ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶଙ୍କ ଉଦ୍ୟମକୁ ଗୃହ ଓ ସହର ଉନ୍ନୟନ ବିଭାଗର ପ୍ରଶଂସା

ଅନୁଗୁଳ – ଓଡ଼ିଶା ସରକାରର ଗୃହ ଓ ସହର ଉନ୍ନୟନ ବିଭାଗ ଅନୁଗୁଳ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସତ୍ୟ ପ୍ରକାଶ ତ୍ରିପାଠୀଙ୍କ ମାନବିକ ଓ ସେବାମୂଖୀ…

ମହନୀୟ ଦୃଷ୍ଟାନ୍ତ – ଅବସରପ୍ରାପ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ନିର୍ବାହୀ ଅଧିକାରୀ

ମାନବିକତାର ମହନୀୟ ଦୃଷ୍ଟାନ୍ତ । ଉଚ୍ଚପଦସ୍ଥ ଅଧିକାରୀ ହୋଇ ବି ନାହିଁ ବାଛ ବିଚାର । ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଅବସର ପରେ ମାନପତ୍ର ସହ ଟ୍ରଫି…

ସ୍ୱଚ୍ଛ ସହର ଭାବେ ଅନୁଗୁଳ ଦେଶର ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ

ଅନୁଗୁଳ –  ନୂଆଦିଲ୍ଲୀ ଠାରେ ଅୟୋଜିତ ବାୟୁ ସର୍ବେକ୍ଷଣ ପୁରସ୍କାର ୨୦୨୫ ରେ ଅନୁଗୁଳ ପୈାରପାଳିକା ଦେଶରେ ୩ ଲକ୍ଷରୁ କମ୍ ଜନସଂଖ୍ୟା ବସବାସ କରୁଥିବା ସହର…

ଭାରତୀୟ ସୈନିକଙ୍କୁ ରାକ୍ଷୀ ପଠାଇଲେ ମହାବିଦ୍ୟାଳୟର ସମସ୍ତ ଛାତ୍ରୀ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଅଭିନବ ପ୍ରୟାସ । ଆଗକୁ ରାକ୍ଷୀ ପୂର୍ଣ୍ଣିମା ଆସୁଥିବା ବେଳେ ଭାରତୀୟ ସୈନିକଙ୍କୁ ପଠାଇଲେ…

ଆଇଆଇଏମ ମୁମ୍ବାଇ ପରାମର୍ଶଦାତା ଟିମର ପ୍ରସ୍ତାବିତ ଜମି ପରିଦର୍ଶନ

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର କତଡା ଠାରେ ପ୍ରସ୍ତାବିତ ସେଣ୍ଟର ଫର ଏକ୍ସଲେନ୍ସ ଇନିଷ୍ଟିଚୁଟ ଅଫ ଇଂଜିନିୟରିଂ ଏଣ୍ଡ ମ୍ୟାନେଜମେଣ୍ଟ କ୍ୟାମ୍ପସ ପାଇଁ IIM…

ଆଠମଲ୍ଲିକବାସୀଙ୍କ ଆଶା ହେଲା ପୂରଣ – କେନ୍ଦ୍ରୀୟ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କଲେ କେନ୍ଦ୍ରମନ୍ତ୍ରୀ

ଅନୁଗୁଳ – ଗୁରୁବାର ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଠାରେ କେନ୍ଦ୍ରୀୟ ବିଦ୍ୟାଳୟ, ଆଠମଲ୍ଲିକର ଅସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ କରିବା ସହ ଟାଙ୍ଗିଆନିଶା ଠାରେ ଏହାର ସ୍ଥାୟୀ କ୍ୟାମ୍ପସ…

ସମର୍ପଣ ଏକାଡେମୀର ସଫଳତା – ଦଶମରେ ଆଦିତ୍ୟ, ଦ୍ୱାଦଶରେ ଅଳକା ଶ୍ରେଷ୍ଠ

ଅନୁଗୁଳ – ସିବିଏସ୍‌ସି ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସମର୍ପଣ ଏକାଡେମୀକୁ ଅଭୂତପୂର୍ବ ସଫଳତା ମିଳିଛି। ଦଶମରେ ଶତ ପ୍ରତିଶତ ଫଳ ହୋଇଛି…

ବନ୍ତଳା ଦମକଳ କେନ୍ଦ୍ର ଅନୁଷ୍ଠାନିକ ଭାବେ କାର୍ଯ୍ୟକ୍ଷମ

ଅନୁଗୁଳ – ବହୁ ପ୍ରତୀକ୍ଷାର ଅନ୍ତ ଘଟି ଶେଷରେ ବନ୍ତଳା ଦମକଳ କେନ୍ଦ୍ର ଉଦଘାଟନ ହୋଇଛି । ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦ୍ଵାରା ଭିର୍ଟୁଆଲ(ଆଭାସୀ) ମାଧ୍ୟମରେ…

ଓ.ପି ଜିନ୍ଦଲ ସ୍କୁଲକୁ ମିଳିଲା ‘ଶିକ୍ଷା ଉତ୍କର୍ଷତା ପୁରସ୍କାର’-୨୦୨୫

ଅନୁଗୁଳ – ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଏବଂ ଅର୍ନ୍ତଭୁକ୍ତ ଶିକ୍ଷା ଦିଗରେ ପଦକ୍ଷେପ ପାଇଁ ଅନୁଗୁଳରେ ଅବସ୍ଥିତ ଓ.ପି ଜିନ୍ଦଲ ସ୍କୁଲକୁ ଏଜୁକେସନ ଏକ୍ସସେଲେନ୍ସ ଏମ୍ପାୱାରିଂ…

୨୦୨୭ ମସିହା ସେପ୍ଟେମ୍ବର ମାସ ସୁଦ୍ଧା କାର୍ଯ୍ୟକ୍ଷମ ହେବ NTPC TTPS

ଅନୁଗୁଳ – ୨୦୨୭ ମସିହା ସେପ୍ଟେମ୍ବର ମାସ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବନ୍ଦ ହୋଇ ଯାଇଥିବା NTPC TTPS ର ପ୍ରଥମ ୟୁନିଟ । ଏଥିପାଇଁ ପ୍ଲାଣ୍ଟର…

ଇଣ୍ଡିଆ ବୁକ ଅଫ ରେକର୍ଡ୍ସ ଆଚିଭର ଟାଇଟଲ ହାସଲ କଲେ କିନ୍ନର ଚିନ୍ମୟୀ

ଅନୁଗୁଳ – ଇଣ୍ଡିଆ ବୁକ ଅଫ ରେକର୍ଡ୍ସ ଆଚିଭର ଟାଇଟଲ ହାସଲ କଲେ କିନ୍ନର ଚିନ୍ମୟୀ । ଅପରିଚିତ ଲୋକଙ୍କ ମୃତଦେହ ସଂସ୍କାର କରିଥିବା ସମାଜସେବୀ ଚିନ୍ମୟୀଙ୍କୁ…

ଚାରୋଟି ଭ୍ରାମ୍ୟମାଣ ଫ୍ରିଜର ପ୍ରଦାନ କଲେ ବିଧାୟକ ବ୍ରଜ କିଶୋର

ଅନୁଗୁଳ – ଅନୁଗୁଳ ଜିଲ୍ଲାର ଡାକ୍ତରଖାନାରେ ମୃତ୍ୟୁବରଣ କରୁଥିବା ଲୋକ ହେଉ କିମ୍ବା ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ଶବ ସଂରକ୍ଷଣ କରିବା ଏବେ ଆହୁରି ସୁବ୍ୟବସ୍ଥିତ…

You cannot copy content of this page