ଅନୁଗୁଳ – ବିଶିଷ୍ଟ ସର୍ବୋଦୟ ନେତ୍ରୀ ତଥା ସମାଜସେବୀ କ୍ରିଷ୍ଣା ମହାନ୍ତି ୨୦୨୫ ମସିହାର ମର୍ଯ୍ୟାଦାଜନକ ‘ସରଳା ଦେବୀ ସ୍ମୃତି ସମ୍ମାନ’ ପାଇବାକୁ ମନୋନୀତ ହୋଇଛନ୍ତି । ସରଳା ଦେବୀ ସ୍ମୃତି ସଂସଦ ପକ୍ଷରୁ ଏହି ସମ୍ମାନ ଆଗାମୀ ୧୯ ତାରିଖ ମଙ୍ଗଳବାର ସନ୍ଧ୍ୟାରେ କଟକର ସାରଳା ଭବନ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଓ ପ୍ରଥିତଯଶା ଠାରେ ଲେଖକା ଲୌହମାନବୀ ସରଳା ଦେବ ଦବୀଙ୍କ ୧୨୧ତମ ଜୟନ୍ତୀ ସମାରୋହରେ ଶ୍ରୀମତୀ ମହାନ୍ତିଙ୍କୁ ପ୍ରଦାନ କରାଯିବ । ସାରସ୍ବତ ସେବା କ୍ଷେତ୍ରରେ କ୍ଷେତ୍ର ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ସାରସ୍ବତ ସାଧିକା ଅଧ୍ୟାପିକା ଡକ୍ଟର ମୌସୁମୀ ପରିଡ଼ାଙ୍କୁ ‘ସରଳା ଦେବୀ ସାରସ୍ବତ ସମ୍ମାନ’ ଦିଆଯିବ ବୋଲି ସଂସଦର ସମ୍ପାଦକ ଲକ୍ଷ୍ମୀପ୍ରକାଶ ମହାପାତ୍ର ସୂଚନା ଦେଇଛନ୍ତି।
କ୍ରିଷ୍ଣା ମହାନ୍ତି ପାଇବେ ସରଳା ଦେବୀ ସ୍ମୃତି ସମ୍ମାନ
