ସୌନ୍ଦର୍ଯ୍ୟ ବଦଳରେ କଦର୍ଯ୍ୟ – ଯାଯାବର ଗଢିଲେଣି ସ୍ଥାୟୀ ବସ୍ତି
ଅନୁଗୁଳ - ଅନୁଗୁଳ ଜିଲ୍ଲାକୁ ନୂଆଁ କରି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଆସିବା ପରେ ଅନୁଗୁଳବାସୀ ଅନୁଗୁଳ ସହରର ଚିତ୍ର ବଦଳିବା ବୋଲି ଆଶା କରିଥିଲେ । ଜିଲ୍ଲା ପ୍ରଶାସନ ମଧ୍ୟ ରଙ୍ଗୀନ୍ ସ୍ଵପ୍ନ ଦେଖାଇଥିଲା । ଏଥିପାଇଁ କାମ…
ଅନୁଗୁଳ - ଅନୁଗୁଳ ଜିଲ୍ଲାକୁ ନୂଆଁ କରି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଆସିବା ପରେ ଅନୁଗୁଳବାସୀ ଅନୁଗୁଳ ସହରର ଚିତ୍ର ବଦଳିବା ବୋଲି ଆଶା କରିଥିଲେ । ଜିଲ୍ଲା ପ୍ରଶାସନ ମଧ୍ୟ ରଙ୍ଗୀନ୍ ସ୍ଵପ୍ନ ଦେଖାଇଥିଲା । ଏଥିପାଇଁ କାମ…
ଅନୁଗୁଳ - ଆଜି ଠାରୁ ସାତକୋଶିଆରୁ ବାଘୁଣୀ ‛ସୁନ୍ଦରୀ’ର ବାହୁଡା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଥି ପାଇଁ ରବିବାର ଅପରାହ୍ନରେ ମଧ୍ୟପ୍ରଦେଶର କାହ୍ନା ଜାତୀୟ ବ୍ୟାଘ୍ର ଅଭୟାରଣ୍ୟରୁ ଆସିଥିବା ଏକ ଟିମ ସାତକୋଶିଆର ରାଇଗୁଡାରେ ପହଞ୍ଚିଛନ୍ତି । ଏହି ଟିମରେ…
ଅନୁଗୁଳ - ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଯଦୁପୁର ବିଟ ନିକଟରେ ଜଙ୍ଗଲ ଜଳୁଛି । ବିଗତ ଚାରି ଦିନ ହେଲା ଜଙ୍ଗଲ ନିଆଁ ଜଳୁଥିଲେ ହେଁ ବିଭାଗର ଅବହେଳାରୁ ନିଆଁକୁ ଆୟତ କରାଯାଇ ପାରିନାହିଁ । ପରିଣାମ ସ୍ଵରୁପ ଆଜି…
ତାଳଚେର - ଅନୁଗୁଳ ଜିଲ୍ଲା ତାଳଚେର ପୌରପରିଷଦ ତରଫରୁ ତାଳଚେର ସହରବାସୀଙ୍କ ଉପରେ ଧାର୍ଯ୍ୟ କରାଯାଇଥିବା ବର୍ଦ୍ଧିତ ଗୃହ ଟିକସ ସମ୍ପୁର୍ଣ୍ଣ ତୃଟିପୂର୍ଣ୍ଣ ଦର୍ଶାଇବା ସହ ଏହି ବର୍ଦ୍ଧିତ ଟିକସ ନିଷ୍ପତିରେ ପୁନଃ ବିଚାର କରିବାର ଆବଶ୍ୟକତା ରହିଛି ବୋଲି ବିଜେପି…
ଅନୁଗୁଳ - ବାଲ୍ୟବିବାହ ସଂପୂର୍ଣ୍ଣ ବେଆଇନ । ୧୮ବର୍ଷରୁ କମ୍ ଝିଅକୁ କିମ୍ବା ୨୧ ବର୍ଷରୁ କମ୍ ପୁଅକୁ ବିବାହ କରାଇବା ଦଣ୍ଡନୀୟ ଅପରାଧ । ୨୦୦୬ ମସିହାରୁ ଲାଗୁ ହୋଇଥିବା ଏହି ଆଇନ କଡ଼ାକଡ଼ି ପାଳନ କଳିବା ପାଇଁ ଅନୁଗୁଳ…
