ଅନୁଗୁଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୋଡ଼ି ହେବ ଇଣ୍ଟିଗ୍ରେଟେଡ୍ ଲ” ପାଠ୍ୟକ୍ରମ

ଅନୁଗୋଳ - ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ପାଇଁ ଖୁସି ଖବର । ପ୍ରଥମଥର ପାଇଁ କଲେଜ ଶିକ୍ଷା ବ୍ୟବସ୍ଥାରେ ‘ଆଇନ୍‌’ ପାଠ୍ୟକ୍ରମ ଯୋଡ଼ି ହେବାକୁ ଯାଉଛି । ଏଠାରେ ପାଞ୍ଚ ବର୍ଷିଆ ଇଣ୍ଟିଗ୍ରେଟେଡ୍ ଲ’ କରିବା ପାଇଁ ସୁବିଧା ଉପଲବ୍ଧ…

Continue Reading ଅନୁଗୁଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୋଡ଼ି ହେବ ଇଣ୍ଟିଗ୍ରେଟେଡ୍ ଲ” ପାଠ୍ୟକ୍ରମ

ଆଠମଲ୍ଲିକରେ ହେବ ଅତ୍ୟାଧୁନିକ ବସଷ୍ଟାଣ୍ଡ

ଆଠମଲ୍ଲିକ - ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ସହରରେ ନିର୍ମାଣ ହେବ ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡ । ଏଥିପାଇଁ ସରକାରଙ୍କ ମଞ୍ଜୁରୀ ମିଳିଛି । ବସଷ୍ଟାଣ୍ଡ ନିର୍ମାଣରେ ପ୍ରାୟ ୩ କୋଟି ୧୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏହି ବସଷ୍ଟାଣ୍ଡ…

Continue Reading ଆଠମଲ୍ଲିକରେ ହେବ ଅତ୍ୟାଧୁନିକ ବସଷ୍ଟାଣ୍ଡ

ଜମିଜମା ରେକର୍ଡ କମ୍ପୁଟରୀକରଣରେ ଅନୁଗୁଳକୁ ମିଳିବ ଜାତୀୟ ପ୍ଲାଟିନମ ପୁରସ୍କାର

ଭୁବନେଶ୍ୱର - ରାଜ୍ୟରେ ଜମିଜମା ରେକର୍ଡ କମ୍ପୁଟରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ଓଡ଼ିଶାର ୧୯ ଟି ଜିଲ୍ଲା ଜାତୀୟ ପୁରଷ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡିଶା ଲ୍ୟାଣ୍ଡ…

Continue Reading ଜମିଜମା ରେକର୍ଡ କମ୍ପୁଟରୀକରଣରେ ଅନୁଗୁଳକୁ ମିଳିବ ଜାତୀୟ ପ୍ଲାଟିନମ ପୁରସ୍କାର

ମେହେନ୍ଦୀରେ ୱାର୍ଲଡ଼ କପ ହକିକୁ ସ୍ୱାଗତ କଲେ ତାଳଚେର ଛାତ୍ରୀ – ଉଚ୍ଚ ଶିକ୍ଷା ବିଭାଗର ଟ୍ୱିଟ

ଅନୁଗୁଳ - ହକି ୱାର୍ଲଡ଼ କପକୁ ନେଇ ସବୁଠି ଉତ୍ସାହ ଭରି ରହିଛି । ଦ୍ଵିତୀୟ ଥର ପାଇଁ ଓଡ଼ିଶାରେ ହେଉଥିବା ଏହା ହକି ମହାକୁମ୍ଭ ପାଇଁ ସମଗ୍ର ଓଡିଶା ଏକ ପ୍ରକାର ଉତ୍ସବ ମୁଖର ହୋଇ ପଡିଛି । ହକି…

Continue Reading ମେହେନ୍ଦୀରେ ୱାର୍ଲଡ଼ କପ ହକିକୁ ସ୍ୱାଗତ କଲେ ତାଳଚେର ଛାତ୍ରୀ – ଉଚ୍ଚ ଶିକ୍ଷା ବିଭାଗର ଟ୍ୱିଟ

