କୋଇଲା ଖଣିରେ ପାଉଁଶ – ଜନ ପ୍ରତିନିଧିଙ୍କ ବିରୋଧ

  ଅନୁଗୋଳ - ଅନୁଗୋଳ ଜିଲ୍ଲା ତାଳଚେର ଅଂଚଳ କୋଇଲା ଖଣି ପାଇଁ ପ୍ରଦୂଷିତ ହୋଇ ବିଶ୍ୱରେ ପ୍ରଦୂଷିତ ସହର ଭାବରେ ପରିଚିତ ହେଲାଣି । ଏପଟେ ଏବେ କୋଇଲା ଖଣିଗୁଡ଼ିକୁ ରାସାୟନିକ ପାଣି ମିଶା ପାଉଁଶରେ ଭର୍ତ୍ତି କରାଯାଉଛି ।…

Continue Reading କୋଇଲା ଖଣିରେ ପାଉଁଶ – ଜନ ପ୍ରତିନିଧିଙ୍କ ବିରୋଧ

ରାସ୍ତା ନଥିବାରୁ ଶଗଡରେ ଗଲେ ରୋଗୀ

ଅନୁଗୋଳ - ସରକାର ବିକାଶର ଡିଡିମ୍ବ ପିଟୁଥିବା ବେଳେ ଆଜି ବି ଶିଳ୍ପ ଶମୃଦ୍ଧ ଅନୁଗୋଳ  ଜିଲ୍ଲାର ଅନେକ ଜାଗା ଅଛି ଯେଉଁଠିକୁ ଭଲ ରାସ୍ତାଟିଏ ନାହିଁ । ଯାହା ଫଳରେ ଯିବା ଆସିବା କରିବାକୁ ଲୋକ ହଇରାଣ ହେବାକୁ ପଡୁଛି…

Continue Reading ରାସ୍ତା ନଥିବାରୁ ଶଗଡରେ ଗଲେ ରୋଗୀ

ବ୍ରାଉନସୁଗାର ଜବତ – ବିକ୍ରି କରୁଥିବା ଅଭିଯୋଗରେ ମହିଳା ଗିରଫ

  ଅନୁଗୋଳ - ଅନୁଗୋଳ ଜିଲ୍ଲା ତାଳଚେର ଦେଉଳବେଡା କଲୋନିରୁ ଅବକାରୀ ବିଭାଗ ଦ୍ଵାରା ୧୮ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ବିକ୍ରି କରୁଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିଛି । ଗିରଫ ମହିଳା ଜଣଙ୍କ ହେଲେ ଦେଉଳବେଡାର…

Continue Reading ବ୍ରାଉନସୁଗାର ଜବତ – ବିକ୍ରି କରୁଥିବା ଅଭିଯୋଗରେ ମହିଳା ଗିରଫ

ଅନୁଗୋଳ ରାଜନୀତି – ନୂଆଁ ଚେହେରା ନା ପୁରୁଣା ଲଢେଇ !!

  ଅନୁଗୋଳ - ରାଜନୀତି ଦୃଷ୍ଟିରୁ ବେଶ ଗୁରୁତ୍ବ ରଖୁଥିବା ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡିର ଦବ୍‌ଦବା ରହି ଆସିଛି । ୨୦୦୪ରୁ ଲଗାତାର ଭାବେ ରଜନୀକାନ୍ତ ସିଂହ ବିଧାୟକ ଭାବେ ଜିତି ଆସୁଥିବା ବେଳେ ୨୦୧୪ ଓ ୨୦୧୯ ନିର୍ବାଚନରେ…

Continue Reading ଅନୁଗୋଳ ରାଜନୀତି – ନୂଆଁ ଚେହେରା ନା ପୁରୁଣା ଲଢେଇ !!

କେନାଲରେ ବୁଡି ଯୁବକ ନିଖୋଜ – ଖୋଜି ଖୋଜି ନୟାନ୍ତ ହେଲେଣି ଅଗ୍ନିଶମ ଓ ଓଡ୍ରାଫ ଦଳ

  ଅନୁଗୋଳ - ଅନୁଗୋଳ ଜିଲ୍ଲା ବୁଢ଼ାପଙ୍କ ଗାଁ ନିକଟ କେନାଲରେ ବୁଡି ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ନିଖୋଜ ଯୁବକ ଜଣଙ୍କ ହେଲେ ବୁଢ଼ାପଙ୍କ ଗାଁର କିରଟ ନାୟକଙ୍କ ୧୮ ବର୍ଷୀୟ ପୁଅ ସୁବାଶିଷ ନାୟକ ।…

Continue Reading କେନାଲରେ ବୁଡି ଯୁବକ ନିଖୋଜ – ଖୋଜି ଖୋଜି ନୟାନ୍ତ ହେଲେଣି ଅଗ୍ନିଶମ ଓ ଓଡ୍ରାଫ ଦଳ

