ଅନୁଗୁକ – ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆର ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡାରେ MEGA MONSOON OFFER ର ଶୁଭାରମ୍ଭ ହୋଇଛି । ଏହି MONSOON OFFER ରେ ବିଭିନ୍ନ ମଡେଲର ଗାଡ଼ିରେ discount ସହିତ ଆକର୍ଷଣୀୟ ଉପହାର ମଧ୍ୟ ରହିବ । ଯେପରି ହୋଣ୍ଡା Activa ଗାଡ଼ିରେ 4000 ଟଙ୍କା ର discount ଏବଂ ମୋଟରସାଇକେଲରେ ସବୁଠାରୁ ଅଧିକ ବିକ୍ରି ହେଉଥିବା model Unicorn,Sp125,SP160, ଏଵଂ HORNET 2.0 ରେ 9250 ଟଙ୍କା ମୂଲ୍ୟ ର ଆକର୍ଷଣୀୟ VIP TROLLEY BAG OFFER ରହିବ । ତା ସହିତ 5999 କମ୍ downpayent କମ୍ ସୁଧହାର ତା ସହିତ ଏକ୍ସଚେଞ୍ଜ ବୋନସ 3000 ଟଙ୍କା ମଧ୍ୟ ପାଇପାରିବେ । ଏହି ଅଫର୍ କ୍ୟାସ ଏବଂ ଫାଇନାନ୍ସ ରେ କ୍ରୟରେ ଉପଲବ୍ଧ । ଏହି ଅଫର୍ ପରସ୍ପର ଲାଭ ଉଠାଇବାକୁ ଲକ୍ଷ୍ମୀ ହୋଣ୍ଡା ସ୍ଵତାଧିକାରି ଶ୍ରୀ ବିକ୍ରମ ଅଗ୍ରୱାଲ ଗ୍ରାହକ ମାନେ ନିବେଦନ କରିଛନ୍ତି ଏବଂ ଭବିଷ୍ୟତ ରେ ଆହୁରି ଅତ୍ୟାଧୁନିକ ଗାଡ଼ି ସହିତ ଉତ୍ତମ ସେବା ଯୋଗାଇ ଦେବ ଆମର ପ୍ରଥମ ଲକ୍ଷ୍ୟ ବୋଲି କହିଛନ୍ତି । ଏହି ଅଫର୍ ସୀମିତ ସମୟ ପାଇଁ ଉପଲବ୍ଧ ସର୍ବିଶେଷ ବିବରଣୀ ପାଇଁ ଯୋଗାଯଗ କରନ୍ତୁ ଲକ୍ଷ୍ମୀ ହୋଣ୍ଡା ଅନୁଗୋଳ । PH-8908025000/8908045000
