ଜଗନ ହତ୍ୟା ମାମଲା: ୧୦ ଜଣଙ୍କୁ ଆଜୀବନ ଜେଲ୍‌

ଅନୁଗୋଳ –  ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଡେରେଜାଙ୍ଗ ଡ୍ୟାମର ଜଣେ ୱାଚମ୍ୟାନ୍‌ଙ୍କୁ ଭୋଜି କରିବା ବାହାନାରେ ଡାକି ନେଇ ସଂଘବଦ୍ଧ ଭାବେ ହତ୍ୟା ମାମଲାରେ ଅନୁଗୋଳ…

ଦୋକାନ ପୋଡ଼ି ଘଟଣା: ଅଭିଯୁକ୍ତ କାଳିଆ ଭୋଇ ଗିରଫ

ଅନୁଗୋଳ – ଗତ ମଙ୍ଗଳବାର (୧୫ ତାରିଖ) ଦିନ ନୁଆମୌଜା ପଞ୍ଚମହଲା ଅଞ୍ଚଳରେ ଦୋକାନରେ ନିଆଁ ଲଗାଇବା ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ…

ଡିଜେ ଗାଡ଼ି ଅଟକ, ୪୫ ହଜାର ଟଙ୍କା ଜରିମାନା

ଛେଣ୍ଡିପଦା – ବିଶ୍ୱକର୍ମା ପୂଜା କଳସ ଯାତ୍ରା ସମୟରେ ବିନା ଅନୁମତିରେ ଡିଜେ ବଜାଇବା ମହଙ୍ଗା ପଡ଼ିଛି। ଅନୁମତି ବିନା ଡିଜେ ଚଳାଉଥିବା ଏକ ଗାଡ଼ିକୁ ଛେଣ୍ଡିପଦା…

ସମୟ ଥାଇ ବଣ୍ଟନ ହେଲାନି, ଏବେ ପୋଡ଼ାଗଲା ଲକ୍ଷାଧିକ ଟଙ୍କାର ଔଷଧ

ବାଗଡ଼ିଆ – ରୋଗୀଙ୍କ ପାଇଁ ସରକାର ମାଗଣା ଔଷଧ ବ୍ୟବସ୍ଥା କରିଥିବା ବେଳେ ବାଗଡ଼ିଆ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହାର ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି। ରୋଗୀଙ୍କୁ…

ନୂଆ ଫିଚର୍ ସହ ଅନୁଗୋଳ ବଜାରକୁ ଆସିଲା ବାଜାଜ୍ ପଲସର୍‌ର ୨୦୨୬ ମଡେଲ୍

ଅନୁଗୋଳ – ବାଜାଜ୍ ଅଟୋ ପକ୍ଷରୁ ଭାରତୀୟ ବଜାର ପରେ ଅନୁଗୋଳ ବଜାରରେ ଲଞ୍ଚ ହୋଇଛି ପଲସର୍‌ର ୨୦୨୬ ମଡେଲ୍। ନୂଆ ମଡେଲ୍‌ ଗୁଡ଼ିକରେ କେବଳ ଡିଜାଇନ୍‌ରେ…

୧ କୁଇଣ୍ଟାଲ ୧୬ କେଜି ଗଞ୍ଜେଇ ଜବତ, ବ୍ୟବସାୟୀ ଗିରଫ

ଅନୁଗୋଳ – ଅନୁଗୋଳ ଜିଲ୍ଲା ପୋଲିସର ଅପରେସନ୍ ‘ପ୍ରହାର’ରେ ବଡ଼ ସଫଳତା ମିଳିଛି। ଜରପଡ଼ା ଥାନା ପୋଲିସ ଓ ସ୍ପେସିଆଲ ସ୍କ୍ୱାଡ୍‌ର ମିଳିତ ଚଢ଼ାଉରେ ୧ କୁଇଣ୍ଟାଲ…

ସୁନା ସଫା କରିବା ଆଳରେ ଲୁଟ୍‌ – ଆନ୍ତଃରାଜ୍ୟ ଗ୍ୟାଙ୍ଗ୍‌ର ୪ ଗିରଫ

ଅନୁଗୋଳ – ସୁନା ଅଳଙ୍କାର ସଫା କରିବା ଆଳରେ ଠକେଇ ଓ ଲୁଟ୍‌ ଚଳାଇଥିବା ଏକ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ କରିଛି ଅନୁଗୋଳ ପୋଲିସ। ଛେଣ୍ଡିପଦା…

