Blog

ଦମ୍ପତିଙ୍କୁ ତାଲା ପକାଇ ଟଙ୍କା ଲୁଟି ନେଲେ

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ସାପୋଇନାଳି ଗ୍ରାମ ବେହେରାସାହିରୁ ବିଳମ୍ୱିତ ରାତିରେ ଦାମ୍ପତିଙ୍କୁ ତାଲା ପକାଇ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା…

ମାମଲାର ୪୮ ଘଣ୍ଟା ଭିତରେ ୪ ସାଇବର ଲୁଟେରାଙ୍କୁ ବାନ୍ଧିଲା ପୁଲିସ – ଟଙ୍କା , ଏଟିଏମ କାର୍ଡ଼ ଜବତ

ଅନୁଗୁଳ – ସାଇବର ଲୁଟେରା ଠକିନେଲେ ଲକ୍ଷାଧିକ ଟଙ୍କା । ଥାନାରେ ଅଭିଯୋଗ ପରେ ୨୪ ଘଣ୍ଟା ମଧ୍ୟରେ କେଶ ଡିଟେକସନ କରିବା ସହ ୪୮ ଘଣ୍ଟା…

୨୧ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କଲା ଅବକାରୀ, ପୁଲିସ ଓ ବନବିଭାଗ

ଅନୁଗୁଳ – ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ, ପୁଲିସ ଓ ବନବିଭାଗ ପକ୍ଷରୁ ମିଳିତ ଭାବେ ଛେଣ୍ଡିପଦା ବ୍ଲକ ବକଳା ଗାଁରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର…

ବାଲି ଚୋରା ଚାଲାଣ ଚଢ଼ାଉ ବେଳେ ପୁଲିସକୁ ଆକ୍ରମଣ – ଘଟଣାରେ ଜଣେ ମହିଳାଙ୍କ ସମେତ ଦୁଇଜଣ ଗିରଫ

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ବେଆଇନ ବାଲି ଚୋରା ଚାଲାଣ ଚଢ଼ାଉ ବେଳେ ପୁଲିସକୁ ଆକ୍ରମଣ ହୋଇଛି । ଏହି ଘଟଣାରେ ପୁଲିସ…

ଫେରିଗଲା ୧୦ ଲକ୍ଷ ଟଙ୍କା – ନିଶା ମୁକ୍ତ ଭାରତ ଅଭିଯାନରେ ଟଙ୍କାଟିଏ ଖର୍ଚ୍ଚ କଲା ନାହିଁ ପ୍ରଶାସନ

ଅନୁଗୁଳ – ନିଶା ମୁକ୍ତ ଭାରତ ଅଭିଯାନରେ ଅନୁଗୁଳ ଜିଲ୍ଲା ଟଙ୍କାଟିଏ ଖର୍ଚ୍ଚ କରି ପାରିଲା ନାହିଁ । ଫଳରେ ସରକାର ଏହି ବାବଦକୁ ଦେଇ ଥିବା…

ପାର୍ଲିଆମେଣ୍ଟରେ ତାଳଚେର ସାର କାରଖାନାରେ କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ଦାବି କଲେ ସାଂସଦ ରୁଦ୍ର ନାରାୟଣ

ତାଳଚେର – ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ସଦାସର୍ବଦା ଶୁକ୍ରବାର ତାଳଚେର ସାର କାରଖାନା ପ୍ରସଙ୍ଗ ଉଥାପନ କରିଛନ୍ତି । ତାଳଚେର ସାର କାରଖାନା ୭୦…

ଅନ୍ୟ ଜାତିରେ ବିବାହ କରିଥିଲେ ବୋଲି , ୩୦ ଘଣ୍ଟା ପଡି ରହିଲା ମୃତଦେହ

ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନା ରାମପୁର ଗ୍ରାମର ପଣ୍ଡେଇ ଭୋଇଙ୍କର ମଙ୍ଗଳବାର ଦିନ ତାଙ୍କ ବାସଭବନରେ ପରଲୋକ ହୋଇ ଯାଇଥିଲା । ହେଲେ ସେ…

ସ୍ୱାଧୀନତା ଆନ୍ଦୋଳନରେ ସହିଦ ଓ ବିଶିଷ୍ଟ ବ୍ୟକ୍ତିଙ୍କ ନାମରେ ଡାକ ଟିକଟ ପ୍ରଚଳନ ପାଇଁ ପାର୍ଲିଆମେଣ୍ଟରେ ସାଂସଦଙ୍କ ଦାବୀ

ଅନୁଗୁଳ – ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଆଜି (ଗୁରୁବାର) ପାର୍ଲିଆମେଣ୍ଟରେ ସ୍ୱାଧୀନତା ସଂଗ୍ରାମରେ ସହିଦ ମାନଙ୍କ ନାମରେ ସ୍ମାରକୀ ଡାକ ଟିକଟ ପ୍ରଚଳନ ପାଇଁ…

ନୂତନ ଟି.ଭି.ଏସ. ଏଣ୍ଟରକ ୧୫୦ ସିସି ସ୍କୁଟରର ଶୁଭ ଉନ୍ମୋଚନ

ଅନୁଗୁଳ – ଟି.ଭି.ଏସ. ମୋଟର କମ୍ପାନୀ ତରଫରୁ ନିର୍ମିତ ନୂତନ ଟି.ଭି.ଏସ. ଏଣ୍ଟରକ ୧୫୦ ସି ସି  ସ୍କୁଟରର ଶୁଭ ଉନ୍ମୋଚନ ଉତ୍ସବ, କମ୍ପାନୀର ଅଧିକୃତ ବିକ୍ରେତା…

ସାଇବର ଲୁଟେରାଙ୍କ ଟାର୍ଗେଟରେ ତାଳଚେର କଲେଜ ଛାତ୍ରଛାତ୍ରୀ

ତାଳଚେର – ସାଇବର ଲୁଟେରାଙ୍କ ଟାର୍ଗେଟରେ ଏବେ କଲେଜ୍ ଛାତ୍ରଛାତ୍ରୀ । ଅଭିଭାବକଙ୍କୁ ଫୋନ୍ କରି କଲେଜ୍ ଅଧ୍ୟକ୍ଷଙ୍କ ପରିଚୟ ଦେଇ ମାଗୁଛନ୍ତି ଟଙ୍କା । ରି-ଆଡ଼ମିଶନ…

ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ହତ୍ୟା

ପାଲଲହଡା – ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ସିଆରିମାଳିଆ ଗ୍ରାମରେ ବିଭତ୍ସ ହତ୍ୟା । ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ଅତି ନିର୍ମମ ଭାବେ ହତ୍ୟା…

You cannot copy content of this page