ଅନୁଗୁଳ – ଅନୁଗୁଳ ସହରର ଯମୁନା ଅଟୋ ବର୍ଷ ଶେଷରେ ଏକ ସେଲ ଅଫର ଆଣିଛି ।

ଏହି ଅଫର ଅନୁଯାୟୀ ଏବେ ବାଜାଜ ଚେତକ ୦% ସୁଧ ଯୋଜନାରେ ଉପଲବ୍ଧ ଅଛି । ଏଥିପାଇଁ ଗ୍ରାହକଙ୍କୁ ୫୦% ରାଶି ପ୍ରଦାନ କରିବାକୁ ଥିବା ବେଳେ ବାକି ରାଶି ୧୨ଟି ସୁଧମୁ କ୍ତ କିସ୍ତିରେ ଦେବାକୁ ପଡିବ । ଏହି ଅଫରର ଅବଧି ବର୍ଷ ଶେଷ ପର୍ଯ୍ୟନ୍ତ ରହିଛି ବୋଲି ଯମୁନା ଅଟୋ ପକ୍ଷରୁ ଜଣା ଯାଇଛି ।

