ସହର ଉପକଣ୍ଠରୁ ବିଦେଶୀ ମଦ କାରଖାନା ଠାବ – ବିପୁଳ ମଦ ଜବତ
ଅନୁଗୁଳ – ଅନୁଗୁଳ ଥାନା ଶିକ୍ଷକପଡାରୁ ନକଲି ମଦ କାରଖାନା ଠାବ କରା ଯାଇଥିବା ବେଳେ ବିପୁଳ ପରିମାଣର ନକଲି ମଦ ଜବତ । ସୂଚନା ଅନୁସାରେ…
Angul Online Odia – Latest News, Breaking News, Odisha, Politics, Crime, Sports. Entertainment
Latest Local & National News | Politics and More on Angul
ଅନୁଗୁଳ – ଅନୁଗୁଳ ଥାନା ଶିକ୍ଷକପଡାରୁ ନକଲି ମଦ କାରଖାନା ଠାବ କରା ଯାଇଥିବା ବେଳେ ବିପୁଳ ପରିମାଣର ନକଲି ମଦ ଜବତ । ସୂଚନା ଅନୁସାରେ…
ଅନୁଗୁଳ – ଓଡ଼ିଶା ପଞ୍ଜୀକୃତ ଫାର୍ମାସିଷ୍ଟ ମହାସଂଘ ଅନୁଗୋଳ ଶାଖା ତରଫରୁ ଭୋଜନ ବାହାର ସମ୍ମିଳନୀ କକ୍ଷ ଠାରେ ବିଶ୍ଵ ଫାର୍ମାସିଷ୍ଟ ଦିବସ -୨୦୨୫ ପାଳିତ ହୋଇଯାଇଛି…
ଅନୁଗୁଳ – ଅନୁଗୁଳ ସହର ଶିକ୍ଷାକପଡ଼ାରେ ଥିବା ଇକୋ ପାର୍କ ଆଜି ଜିଲ୍ଲାପାଳ ଅବଦୁଲ ଅଖତାର ବୁଲି ଦେଖିଛନ୍ତି । ବିଗତ କିଛି ବର୍ଷ ହେଲା ଉଜୁଡି…
ତାଳଚେର – ଏନଟିପିସି ତାଳଚେର ଥର୍ମାଲର ଭାରୀଯାନ ଚଳାଚଳ ଯୋଗୁ ଥର୍ମାଲ ଆନନ୍ଦ ବଜାର ରାସ୍ତା ବିପଦ ପୂର୍ଣ୍ଣ ସହ ଘଣ୍ଟା ଘଣ୍ଟା ଧରି ୧୪୯ ଜାତୀୟ…
ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡାକୁ ନୂତନ ବ୍ଲକ କରିବା ପାଇଁ ବହୁ ଦିନରୁ ଦାବି ହୋଇ ଆସୁଛି । ଏନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ ମଧ୍ଯ…
ଅନୁଗୁଳ – ବେଆଇନ ବାଣ ଗଛିତ ରଖିଥିବା ବେପାରୀଙ୍କ ଉପରେ ଅନୁଗୁଳ ପୁଲିସର କଡା କାର୍ଯ୍ୟାନୁଷ୍ଠାନ । ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ାଉ କରି ପ୍ରାୟ…
ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରୁ ଅଭିନବ ଉପାୟରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଣ୍ଡା । ଏହି ଲୁଟ ଅଭିଯୋଗରେ ପୋଲିସ cctv…
ଅନୁଗୁଳ – ଶନିବାର ଦିନ ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ଏଜ ହତ୍ୟା ଘଟଣାରେ ହତ୍ୟାକାରୀ ବାପ ଓ ଦୁଇ ପୁଅଙ୍କୁ ଆଜୀବନ କାରାଦଣ୍ଡରେ…
ଅନୁଗୁଳ – ସାର ସମସ୍ୟା ଚାଷୀଙ୍କ ପିଛା ଛାଡ଼ୁନି । ସାରର ଅଭାବ ଯୋଗୁଁ ଚାଷ କାମରେ ପଛେଇ ଯାଇଛି ଚାଷୀ । ମୁଖ୍ୟତଃ ଏହି ସମୟରେ…
ଅନୁଗୁଳ – ପାରିବାରିକ କଳହରୁ ଦୁଇ ଛୁଆକୁ ବିଷ ଦେଲା ବାପା । ଗୁରୁତର ଅବସ୍ଥାରେ ଦୁଇ ନବାଳକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଗ୍ରାମବାସୀ…
ଅନୁଗୁଳ – ୫ମ ଶ୍ରେଣୀରେ ପଢ଼ୁଥିବା ୧୦ ବର୍ଷର ନାବାଳିକା ନିଖୋଜ ପରେ ନାଳ ଭିତରୁ ମିଳିଲା ମୃତଦେହ । ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ…
ଅନୁଗୁଳ – ଉତ୍କଟ ଶବ୍ଦ କରୁଥିବା ମୋଟରସାଇକେଲ ଚାଳକଙ୍କ ଉପରେ ପୁଲିସର କଠୋର କାର୍ଯ୍ୟାନୁଷ୍ଠାନ । ପୂର୍ବରୁ ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ଉତ୍କଟ ଶବ୍ଦ କଡୁଥିବା…
ଛେଣ୍ଡିପଦା – ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ। ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ପାତ୍ରପଡା ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି ।…
ଅନୁଗୁଳ – ଅନୁଗୁଳ ଶ୍ୟାମସୁନ୍ଦରପୁର ଗାଁରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ଜିଲ୍ଲା ପାଇଁ ଏକ ଲଜ୍ୟାଜନକ ଘଟଣା । ଗତ ଏକ ବର୍ଷ ମଧ୍ୟରେ…
ତାଳଚେର – ବ୍ରାଉନସୁଗାର ବିକ୍ରି କରିବାକୁ ଯାଉଥିବା ବେଳେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରିଛି ତାଳଚେର ଅବକାରୀ ବିଭାଗ । ମୋଟରସାଇକେଲରେ ବିକ୍ରି କରିବାକୁ…
You cannot copy content of this page