ସ୍ୱାସ୍ଥ୍ୟ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଯୋଗଦାନ Angul OnlineSeptember 29, 2023September 29, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲ ମୁଖ୍ଯ ଚିକିତ୍ସାଳୟର ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ବଦଳି ପରେ ଶୁକ୍ରବାର ଡାକ୍ତର ନୁତନ ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀ ଭାବେ ଶିବାନନ୍ଦ ମହାନ୍ତୀ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଡାକ୍ତର ମହାନ୍ତୀ ପୁର୍ବରୁ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ସୁପରିଟେଣ୍ଡେଣ୍ଟ ଭାବେ କାର୍ଯ୍ୟରତ ଥିଲେ । ଆଜି ଅନୁଗୁଳ କାର୍ଯ୍ଯାଳୟ ଠାରେ ପହଂଚିବା ପରେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ କର୍ମଚାରୀ ଓ ଡାକ୍ତରଙ୍କ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହ ଡାକ୍ତର ତ୍ରିଲୋଚନ ପ୍ରଧାନ କାର୍ଯ୍ଯ ହସ୍ତାନ୍ତର କରିଥିଲେ । Advertisement
ଡେଙ୍ଗୁ ଆତଙ୍କ – ତୁରନ୍ତ ପଦକ୍ଷେପ ନେବା ପାଇଁ ପ୍ରଶାସନକୁ ଅନୁରୋଧ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଜଗନ୍ନାଥପୁର ପଞ୍ଚାୟତ ଅଧୀନସ୍ଥ ଏଫସିଆଇ ମୁଣ୍ଡା ହଟିଙ୍ଗରେ ଘରେ ଘରେ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ଆତଙ୍କ ଖେଳି…
୨ୟ ପର୍ଯ୍ୟାୟ ଟୀକାକରଣ – ଜିଲ୍ଲାପାଳ , ଡି.ଆଇ.ଜି. ଓ ଏସ.ପି. ନେଲେ ଟୀକା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କୋଭିଡ ଟିକା ୨ୟ ପାଳିର ପ୍ରଥମ ଦିବସରେ ଗୃହ , ନଗର ଉନ୍ନୟନ ବିଭାଗ ଓ ରାଜସ୍ବ ବିଭାଗ ବିଭାଗର ସର୍ବମୋଟ…
ଅନୁଗୁଳରୁ ରାଜ୍ୟର ୬ ପ୍ରତିଶତ ସକ୍ରୀୟ ଆକ୍ରାନ୍ତ ଅନୁଗୁଳ – ଓଡ଼ିଶା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ତଥ୍ୟ ଅନୁଯାୟୀ, ଓଡ଼ିଶାରେ ବୁଧବାର ସୁଦ୍ଧା ୯୯ହଜାର ୭୩୮ଜଣଙ୍କ କରୋନା…