କ୍ରିୟ କରିଛି ବୋମା ନିଷ୍କ୍ରିୟକାରୀ ଦଳ । ବୋମା ନିଷ୍କ୍ରିୟ ପରେ ଅଧିକ ଜାଞ୍ଚ ପାଇଁ ବୋମାଟିକୁ ଭୁବନେଶ୍ୱର ଲ୍ୟାବକୁ ପଠାଯାଇଛି…

Continue Reading ବିଧାୟକଙ୍କ କ୍ୟାମ୍ପ ଅଫିସ ଗେଟରେ ବୋମା – ନିଷ୍କ୍ରିୟ କଲା ପୁଲିସ

ଅନୁଗୁଳ ସଭାଘର ଠାରେ ହେବ ରାଜ୍ୟ ସ୍ତରୀୟ ନାଟକ ଉତ୍ସବ ରଙ୍ଗ ସଙ୍ଗମ

ଅନୁଗୁଳ - ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଆନୁଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଭୁବନେଶ୍ବର ପକ୍ଷରୁ ଜିଲ୍ଲା ସଂସ୍କୃତି ପରିଷଦ, ଅନୁଗୁଳର ମିଳିତ ସହଯୋଗ ଓ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ କଳାକାର ଅନୁଗୁଳର ସହଯୋଗରେ  ସଭାଘର…

Continue Reading ଅନୁଗୁଳ ସଭାଘର ଠାରେ ହେବ ରାଜ୍ୟ ସ୍ତରୀୟ ନାଟକ ଉତ୍ସବ ରଙ୍ଗ ସଙ୍ଗମ

ନିଜର ଅପାରଗତା ଲୁଚାଇବା ପାଇଁ ରାସ୍ତାରୋକ ଆନ୍ଦୋଳନ ବୋଲି ଅଭିଯୋଗ କଲା ବିଜେପି

ଅନୁଗୁଳ - ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ବିଜେପିର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଡିଲେଶ୍ୱର ପ୍ରଧାନ ଅନୁଗୁଳ ଜିଲ୍ଲାରେ ଦୀର୍ଘ ବର୍ଷ ଧରି ବିଜେଡି ଶାସନ କ୍ଷମତା…

Continue Reading ନିଜର ଅପାରଗତା ଲୁଚାଇବା ପାଇଁ ରାସ୍ତାରୋକ ଆନ୍ଦୋଳନ ବୋଲି ଅଭିଯୋଗ କଲା ବିଜେପି

ମେଡିସିନ ରିପ୍ରେଜେଣ୍ଟିଭଙ୍କୁ କଟୁରୀରେ ହାଣି ଟଙ୍କା ଲୁଟ

ଛେଣ୍ଡିପଦା - ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ବୁଢାପାଳ- ଛେଣ୍ତିପଦା ଜାତୀୟ ରାଜପଥ ୧୫୩(ବି)ର ନୂଆପଡା ଗାଁ ନିକଟରେ ଥିବା କାଜୁ ବଗିଚା ଠାରୁ ଜଣେ ମେଡିସିନ ରିପ୍ରେଜେଣ୍ଟିଭଙ୍କୁ ଲୁଟ । ଦୁଇ ଜଣ ଦୁର୍ବୃତ୍ତ ମୋଟରସାଇକେଲରେ ଆସି କଟୁରୀରେ ଆକ୍ରମଣ…

Continue Reading ମେଡିସିନ ରିପ୍ରେଜେଣ୍ଟିଭଙ୍କୁ କଟୁରୀରେ ହାଣି ଟଙ୍କା ଲୁଟ

କବାଟ ଭାଙ୍ଗି ୪ ଲକ୍ଷ ଟଙ୍କା , ୭୧ ଭରି ସୁନା ,୨୧ ଭରି ରୁପା ଚୋରି

ତାଳଚେର - ଅନୁଗୁଳ ଜିଲ୍ଲା ତାଳଚେର ସାଉଥବଲଣ୍ଡାର ଏକ କ୍ବାଟରରରେ ବିଳମ୍ବିତ ରାତିରେ ଏକ ବଡ ଧରଣର ଚୋରି ହୋଇଛି । କ୍ବାଟରର କବାଟ ଭାଙ୍ଗି ୪ ଲକ୍ଷ ୧୦ ହଜାର ଟଙ୍କା , ୭୧ ଭରି ସୁନା ,୨୧ ଭରି…