ଡେରଜାଙ୍ଗ ଜଳଭଣ୍ଡାର ସଫେଇ କଲେ ଯୁବକ – ଏକ ଟନ୍ ଆବର୍ଜନା ସଂଗ୍ରହ

ଅନୁଗୁଳ - ଧୂଳିଧୂଆଁର କର୍ମମୟ ଜୀବନରୁ ନିଜକୁ ଟିକେ ହାଲକା କରିବା ପାଇଁ ଅନୁଗୋଳ ସହରବାସୀ ଚାଲିଯାଆନ୍ତି ସହର ନିକଟ ଡେରଜାଙ୍ଗ ଜଳସେଚନ ପ୍ରକଳ୍ପ (ଡ୍ୟାମ) ନିକଟକୁ । ବିରାଟ ଜଳଭଣ୍ଡାରର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ…

Continue Reading ଡେରଜାଙ୍ଗ ଜଳଭଣ୍ଡାର ସଫେଇ କଲେ ଯୁବକ – ଏକ ଟନ୍ ଆବର୍ଜନା ସଂଗ୍ରହ

ଜାତୀୟ ଡିଜାଇନ ଶୋ’ରେ ଅନୁଗୁଳ ଝିଅ ଜୁଲିଙ୍କ ସଫଳତା

ଅନୁଗୁଳ - ମେଟାଲ୍ ମାକ୍ସ ସଂସ୍ଥା ପକ୍ଷରୁ ଭୁବନେଶ୍ଵରରେ ଆୟୋଜିତ ଜାତୀୟ ଡିଜାଇନ୍ ଶୋ ଓ ଫ୍ୟାସନ କୋଟିୟର ଶୋରେ ଓଡ଼ିଆ ଝିଅ ଜୁଲି କର ସଫଳତା ହାସଲ କରିବା ସହିତ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଡିଜାଇନ୍ ଶୋ’ରେ…

Continue Reading ଜାତୀୟ ଡିଜାଇନ ଶୋ’ରେ ଅନୁଗୁଳ ଝିଅ ଜୁଲିଙ୍କ ସଫଳତା

ହଜି ଯାଇଥିବା ସ୍ମୃତିକୁ ମିଳିଲା ପୁନର୍ଜୀବନ – ସଜେଇ ହେଉଛି ରାଜବାଟୀ ଅଞ୍ଚଳ

ଅନୁଗୁଳ - ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଥିବା ରାଜବାଟୀ , କେଉଁ ଦିନରୁ ଅବହେଳିତ ହୋଇ ପଡି ରହିଥିଲା । ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ତାଳଚେର ରାଜାଙ୍କ ରାଜବାଟୀ ଦେଖିବାକୁ ଅନେକ ଲୋକ ଯାଆନ୍ତି । ହେଲେ ରଙ୍ଗ…

Continue Reading ହଜି ଯାଇଥିବା ସ୍ମୃତିକୁ ମିଳିଲା ପୁନର୍ଜୀବନ – ସଜେଇ ହେଉଛି ରାଜବାଟୀ ଅଞ୍ଚଳ

ହେଲିକପ୍ଟର ପାଇଲଟିଙ୍ଗ ଓ ଅଲରାଉଣ୍ଡ ପ୍ରଦର୍ଶନରେ ସତିଶରାଜଙ୍କ ଶ୍ରେଷ୍ଠତ୍ଵ

ଅନୁଗୁଳ - ଅନୁଗୁଳ ହେମସୁରପଡା ନିବାସୀ ମତାମୟୀ ପ୍ରଧାନ ଓ ଚିତ୍ତ ରଞ୍ଜନ ପ୍ରଧାନଙ୍କ ସତୀଶରାଜ୍ ପ୍ରଧାନ ଜିଲ୍ଲା ତଥା ରାଜ୍ୟ ପାଇଁ ଏକ ଗୌରବ ଆଣିଛନ୍ତି । ଟ୍ରେନିଂ ଶେଷ କରିବା ସହ ଦେଶର ହେଲିକପ୍ଟର ପାଇଲଟିଙ୍ଗ ଓ ଅଲରାଉଣ୍ଡ…