ବିଦ୍ୟାଳୟ କୋଠରୀ ଭିତରୁ ୩ଜଣ ସନ୍ଦିଗ୍ଧ ଯୁବକଙ୍କୁ ଅଟକ ରଖି ପୁଲିସର ଜିମା ଦେଲେ ଲୋକେ

ଛେଣ୍ଡିପଦା - ଅନୁଗୋଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ କୁଶକିଳା ପଂଚାୟତ ପାଖରେ ଥିବା ପରିତ୍ୟକ୍ତ ପ୍ରାଥମିକ ବିଦ୍ୟାଳୟ କୋଠରୀ ଭିତରୁ ପୁଲିସ ୩ଜଣ ସନ୍ଦିଗ୍ଧ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି । ଘଟଣାରୁ ଜଣାପଡେ କୁଶକିଳା…

Continue Reading ବିଦ୍ୟାଳୟ କୋଠରୀ ଭିତରୁ ୩ଜଣ ସନ୍ଦିଗ୍ଧ ଯୁବକଙ୍କୁ ଅଟକ ରଖି ପୁଲିସର ଜିମା ଦେଲେ ଲୋକେ

କେନାଲରୁ ଜଣଙ୍କର ଓ ଡ୍ରେନରୁ ଜଣଙ୍କର ମୃତଦେହ ଉଦ୍ଧାର

ଅନୁଗୋଳ - ଅନୁଗୋଳ ଜିଲ୍ଲା ତାଳଚେରର ଏକ କେନାଲରୁ ଜଣଙ୍କର ମୃତଦେହ ଉଦ୍ଧାର କରା ଯାଇଥିବା ବେଳେ ଜରପଡା ଥାନା ତୁକୁଡାର ଏକ ଡ୍ରେନରୁ ଆଉ ଜଣଙ୍କର ମୃତଦେହ ଉଦ୍ଧାର କରା ଯାଇଛି । ସୁଚନା ଅନୁସାରେ ତାଳଚେର ପୋୖରାଞ୍ଚଳ ୱାର୍ଡ…

Continue Reading କେନାଲରୁ ଜଣଙ୍କର ଓ ଡ୍ରେନରୁ ଜଣଙ୍କର ମୃତଦେହ ଉଦ୍ଧାର

ଜେଲ ୱାର୍ଡରଙ୍କ ନିଘୋଡ଼ ନିଦ – ଫଟୋ ଭାଇରାଲ ପରେ ଦୁଇ ୱାର୍ଡର ନିଲମ୍ବିତ

ଅନୁଗୋଳ - ଜେଲରେ ଶୋଇବା ପଡିଲା ମହଙ୍ଗା ପଡିଛି  ଡ୍ଯୁଟି ସମୟରେ ଶୋଇ ରହିଥିବା ଫଟୋ ଭାଇରାଲ ପରେ ଦୁଇ ୱାର୍ଡର ନିଲମ୍ବିତ ହୋଇଛନ୍ତି । ଅନୁଗୋଳ ଜିଲ୍ଲା ତାଳଚେର ଜେଲ୍‌ର ଦୁଇ ଜେଲ୍ ୱାର୍ଡର୍ ଶୋଇବାର ଫଟୋ ଭାଇରାଲ୍ ହୋଇଛି…

Continue Reading ଜେଲ ୱାର୍ଡରଙ୍କ ନିଘୋଡ଼ ନିଦ – ଫଟୋ ଭାଇରାଲ ପରେ ଦୁଇ ୱାର୍ଡର ନିଲମ୍ବିତ

ଯାତ୍ରୀବାହୀ ଘରୋଇ ବସକୁ ପାଞ୍ଚ ଲକ୍ଷ ଟଙ୍କା ଜୋରିମନା

ପାଲଲହଡା - ବସକୁ 4 ଲକ୍ଷ 98 ହଜାର  ଜୋରିମନା । ସିଂହବାହିନୀ ନାମକ ଏକ ଘରୋଇ ବସ କୁ ତାଳଚେର ପରିବହନ ଅଧିକାରୀ ବିଭିନ୍ନ ପରିବହନ ଆକ୍ଟ ଉଲଙ୍ଘନ ଅଭିଯୋଗରେ ମୋଟ 4 ଲକ୍ଷ 98 ହଜାର 764 ଟଙ୍କା…

Continue Reading ଯାତ୍ରୀବାହୀ ଘରୋଇ ବସକୁ ପାଞ୍ଚ ଲକ୍ଷ ଟଙ୍କା ଜୋରିମନା

ବିଜେପି ନେତା ଗିରଫ – ଗିରଫଦାରୀକୁ ବିଜେପିର ନିନ୍ଦା

ଅନୁଗୋଳ - ଅନୁଗୋଳ ଜିଲ୍ଲା ଏସ ଟି ମୋର୍ଚ୍ଚା ଜିଲ୍ଲା ସଭାପତି ଅର୍ଜୁନ କିସ୍କୁଙ୍କୁ ବିକ୍ରମପୁର ଥାନା ପୋଲିସ ଗିରଫ କରିଛି । ସରକାରୀ ସମ୍ପତ୍ତି ନଷ୍ଟ କରିବା , ରାସ୍ତା ଅବରୋଧ କରି ଲୋକଙ୍କୁ ହଇରାଣ କରିବା , ସରକାରୀ…

