ବାସନ୍ତୀ ଦୁର୍ଗା ପୂଜା ଅବସରରେ ଆୟୋଜିତ ହେଲା ରକ୍ତଦାନ,କୁମାରୀ ପୂଜନ ଓ ସାମୁହିକ ଦାଣ୍ଡିଆ ନାଚ

ଅନୁଗୁଳ –  ଅନୁଗୁଳ ଅମଲାପଡ଼ା ବାସନ୍ତୀ ଦୁର୍ଗାପୂଜା ଅବସରରେ ଆଜି ମହା ନବମୀରେ ସୂର୍ଯ୍ୟପୂଜା,କଳସ ପୂଜା,ଚଣ୍ଡୀ ହୋମ ଓ ନବ କୁମାରୀ ପୂଜା ଅନୁଷ୍ଠିତ ହୋଇଥିଲା ।…

ପୂର୍ବତନ ବିଧାୟକ ତଥା ସାଂସଦଙ୍କ ପରଲୋକ

ପାଲଲହଡ଼ା – ପରଲୋକରେ ପୂର୍ବତନ ସାଂସଦ ତଥା ଦୁଇ ଥରର ବିଧାୟକ ଡ଼ଃ ନାରାୟଣ ସାହୁ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର…

ଓକିଲ ସଂଘ ନିର୍ବାଚନ ପ୍ରକ୍ରିୟାରେ ହାଇକୋର୍ଟଙ୍କ ହସ୍ତକ୍ଷେପ – ତାଲିକାରୁ କଟିଥିବା ୩ ଓକିଲ ଦେଇ ପାରିବେ ଭୋଟ

ଅନୁଗୁଳ – ଆସନ୍ତା ୨୮ ତାରିଖରେ ଅନୁଗୁଳ ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚନ ହେବ। ଏଥିପାଇଁ ପ୍ରସ୍ତୁତ ଭୋଟର ତାଲିକାରୁ କଟିଥିବା ୩ ଜଣ ଆଇନ୍‌ଜୀବୀଙ୍କୁ ଭୋଟଦାନ…

ଛୁଆ ଚୋରି ସନ୍ଦେହ – ଗାଡି ଚାଳକକୁ ଲଙ୍ଗଳା କରି ପିଟିଲେ ଅନ୍ୟପଟେ ଦୁଇ ମହିଳାଙ୍କୁ ପୁଲିସର ଜିମା ଦେଲେ

ଅନୁଗୁଳ – ପିଲା ଚୋର ଗୁଜବ ପାଇଁ ଗାଡି ଚାଳକ ଯୁବକଙ୍କୁ ଅମାନୁଷିକ ମାଡ ମାରିଲେ ଯୁବ ଗୋଷ୍ଠୀ । ଯୁବକକୁ ଉଦ୍ଧାର କରିବାକୁ ଯାଇ ପୁଲିସ…

ବାସନ୍ତୀ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଶେଷ -୨୪ରେ ଷଷ୍ଠୀ ପୂଜା ୨୯ରେ ଭସାଣୀ

ଅନୁଗୋଳ – ସ୍ଥାନୀୟ ଅମଲାପଡ଼ା ମା ବାସନ୍ତୀ ଦୁର୍ଗାପୂଜା କମିଟି ପକ୍ଷରୁ ବିଂଶତିତମ ବାସନ୍ତୀ ଦୁର୍ଗାପୂଜା ପାଳନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।କଟକର ପ୍ରସିଦ୍ଧ କାରିଗର…

କୋଶଳା ଗ୍ରାମବାସୀଙ୍କ ଆନ୍ଦୋଳନ ସମସ୍ୟାର ଖୁବ ଶୀଘ୍ର ହେବ ସମାଧାନ – ଧର୍ମେନ୍ଦ୍ର

ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ବ୍ଲକ ଦେଇ ଯାଇଥିବା ଅନୁଗୁଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର କୋଶଳା ଗ୍ରାମ ମଧ୍ୟ ଦେଇ ମସୁଧା କରାଯାଉଥିବା ବେଆଇନ କୋଇଲା…

ସର୍ବ ଭାରତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ – ଜୱଲପୁରକୁ ହରାଇ ଦିଲ୍ଲୀ ସିଆଇଏସଏଫ ବିଜୟୀ