Continue Reading ହେଲିକପ୍ଟର ପାଇଲଟିଙ୍ଗ ଓ ଅଲରାଉଣ୍ଡ ପ୍ରଦର୍ଶନରେ ସତିଶରାଜଙ୍କ ଶ୍ରେଷ୍ଠତ୍ଵ

ନୂଆ ରୂପ ନେବ ପରିତ୍ୟକ୍ତ ପୋଖରୀ – ପାଲଟିବ ସୌନ୍ଦର୍ଯ୍ୟର ଭଣ୍ଡାର

ଅନୁଗୁଳ - ଅନୁଗୁଳ ସହରର ରୂପରେଖ ୨୦୨୩ ଏପ୍ରିଲ୍ ସୁଦ୍ଧା ବଦଳିଯିବ । ସୌନ୍ଦର୍ଯ୍ୟର ଗନ୍ତାଘର ପାଲଟିବ ଶିଳ୍ପ ରାଜଧାନୀ ଅନୁଗୁଳ । ଭଳିକି ଭଳି କଳାକୃତି ଓ ସୌନ୍ଦର୍ଯ୍ୟର ଉପାଦାନରେ ଆଖି ଖୋସି ହୋଇଯିବ । ଏବେ ସଦର ମହକୁମାରେ…

Continue Reading ନୂଆ ରୂପ ନେବ ପରିତ୍ୟକ୍ତ ପୋଖରୀ – ପାଲଟିବ ସୌନ୍ଦର୍ଯ୍ୟର ଭଣ୍ଡାର

ବାପା-ମାଙ୍କ ତ୍ୟାଗ ତାଙ୍କୁ ସଫଳତା ଦେଇଛି – ଓଜେଏସରେ ଓଡିଶା ଟପ୍ପର ଅନୁଗୁଳର ଝିଅ ଅଦ୍ୟଶା

ଅନୁଗୁଳ - ପ୍ରକାଶ ପାଇଲା ୨୦୨୧ ମସିହାର ଓଜେଏସ ରେଜଲ୍ଟ । ଓଡ଼ିଶା ନ୍ୟାୟିକ ପରୀକ୍ଷାରେ ବାଜି ମାରିଛନ୍ତି ଝିଅ । ଚଳିତବର୍ଷ ଅନୁଗୁଳର ଝିଅ ଆଦ୍ୟାଶା ମିଶ୍ର ଓଜେଏସ ଟପ୍ପର ହୋଇଛନ୍ତି । ସେହିପରି ପ୍ରକାଶ ପାଇଥିବା ରେଜଲ୍ଟରେ ଦ୍ବିତୀୟ…

Continue Reading ବାପା-ମାଙ୍କ ତ୍ୟାଗ ତାଙ୍କୁ ସଫଳତା ଦେଇଛି – ଓଜେଏସରେ ଓଡିଶା ଟପ୍ପର ଅନୁଗୁଳର ଝିଅ ଅଦ୍ୟଶା

ଗାଁର ଝିଅ ଏବେ ଓସିଏ ଟେକ୍ନିକାଲ୍ ଆନାଲିଷ୍ଟ୍‌

ଅନୁଗୁଳ: ଗାଁର ଝିଅ ଏବେ ରାଜ୍ୟସ୍ତରର ମହିଳା କ୍ରିକେଟ୍ ଖେଳାଳୀଙ୍କ ମାର୍ଗଦର୍ଶକ । ନିଜ ସ୍ୱପ୍ନ ସିନା ପୂରଣ କରିପାରିଲେନି । କିନ୍ତୁ ଅନ୍ୟ କ୍ରିକେଟ୍ ଖେଳାଳୀଙ୍କୁ ମାର୍ଗଦର୍ଶନ କରି ଆଗକୁ ବଢ଼ିବାକୁ ପ୍ରେରଣା ଦେଉଛନ୍ତି । ଗାଁର ଝିଅ ରାଜ୍ୟସ୍ତରରେ…