Continue Reading ବିଜେପି ନେତା ଗିରଫ – ଗିରଫଦାରୀକୁ ବିଜେପିର ନିନ୍ଦା

ବଦଳିଲେ ଅନୁଗୋଳ ପୌରପାଳିକା ନିର୍ବାହୀ ଅଧିକାରୀ

ଅନୁଗୋଳ - ଅନୁଗୋଳ ପୌରପାଳିକା ନିର୍ବାହୀ ଅଧିକାରୀଙ୍କ ବଦଳି ହୋଇଛି । ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠି ନମ୍ବର ୧୪୬୩୨ ଅନୁଯାୟୀ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକଙ୍କୁ ମୁଖ୍ୟାଳୟକୁ ବଦଳି କରାଯାଇଛି…

Continue Reading ବଦଳିଲେ ଅନୁଗୋଳ ପୌରପାଳିକା ନିର୍ବାହୀ ଅଧିକାରୀ

ବିଇଡି କଲେଜ ରେ ପୁରାତନ ଛାତ୍ର ସଂଘର “ମୋ କଲେଜ” ବୈଠକ

  ଅନୁଗୋଳ - ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଅନୁଗୋଳ ରେ ମୋ କଲେଜ ଅଭିଯାନର ତୃତୀୟ ବୈଠକ ଆୟୋଜିତ ହୋଇ ଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ଦ୍ରୌପଦୀ ପଟେଲ ଙ୍କ ସମେତ କଲେଜ ଲେଭେଲ…

Continue Reading ବିଇଡି କଲେଜ ରେ ପୁରାତନ ଛାତ୍ର ସଂଘର “ମୋ କଲେଜ” ବୈଠକ

ଜାତୀୟ ରାଜପଥ ଦୁରବସ୍ଥା – ଦୋଷ ଦେଇ ଅବଧି ବଢାଇଲେ ମନ୍ତ୍ରୀ

  ଅନୁଗୋଳ - ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ଗୁଡିକର ଅବସ୍ଥା ଶୋଚନୀୟ ହୋଇ ପଡିଛି । ମୁଖ୍ୟତଃ ଜାତୀୟ ରାଜପଥ ୫୫ ର ଅବସ୍ଥା ନ କହିବା ଭଲ । ଦୀର୍ଘ ବର୍ଷ ହେଲା ଏହି ରାଜପଥର…

Continue Reading ଜାତୀୟ ରାଜପଥ ଦୁରବସ୍ଥା – ଦୋଷ ଦେଇ ଅବଧି ବଢାଇଲେ ମନ୍ତ୍ରୀ

ଅବସରପ୍ରାପ୍ତ ସରକାରୀ ଯନ୍ତ୍ରୀ ସାଇବର ଲୁଟର ଶିକାର

  ଅନୁଗୋଳ - ଅନୁଗୋଳ ସହରରେ ରହୁଥିବା ଜଣେ ଅବସରପ୍ରାପ୍ତ ସରକାରୀ ଯନ୍ତ୍ରୀ ଓଏଲ୍‌ଏକ୍ସ ୱେବ୍‌ସାଇଟ୍‌ରେ ଘର ଭଡ଼ା ପାଇଁ ବିଜ୍ଞାପନ ଦେଇ ସାଇବର ଲୁଟର ଶିକାର ହୋଇଛନ୍ତି । ସାଇବର ଠକ ତାଙ୍କର ଏବଂ ତାଙ୍କ ସ୍ତ୍ରୀଙ୍କ ଆକାଉଣ୍ଟ୍‌ରୁ ମୋଟ୍…

Continue Reading ଅବସରପ୍ରାପ୍ତ ସରକାରୀ ଯନ୍ତ୍ରୀ ସାଇବର ଲୁଟର ଶିକାର

ଅନୁଗୋଳ ଜିଲ୍ଲାକୁ ଭାରତ ସରକାରଙ୍କ ଦ୍ୱାରା ଭୂମି ସମ୍ମାନ

  ଅନୁଗୋଳ - ଅନୁଗୋଳ ଜିଲ୍ଲାକୁ ମିଳିଛି ଭୂମି ସମ୍ମାନ । ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନ ପରିସରରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫରୁ ଜମିଜମା କମ୍ପ୍ୟୁଟରୀକରଣରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭୂମି ସମ୍ମାନ ପ୍ଲାଟିନମ ପ୍ରମାଣପତ୍ର ପ୍ରଦାନ କରାଯାଇଛି…

Continue Reading ଅନୁଗୋଳ ଜିଲ୍ଲାକୁ ଭାରତ ସରକାରଙ୍କ ଦ୍ୱାରା ଭୂମି ସମ୍ମାନ