ଛେଣ୍ତିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ବାଗଡ଼ିଆ ହାଇସ୍କୁଲ ପଡିଆରେ ଆନନ୍ଦ ସ୍ପୋର୍ଟ୍ସ ଆସୋସିଏସନ ପକ୍ଷରୁ ୩ ଦିନ ଧରି ଚାଲିଥିବା ଦିବାରାତ୍ର ସର୍ବଭାରତୀୟ ଭଲିବଲ…

କୋଶଳା ଆନ୍ଦୋଳନ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଭେଟିଲେ ବ୍ରଜ ଓ ରଜନୀ

ଅନୁଗୁଳ – ଗତ ୬ ତାରିଖ ଠାରୁ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଶଳା ଗ୍ରାମରେ ଉପୁଜିଥିବା ବିଭିନ୍ନ ସମସ୍ୟାକୁ ନେଇ ସ୍ଥାନୀୟ ବାସିନ୍ଦା ଗଣ ଧାରଣାରେ…

ଯୁବକଙ୍କ ଅମାନବୀୟ କାଣ୍ଡ – ପିଟି ପିଟି ମାରିଦେଲା ଗାଈ

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନାର ବାଲିପଟା ଗାଁ କୁସୁମ ସାହିରେ ଯୁବକଙ୍କ ଉନ୍ମତ କାଣ୍ଡ ଦେଖିବାକୁ ମିଳିଛି ।ପାରିବାରିବାରିକ କଳହକୁ ନେଇ ଯୁବକ ଜଣଙ୍କ…

ଏଣ୍ଟ୍ରି ଫି ବୃଦ୍ଧିକୁ ନେଇ ବସ ମାଲିକ–ଟର୍ମିନାଲ ମଧ୍ୟରେ ବିବାଦ

ଅନୁଗୁଳ – ଅନୁଗୁଳରେ ଯାତ୍ରୀ ମାନଙ୍କ ସେବା ପାଇଁ ସରକାରଙ୍କ ତରଫରୁ ରାଜ୍ୟର ପ୍ରଥମ କରି ପିପି ମୋଡ଼ରେ ନୂତନ ବସ ଟର୍ମିନାଲ କରାଯାଇଥିଲା । ଆତ୍ୟଧୁନିକ…

ଟ୍ରମା କେୟାର ଅଗ୍ନିକାଣ୍ଡରେ ଅନୁଗୁଳର ଶତାୟୁ ବ୍ୟକ୍ତିଙ୍କ ମୃତ୍ୟୁ

ଅନୁଗୁଳ – ଏସସିବି ମେଡିକାଲ କଲେଜ ହସ୍ପିଟାଲର ଟ୍ରମା କେୟାର ଆଇସିୟୁରେ ଆଜି ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଭୟଙ୍କର ଅଗ୍ନିକାଣ୍ଡରେ ୧୦ ଜଣଙ୍କର…

ଶିଶୁ କନ୍ୟାକୁ ବିକ୍ରି ଅଭିଯୋଗ, ଉଦ୍ଧାର କଲା ଚାଇଲଡ ଲାଇନ – ନ୍ୟାୟ ପାଇଁ ଥାନାରେ ଦହଗଞ୍ଜ ହେଲା ଶିଶୁ କନ୍ୟା

ଛେଣ୍ଡିପଦା – ଅଲୋଡ଼ା ଶିଶୁ କନ୍ୟା ଜଙ୍ଗଲରୁ ଉଦ୍ଧାର ହେବା ପରେ ଶିଶୁ କନ୍ୟାକୁ ବିକ୍ରି କରି ଦିଆଯାଇଥିଲା । ଏହି ଖବର ପାଇ ଅନୁଗୋଳ ଚାଇଲଡ…

କାର ଭିତରୁ ତୀର୍ଥଯାତ୍ରୀଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ – ୫୫ ନମ୍ବର ନୂତନ ଜାତୀୟ ରାଜପଥରେ କାର ମଧ୍ୟରୁ ତୀର୍ଥଯାତ୍ରୀଙ୍କ ମୃତଦେହ ଉଦ୍ଧାର । ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନିକଟ ଗଡସନ୍ତ୍ରୀ ପଞ୍ଚାୟତ…

ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର – ଟ୍ୟାଙ୍କରରେ ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡ଼ା- ଗୁରୁବାର ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ବାଲିପଶି ଛକ ନିକଟ ଜାତୀୟ ରାଜପଥ ୧୪୯ରେ ଭାରସାମ୍ୟ ହରାଇ ଏକ ପିଚୁ ବୋଝେଇ…

You cannot copy content of this page