ମୁଖ୍ୟ ଖବର ଫାଷ୍ଟ ଫୁଡ୍ ଦୋକାନରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ Angul OnlineDecember 14, 2024December 14, 2024 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବଲ୍ହର ଛକ ନିକଟସ୍ଥ ଏକ ଫାଷ୍ଟ ଫୁଡ୍ ଦୋକାନରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ବେପାରରେ ସଂପୃକ୍ତ ବେପାରୀ ସୌଭାଗ୍ୟ ସାମଲକୁ ତାଳଚେର ପୁଲିସ ଗିରଫ କରିଛି । ପେଟ୍ରୋଲିଂ କରିବା ସମୟରେ ବେଆଇନ ମଦ ବିକ୍ରି ହେଉଥିବାର ବିଶେଷ ସୂତ୍ରରୁ ଖବର ପାଇ ବଲ୍ହର ଛକ ସ୍ଥିତ ଫାଷ୍ଟ ଫୁଡ୍ ଦୋକାନରେ ପୁଲିସ ଚଢ଼ାଉ କରିଥିଲା । ଚଢାଉ ସମୟରେ ବିପୁଳ ପରିମାଣର ବିଦେଶୀ ମଦ ସହ ବେପାରୀ ସୌଭାଗ୍ୟ ପାଖରୁ ୨୬୧୦୦ ନଗଦ ଟଙ୍କା ଜବତ୍ କରାଯାଇଥିଲା । Advertisement
ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା-ଅଭିଯୁକ୍ତ ଗିରଫ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଶିଗଡ଼ ପଞ୍ଚାୟତର ନନ୍ଦିନୀପାଲି ଗାଁରେ ଗତ ଗୁରୁବାର ଅର୍ଥାତ ୨୦ ତାରିଖ ସନ୍ଧ୍ୟା ରେ ୩୨ ବର୍ଷୀୟ…
ନର୍ସିଂ କଲେଜର ହଷ୍ଟେଲ୍ ରେ ଫାଟିଲା ଗ୍ଯାସ ଟାଙ୍କି ଅନୁଗୁଳ – ଅନୁଗୁଳ ଥାନା ଅନ୍ତର୍ଗତ ତୁରଙ୍ଗ ଅଞ୍ଚଳର ଇନ୍ଦ୍ରହରିନଗରରେ ଥିବା ଏକ ନର୍ସିଂ କଲେଜର ହଷ୍ଟେଲ୍ ରେ ଗ୍ୟାସ୍ ଟାଙ୍କି ଫାଟି ଅଗ୍ନିକାଣ୍ଡ ହୋଇଛି ।…
ଟ୍ରେନ ଧକ୍କାରେ ହାତୀ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ଜରପଡା ବନାଂଚଳର ଜରପଡା ଗ୍ରାମ ଦେଇ ଯାଇଥିବା ଅନୁଗୋଳ-ସମ୍ବଲପୂର ରେଳ ଲାଇନରେ ରେଳ ଧକ୍କାରେ ଗୁରୁବାର ରାତିରେ ଗୋଟିଏ ଦନ୍ତା ହାତୀର…