ସୁଭଦ୍ରା ଖଣି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ

ଅନୁଗୋଳ – ଅନୁଗୋଳ ଜିଲ୍ଲାପାଳ ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ଗାଁ ନିକଟରେ ସୁଭଦ୍ରା କୋଇଲା ଖଣି ପକ୍ଷରୁ କୋଇଲା ପରିଚାଳନା କେନ୍ଦ୍ର ବା ସାଇଲୋର ନିର୍ମାଣ…

କୋଇଲା ପରିବହନ ତାତି, ପ୍ରଶାସନକୁ ଦାୟୀକରି ଟ୍ରକ ମାଲିକ ସଙ୍ଘର ଆନ୍ଦୋଳନ

ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ଥମିବାର ନାଁ ଧରୁନି କୋଇଲା ପରିବହନର ତାତି । ନୈନି କୋଇଲା ଖଣିରୁ କୋଇଲା ପରିବହନକୁ ନେଇ ଏବେ…

କୋଶଳା ଗ୍ରାମବାସୀଙ୍କ ଆନ୍ଦୋଳନ ସମସ୍ୟାର ଖୁବ ଶୀଘ୍ର ହେବ ସମାଧାନ – ଧର୍ମେନ୍ଦ୍ର

ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ବ୍ଲକ ଦେଇ ଯାଇଥିବା ଅନୁଗୁଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର କୋଶଳା ଗ୍ରାମ ମଧ୍ୟ ଦେଇ ମସୁଧା କରାଯାଉଥିବା ବେଆଇନ କୋଇଲା…

କୋଶଳା ଆନ୍ଦୋଳନ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଭେଟିଲେ ବ୍ରଜ ଓ ରଜନୀ

ଅନୁଗୁଳ – ଗତ ୬ ତାରିଖ ଠାରୁ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଶଳା ଗ୍ରାମରେ ଉପୁଜିଥିବା ବିଭିନ୍ନ ସମସ୍ୟାକୁ ନେଇ ସ୍ଥାନୀୟ ବାସିନ୍ଦା ଗଣ ଧାରଣାରେ…

ଏଣ୍ଟ୍ରି ଫି ବୃଦ୍ଧିକୁ ନେଇ ବସ ମାଲିକ–ଟର୍ମିନାଲ ମଧ୍ୟରେ ବିବାଦ

ଅନୁଗୁଳ – ଅନୁଗୁଳରେ ଯାତ୍ରୀ ମାନଙ୍କ ସେବା ପାଇଁ ସରକାରଙ୍କ ତରଫରୁ ରାଜ୍ୟର ପ୍ରଥମ କରି ପିପି ମୋଡ଼ରେ ନୂତନ ବସ ଟର୍ମିନାଲ କରାଯାଇଥିଲା । ଆତ୍ୟଧୁନିକ…

ବିଡ଼ିଓଙ୍କ ମନମୁଖୀ କାର୍ଯ୍ୟ ପାଇଁ ବ୍ଲକ୍ କାର୍ଯ୍ୟାଳୟ ତାଲା ପକାଇଲେ  ଜନ ପ୍ରତିନିଧି

କଣିହାଁ – ଜନ ପ୍ରତିନିଧି ମାନଙ୍କୁ ଗୁରୁତ୍ୱ ଦେଉ ନାହାଁନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ । ଜନ ପ୍ରତିନିଧି ମାନେ ଦେଉଥିବା ପ୍ରସ୍ତାବ ଓ ସାଧାରଣ ଲୋକଙ୍କ…

ସ୍କୁଲ ଗେଟ ସମ୍ମୁଖରେ ଧାରଣା ଦେଲେ ଛାତ୍ରଛାତ୍ରୀ

ଅନୁଗୁଳ – ଅନୁଗୁଳ ଜିଲ୍ଲା  କୁମଣ୍ଡ ଅଲେଖପାଟଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଇଂରାଜୀ ପଢ଼ାଉ ଥିବା ଶିକ୍ଷୟିତ୍ରୀଙ୍କୁ ବଦଳି କରାଯାଉଥିବା ନେଇ ବିଦ୍ୟାଳୟ ଗେଟ ସମ୍ମୁଖରେ…

ଘର ଉଛେଦ ନ କରିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ ପତ୍ର

ଅନୁଗୁଳ – ଅନୁଗୁଳ ପୌରପାଳିକା ଅଧୀନରେ ଥିବା ବ୍ରାହ୍ମଣୀଦେଇପଡ଼ାରେ ଦୀର୍ଘ ପଚାଶ ବର୍ଷ ହେଲା ବସବାସ କରି ଆସୁଥିବା ୫ ପରିବାରକୁ ଉଚ୍ଛେଦ ପାଇଁ ପୌରପାଳିକା ପକ୍ଷରୁ…

ମାଛ ଚାଷ ପାଇଁ ଆସିଥିବା ଲକ୍ଷାଧିକ ସରକାରୀ ଟଙ୍କା ହଡ଼ପ

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବରସାହି ଗ୍ରାମପଞ୍ଚାୟତ ମହିଳା ମହାସଂଘକୁ ଆସିଥିବା ସରକାରୀ ଅର୍ଥର ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ନେଇ ଅନୁଗୁଳ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ…

ଜାତୀୟ ରାଜପଥ ମରାମତି ଏବଂ ଟୋଲ ଗେଟରେ ଟୋଲ ଉଛେଦ ଦାବିରେ ଧାରଣା ଏବଂ ବିକ୍ଷୋଭ

ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ଦେଇ ଯାଇଥିବା ଜାତୀୟ ରାଜପଥ ୧୪୯ ପାଲଲହଡା ଠାରୁ ପିତିରି ଛକ ପର୍ଯ୍ୟନ୍ତ ସମ୍ପୂର୍ଣ ନଷ୍ଟ ହୋଇ ଗଲାଣି…

ଉନ୍ନୟନ କାମ ଠପ ହୋଇଥିବା ଅଭିଯୋଗ କଲେ ଜନ ପ୍ରତିନିଧି

ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ବିଭିନ୍ନ ଗ୍ରାମରେ ବିଭିନ୍ନ ଉନ୍ନତୀ ମୂଳକ କାର୍ଯ୍ୟ ପଡ଼ି ରହିଛି। କାର୍ଯ୍ୟର ଅଗ୍ରଗତି କିଛି ହୋଇ ପାରୁ ନାହିଁ।…

ଶିକ୍ଷକ ପଦବୀ ପୂରଣ ଦାବିରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଅନୁଗୁଳ – ଅନୁଗୁଳ ବ୍ଲକ ଅନ୍ତର୍ଗତ ପୋକତୁଙ୍ଗା ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ଦାବିରେ ଆଜି ଶତାଧିକ ଛାତ୍ରଛାତ୍ରୀ ଏବଂ ଅଭିଭାବକ ବିଦ୍ୟାଳୟ ସମ୍ମୁଖରେ…

ଡେଙ୍ଗୁ ଆତଙ୍କ – ତୁରନ୍ତ ପଦକ୍ଷେପ ନେବା ପାଇଁ ପ୍ରଶାସନକୁ ଅନୁରୋଧ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଜଗନ୍ନାଥପୁର ପଞ୍ଚାୟତ ଅଧୀନସ୍ଥ ଏଫସିଆଇ ମୁଣ୍ଡା ହଟିଙ୍ଗରେ ଘରେ ଘରେ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ଆତଙ୍କ ଖେଳି…

You cannot copy content of this page