Continue Reading କବାଟ ଭାଙ୍ଗି ୪ ଲକ୍ଷ ଟଙ୍କା , ୭୧ ଭରି ସୁନା ,୨୧ ଭରି ରୁପା ଚୋରି

ଦୂର୍ଘଟଣାରେ ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର

ତାଳଚେର - ଅନୁଗୁଳ ଜିଲ୍ଲା ତାଳଚେର ୧୪୯ ଜାତୀୟ ରାଜପଥ ପବିତ୍ରମୋହନ ଛକ ନିକଟରେ ସଡକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ତାଳଚେରର ବଜାରରୁ ଟାଇଲସ ଦେଖି ସ୍ୱାମୀଙ୍କ ସହ ଫେରୁଥିବା ବେଳେ ଅଜଣା…

Continue Reading ଦୂର୍ଘଟଣାରେ ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର

ସ୍ୱାୟତ ଶାସନ ଦିବସ ଗିଫ୍ଟ ଫେରାଇଲେ କାଉନସିଲର – ଶାଢ଼ୀ ପାଇଁ ଅସନ୍ତୋଷ

ଅନୁଗୁଳ - ଅନୁଗୁଳ ପୌରପାଳିକା ଆଜି ସ୍ୱାୟତ ଶାସନ ଦିବସ ପାଳନ କରୁଛି । ତେବେ ଏହି ଦିବସ ପାଳନ ପୂର୍ବରୁ ପୌରାଧ୍ୟକ୍ଷ ଅକ୍ଷୟ ସାମନ୍ତଙ୍କ ବିରୁଦ୍ଧରେ ଅସନ୍ତୋଷ ଦେଖିବାକୁ ମିଳିଛି । ଚଳିତ ବର୍ଷ ସ୍ୱାୟତ ଶସନ ଦିବସ ପାଳନର…

Continue Reading ସ୍ୱାୟତ ଶାସନ ଦିବସ ଗିଫ୍ଟ ଫେରାଇଲେ କାଉନସିଲର – ଶାଢ଼ୀ ପାଇଁ ଅସନ୍ତୋଷ

ବ୍ରିଜ ତଳୁ ମୃତଦେହ ଉଦ୍ଧାର – ହତ୍ୟା ସନ୍ଦେହ

ଅନୁଗୁଳ - ଅନୁଗୁଳ ଜିଲ୍ଲା ଠାକୁରଗଡ଼ରୁ ଅନ୍ତୁଳିଆ ରାସ୍ତାରେ ଥିବା ହାତିଗଞ୍ଜ ବ୍ରିଜ ତଳୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ଅସ୍ତରଙ୍ଗପୁର ଗାଁର ସଞ୍ଜୟ ସ୍ୱାଇଁ ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ସଞ୍ଜୟ ଗତକାଲି…

Continue Reading ବ୍ରିଜ ତଳୁ ମୃତଦେହ ଉଦ୍ଧାର – ହତ୍ୟା ସନ୍ଦେହ

ଭାରତୀୟ ଜନତା ପାର୍ଟି ଅନୁଗୁଳ ନିର୍ବାଚନ ମଣ୍ଡଳୀର ରାକ୍ଷୀ ପୂର୍ଣ୍ଣିମା ଉତ୍ସବ

.ଅନୁଗୁଳ - ଆଜି ସ୍ଥାନୀୟ ଅନୁଗୁଳ ସଭାଘର ଠାରେ ଭାରତୀୟ ଜନତା ପାର୍ଟି ଅନୁଗୁଳ ନିର୍ବାଚନ ମଣ୍ଡଳୀରେ ରାକ୍ଷୀ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ପୌରହିତ କରି ଅନୁଗୁଳ ବିଧାନସଭାର ବିଜେପି ନେତା ତଥା ଓଡିଶା…

Continue Reading ଭାରତୀୟ ଜନତା ପାର୍ଟି ଅନୁଗୁଳ ନିର୍ବାଚନ ମଣ୍ଡଳୀର ରାକ୍ଷୀ ପୂର୍ଣ୍ଣିମା ଉତ୍ସବ

ଅନୁଗୁଳର ପୁଅ ସ୍ୱାଧୀନଙ୍କୁ ମିଳିଲା ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ

ଅନୁଗୁଳ - ରାଜ୍ୟ ସରକାରଙ୍କ ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ମଙ୍ଗଳବାର ଜାତୀୟ କ୍ରୀଡ଼ା ଦିବସ ଅବସରରେ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉପସ୍ଥିତ ରହି ଏହି ପୁରସ୍କାର ପ୍ରଦାନ କରିଥିବା ବେଳେ…

Continue Reading ଅନୁଗୁଳର ପୁଅ ସ୍ୱାଧୀନଙ୍କୁ ମିଳିଲା ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