Blog

ଶିକ୍ଷକ ପଦବୀ ପୂରଣ ଦାବିରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଅନୁଗୁଳ – ଅନୁଗୁଳ ବ୍ଲକ ଅନ୍ତର୍ଗତ ପୋକତୁଙ୍ଗା ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ଦାବିରେ ଆଜି ଶତାଧିକ ଛାତ୍ରଛାତ୍ରୀ ଏବଂ ଅଭିଭାବକ ବିଦ୍ୟାଳୟ ସମ୍ମୁଖରେ…

ଗୁରୁ-ଶିଷ୍ୟ ପରମ୍ପରାରେ କଳଙ୍କ – ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

ତାଳଚେର – ଅନୁଗୁଳ ତାଳଚେର ବିଜୁ ପଟ୍ଟନାୟକ ପ୍ରଶିକ୍ଷକ ତାଲିମ ଅନୁଷ୍ଠାନରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଆସିଛି । ପ୍ରଶିକ୍ଷକ ତାଲିମ ଅନୁଷ୍ଠାନର କେନ୍ଦ୍ର ପରିଚାଳକ ଫାଲଗୁନି…

ଟ୍ରକ ପଛରେ ପିଟିହେଲା ଟ୍ରାଭେଲର – ୭ ଜବାନ ଗୁରୁତର

ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ମୁଣ୍ଡାସାହିଠାରେ ଦୁର୍ଘଟଣାରେ ପ୍ରାୟ ୧୦ ଜଣ ଜବାନ ଆହତ ହୋଇଛନ୍ତି । ସେମାନଙ୍କ…

ବିଶୃଙ୍ଖଳିତ ଆଚରଣ ଦର୍ଶାଇ ଓକିଲଙ୍କୁ ସଂଘରୁ ନିଲମ୍ବନ

ଅନୁଗୁଳ – ଅନୁଗୁଳ ଓକିଲ ସଂଘର ସଦସ୍ୟ ଅନିରୁଦ୍ଧ ଦାସଙ୍କୁ ଓକିଲ ସଂଘରୁ ନିଲମ୍ବନ କରା ଯାଇଛି । ଓକିଲ ସଂଘ ବିରୋଧୀ ଓ ବିଶୃଙ୍ଖଳିତ କାର୍ଯ୍ୟ…

ଭାରତୀୟ ସୈନିକଙ୍କୁ ରାକ୍ଷୀ ପଠାଇଲେ ମହାବିଦ୍ୟାଳୟର ସମସ୍ତ ଛାତ୍ରୀ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଅଭିନବ ପ୍ରୟାସ । ଆଗକୁ ରାକ୍ଷୀ ପୂର୍ଣ୍ଣିମା ଆସୁଥିବା ବେଳେ ଭାରତୀୟ ସୈନିକଙ୍କୁ ପଠାଇଲେ…

ମାଇକ୍ରୋବାୟୋଲୋଜିଷ୍ଟଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଅନୁଗୁଳ –  ଅନୁଗୁଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ମାଇକ୍ରୋବାୟୋଲୋଜିଷ୍ଟ ପଦରେ ଥ‌ିବା ଡାକ୍ତର ସୁଶ୍ରୀ ଶାନ୍ତି ତ୍ରିପାଠୀଙ୍କ ଅନ୍ୟତ୍ର ବଦଳି ହୋଇଛି । ସେ ଏନ୍.ସି.ଡି.ସି. (NCDC), ନୂଆଦିଲ୍ଲୀରେ…

ଅବସରପ୍ରାପ୍ତ ଆର୍.ଆଇ.ଙ୍କୁ କାରାଦଣ୍ଡ

ଅନୁଗୁଳ – ୨୦୧୦ ମସିହାରେ ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ପାଲଲହଡା ଆର୍.ଆଇ. ଭାବେ କାର୍ଯ୍ୟରତ ଥିବା କୁମର ଜେନାଙ୍କୁ ଲାଞ୍ଚ ନେବା ଅଭିଯୋଗରେ କାରାଦଣ୍ଡାଦେଶ ।…

ନାବାଳିକା ଦୁଷ୍କର୍ମକାରିକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ,ବାପ ମା କୁ ୫ ବର୍ଷ ଜେଲଦଣ୍ଡ

ଅନୁଗୁଳ – ଅନୁଗୁଳ ମାନ୍ୟବର ଫାଷ୍ଟ ଟ୍ରାକ କୋର୍ଟ ଜଜ ଜଣେ ନାବାଳିକା ଦୁଷ୍କର୍ମ କାରିକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିବାବେଳେ ଏହି ଘଟଣା ରେ…

ଘର ମାଲିକ ଶୋଇଥିବା ବେଳେ କଳା କନା ବୁଲେଇଲେ ଦୁର୍ବୃତ୍ତ

ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ନୂଆମୌଜା ପଞ୍ଚାୟତ ଶରଧାପୁର ଗ୍ରାମର ତଳ ସାହିରେ ଘରେ ମାଲିକ ଶୋଇଥିବା ବେଳେ ଦୁର୍ବୃତ୍ତ କଳା କନା ବୁଲାଇଛନ୍ତି…

ସକାଳୁ ଗଡ଼ିଲା ନାହିଁ ବସ – ସନ୍ଧ୍ୟାରେ ପ୍ରଶାସନ ଦେଲା ପ୍ରତିଶୃତି

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଗୋଡିବନ୍ଧ ଠାରୁ ଵଅଁରପାଳ ପର୍ଯ୍ୟନ୍ତ ରାସ୍ତାର ଦୁରାବସ୍ଥାକୁ ନେଇ ଆଜି  ତାଳଚେର ବସ ମାଲିକ ସଙ୍ଘ ପକ୍ଷରୁ ଅନିର୍ଦିଷ୍ଟ କାଳ…

ଜଣେ ମହିଳା ସମେତ ୩ ଲୁଟେରା ଗିରଫ – ଏକ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ଗିଫ୍ଟ କାର୍ଡ କରିଥିଲେ ଲୁଟ

ତାଳଚେର – ତାଳଚେର ଗୋପାଳପ୍ରସାଦ ଥାନା କୁମୁଣ୍ଡା- କୋଶଳା ଜଙ୍ଗଲ ରାସ୍ତାରେ ଗତ ୨୬ ତାରିଖ ଦିନ ଅନନ୍ତ କୋଇଲା ଖଣିର ଭିପିଆର କମ୍ପାନୀର ଗିଫ୍ଟ କାର୍ଡ…