ଅନୁଗୁଳ - ମାର୍ଚ୍ଚ ମାସ ପହିଲାରୁ ଗ୍ରୀଷ୍ମ ପ୍ରବାହ କଷ୍ଟ ଦେଲାଣି । ଖରାର ପ୍ରକୋପରେ ବାହାରକୁ ବାହାରିବା ମୁସ୍କିଲ ହୋଇ ଗଲାଣି । ଏପରିସ୍ଥଳେ ପାଣି ପାଇଁ ଅନେକ ଗାଁରେ ସମସ୍ୟା ଦେଖାଗଲାଣି । ଅନୁଗୁଳ ଜିଲ୍ଲା ମହୀଧରପୁର ଗାଁରେ…
ଅନୁଗୁଳ - ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ନିର୍ଦ୍ଦେଶ କ୍ରମେ ୫୫ ନମ୍ବର ଜାତୀୟ ରାଜପଥର ନାଲକୋ ଏଫସିଆଇ ଛକ ଠାରୁ କାରଗିଲ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ଥିବା ଦୋକାନ ଘର, ଚାଳିଆ ଘର , ଉଠା…
ଅନୁଗୁଳ - ଅନୁଗୁଳ ଜିଲ୍ଲା ଶ୍ରମିକ କଂଗ୍ରେସ (INTUC)ତରଫରୁ ନିର୍ମାଣ ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ନେଇ ମହାମହିମ ରାଜ୍ୟପାଳଙ୍କୁ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜରିଆରେ ଦାବି ପତ୍ର ଦିଆ ଯାଇଅଛି । ବର୍ଷ ବର୍ଷ ଧରି ରାଜ୍ୟରେ ଥିବା ନିର୍ମାଣ…
ଅନୁଗୁଳ - ଅନୁଗୁଳ ଥାନା କାଙ୍ଗୁଲା ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତ ଅନାମ ଦେହୁରୀକୁ ତଳକୋର୍ଟ ଫାଶୀ ଦଣ୍ଡରେ ଦଣ୍ଡିତ କରନ୍ତୁ ବୋଲି ମୃତ ନାବାଳିକାର ବାପା, ମା ଓ ତାଙ୍କ ମାମୁଁ ଏକ ସାମ୍ବାଦିକ ସମ୍ମିଳନୀରେ ନ୍ୟାୟ…
ବନ୍ତଳା - ଏକଦା ଗାଁ ଦାଣ୍ଡରେ ଲାଗିରହୁଥିଲା ଗହଳିଚହଳି । ସକାଳୁ ଚଷା ପୁଅ ନିଜର ହଳଲଙ୍ଗଳ ଧରି କ୍ଷେତକୁ ବାହାରି ଯାଉଥିଲା । ମେଳା ମହୋତ୍ସବରେ ଆସର ସାଙ୍ଗକୁ ନାମ ସଂକୀର୍ତ୍ତନର ତାଳେ ତାଳେ ଦୁଲୁକୁଥିଲା ଏହି ଗାଁ ।…
ଅନୁଗୁଳ - ନାଁ’କୁ ମାତ୍ର ଷ୍ଟାଡିୟମ୍ । ଏଠାରେ ଖେଳ କମ୍, ରାଜନୀତି ଅଧିକ । କ୍ରୀଡ଼ା ଆୟୋଜନର ନାଁ’ ଗନ୍ଧ ନାହିଁ । ଅଥଚ ଅନ୍ୟାନ୍ୟ ସରକାରୀ ଓ ଘରୋଇ କାର୍ଯ୍ୟକ୍ରମରେ ଘାସ ଛିଣ୍ଡିଗଲାଣି । ଜରାଜୀର୍ଣ୍ଣ ହୋଇ ପଡ଼ିଛି…
ଅନୁଗୁଳ - ମୃତ୍ୟୁର ଯନ୍ତା ୫୫ ନମ୍ବର ଜାତୀୟ ରାଜପଥ । ଓଡ଼ିଶାର ପୂର୍ବାଞ୍ଚଳ ଓ ପଶ୍ଚିମାଞ୍ଚଳକୁ ଯୋଡ଼ୁଥିବା ଏହି ଜାତୀୟ ରାଜପଥ ଅନୁଗୁଳ ଜିଲ୍ଲାବାସୀଙ୍କ ଦୁଃଖର କାରଣ ସାଜିଛି । ଏହି କଦର୍ଯ୍ୟ ରାସ୍ତାକୁ ଓହ୍ଲାଇବା କ୍ଷଣି ଗୋଡ଼େ ଗୋଡ଼େ…