Continue Reading ଗାଁର ଝିଅ ଏବେ ଓସିଏ ଟେକ୍ନିକାଲ୍ ଆନାଲିଷ୍ଟ୍‌

ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ସାଉଁଟିଲେ ଭିନ୍ନକ୍ଷମ ସତ୍ୟବ୍ରତ

ଅନୁଗୁଳ - ଓଡିଶା ପ୍ରଶାସନିକ ସେବା ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ ଅନୁଗୁଳର ସତ୍ୟବ୍ରତ ମହାପାତ୍ର ୨୭୯ ରାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଯେଉଁଥିପାଇଁ ସତ୍ୟବ୍ରତଙ୍କ ପରିବାରରେ ଖୁସିର ଲହରୀ ଖେଳି ଯାଇଛି । ସତ୍ୟବ୍ରତଙ୍କ ବାପା…

Continue Reading ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ସାଉଁଟିଲେ ଭିନ୍ନକ୍ଷମ ସତ୍ୟବ୍ରତ

ଅବସର ପରେ ଶିକ୍ଷକଙ୍କୁ ନିଆରା ବିଦାୟୀ ସମ୍ବର୍ଦ୍ଧନା

ଅନୁଗୁଳ - ବାଜା ବାଜୁଛି , ପଟୁଆର ଚାଲିଛି । ଶୋଭାଯାତ୍ରା ବେଳେ ଖୋଲା ଜିପରେ ବୁଲୁଛନ୍ତି । ବେଳେ ବେଳେ ଲୋକେ କାନ୍ଧରେ ଉଠାଇ ନେଉଛନ୍ତି । କିଏ ଆସି ମୁଣ୍ଡିଆ ବି ମାରୁଛନ୍ତି । ହେଲେ ଏ ବ୍ୟକ୍ତି…

Continue Reading ଅବସର ପରେ ଶିକ୍ଷକଙ୍କୁ ନିଆରା ବିଦାୟୀ ସମ୍ବର୍ଦ୍ଧନା

ଟ୍ରକ ମାଲିକ ସଂଘ ପକ୍ଷରୁ ଆଇଏଫଟି ମେସିନ ପ୍ରଦାନ

ଅନୁଗୁଳ - ବିଶ୍ବ ଫିଜିଓଥେରାପି ଦିବସ ଅବସରରେ ଅନୁଗୁଳ ଟ୍ରକ ମାଲିକ ସଂଘ ପକ୍ଷରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଫିଜିଓଥେରାପି ବିଭାଗକୁ ଯନ୍ତ୍ରଣା ଉପଶମ କରୁଥିବା ଏକ ଆଇଏଫଟି ମେସିନ ପ୍ରଦାନ କରାଯାଇଛି । ଏହି ମେଶିନ ଦ୍ଵାରା ରୋଗୀଙ୍କ…

Continue Reading ଟ୍ରକ ମାଲିକ ସଂଘ ପକ୍ଷରୁ ଆଇଏଫଟି ମେସିନ ପ୍ରଦାନ

ଆଠମଲ୍ଲିକ ଏନ.ଏ.ସି କୁ ମିଳିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସର୍ବୋତ୍କୃଷ୍ଟ ୨ୟ ସମ୍ମାନ

ଆଠମଲ୍ଲିକ - ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଏନ.ଏ.ସି କୁ ମିଳିଲା ଭାରତ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସର୍ବୋତ୍କୃଷ୍ଟ ୨ୟ ସମ୍ମାନ । ଓଡିଶା ଅରବାନ ହାଉସିଂ ମିଶନ ଦ୍ଵାର ଆୟୋଜିତ ଭାରତ ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ…

Continue Reading ଆଠମଲ୍ଲିକ ଏନ.ଏ.ସି କୁ ମିଳିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସର୍ବୋତ୍କୃଷ୍ଟ ୨ୟ ସମ୍ମାନ