ବହୁ ଚର୍ଚ୍ଚିତ ସୁଭଦ୍ରା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀଙ୍କୁ ଯାବତଜୀବନ କାରାଦଣ୍ଡ

ଅନୁଗୋଳ – ଦୁଷ୍କର୍ମ ଓ ହତ୍ୟା ଭଳି ଜଘନ୍ୟ ଅପରାଧରେ ଅନୁଗୋଳ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍ ସ୍ପେଶାଲ୍ କୋର୍ଟ (FTSC) ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି।…

ଘରେ ପଶି ଲକ୍ଷାଧିକ ଟଙ୍କା ସହ ଲକ୍ଷେ ଟଙ୍କାର ଚୁଟି(ବାଳ) ନେଇ ଫେରାର ହୋଇଗଲେ ଦୁର୍ବୃତ୍ତ

ଛେଣ୍ଡିପଦା – ଅନୁଗୋଳ ବାଗଡ଼ିଆ ଥାନା ଅଞ୍ଚଳରେ ଲୁଟ୍‌ । ୪ ବ୍ୟବସାୟୀ ରହୁଥିବା ଘରେ ପଶି ଲକ୍ଷାଧିକ ଟଙ୍କା ଲୁଟ୍‌ କରିବା ସହ ଏକ ବସ୍ତା…

ନାବାଳିକା ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ

ଅନୁଗୋଳ: ଅନୁଗୋଳ ସହରର ଶିମିଳିପଡ଼ା ଅଞ୍ଚଳରେ ୭ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ଅନୁଗୋଳ ଫାଷ୍ଟ ଟ୍ରାକ୍ କୋର୍ଟ। ଆଡ୍‌ହକ୍…

ବିପୁଳ ପରିମାଣର ବେଆଇନ ଶାଗୁଆନ କାଠ ଓ କାଠ ସାମଗ୍ରୀ ଜବତ

ଛେଣ୍ଡିପଦା – ଅନୁଗୋଳ ବନ ବିଭାଗର ମୋବାଇଲ ସ୍କ୍ୱାର୍ଡ ଏବଂ ଛେଣ୍ଡିପଦା ବନବିଭାଗ ପକ୍ଷରୁ ଆଜି ବାଗଡିଆ ବୁଢାଢିପ ସାହିର ସୁଶିଲ୍ ବେହେରାଙ୍କ ଘର ଉପରେ ଚଢ଼ାଉ…

ମନ୍ଦିର ପୂଜକଙ୍କୁ ଆଜୀବନ କାରାଦଣ୍ଡ – POCSO କୋର୍ଟଙ୍କ କଠୋର ରାୟ

ଅନୁଗୋଳ – ନାବାଳିକା ଦୁଷ୍କର୍ମ ମାମଲାରେ ଜଣେ ମନ୍ଦିର ପୂଜକଙ୍କୁ ଆଜୀବନ କାରାଦଣ୍ଡ ସହ କଠୋର ଦଣ୍ଡାଦେଶ ଶୁଣାଇଛନ୍ତି ଅନୁଗୋଳସ୍ଥିତ ଆଡ୍-ହକ୍ ଅତିରିକ୍ତ ଜିଲ୍ଲା ଓ ଦୌରା…

ବାହୁଡ଼ା ଯାତ୍ରାରେ ସକ୍ରିୟ ଚୋର ଗ୍ୟାଙ୍ଗ – ୪ ମହିଳାଙ୍କ ସହ ୫ ଗିରଫ

ଅନୁଗୋଳ: ବାହୁଡ଼ା ଯାତ୍ରାର ଜନଗହଳିର ସୁଯୋଗ ନେଇ ଭକ୍ତଙ୍କଠାରୁ ମୂଲ୍ୟବାନ ସାମଗ୍ରୀ ଚୋରି କରୁଥିବା ଅଭିଯୋଗରେ ଅନୁଗୋଳ ପୁଲିସ ୪ ଜଣ ଅଣଓଡ଼ିଆ ମହିଳା ଓ ସେମାନଙ୍କ…

You cannot copy content of this page