ମୁଖ୍ୟ ଖବର ଟ୍ରେନରେ ଚଢିବା ବେଳେ ଗୋଡ଼ ଖସି ଜଣେ ମୃତ Angul OnlineMay 9, 2023May 9, 2023 ଅନୁଗୋଳ – ଟ୍ରେନରେ ଚଢିବା ବେଳେ ଗୋଡ଼ ଖସି ଯିବାରୁ ଟ୍ରେନ ଚକ ତଳେ ପଡି ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଘଟଣା ଅନୁଗୋଳ ଜିଲ୍ଲା ଥର୍ମାଲ ଷ୍ଟେସନରେ ଘଟିଛି ଘଟଣା । ସୂଚନା ଅନୁସାରେ TTPS ର କର୍ମଚାରୀ ମହମ୍ମଦ ଅଲ୍ଲୀ କୌଣସି କାମରେ ପୁରୀ ଆଡକୁ ଯିବା ପାଇଁ ଥର୍ମାଲ ଷ୍ଟେସନ ଠାରେ ଦୁର୍ଗ-ପୁରୀ ଟ୍ରେନରେ ଚଢୁଥିଲେ । ତେବେ ସେତିକିବେଳେ ତାଙ୍କ ଗୋଡ ଖସି ଯାଇଥିଲା । ସେ ଚଳନ୍ତା ଟ୍ରେନ ଚକ ତଳେ ପଡି ଯାଇଥିଲେ । ଟ୍ରେନ ତାଙ୍କ ଉପରେ ଚଢ଼ି ଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ରେଲୱେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି । Advertisement
କ୍ରିସ ହସପିଟାଲ ଉପରେ ସରକାରୀ ପ୍ରତିବନ୍ଧକ ଲଗାଇବା ସହ ରେଜିଷ୍ଟର ସିଜ କଲା ସ୍ୱାସ୍ଥ୍ୟ ବିଭାଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦାଠାରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଜିଲ୍ଲାପାଳଙ୍କ ନିର୍ଦେଶରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ କରାଯିବା ସହ ଓପିଡି ରେଜିଷ୍ଟର ସିଜ…
ବଦଳିଲେ ଦୁଇ ବିଡ଼ିଓ ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ମହକୁମା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଆଠମଲ୍ଲିକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ବଦଳି ହୋଇଛି । ଓଡିଶା ସରକାରଙ୍କ ପଞ୍ଚାୟତିରାଜ…
ବ୍ଯାଙ୍କରେ ଅଗ୍ନୀକାଣ୍ଡ – ଜଳିଗଲା କମ୍ପ୍ୟୁଟର ଓ ଜରୁରୀ କାଗଜପତ୍ର କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ବଜାରରେ ଥିବା ଆକ୍ସିସ ବ୍ୟାଙ୍କରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ବ୍ୟାପକ ସମ୍ପତି ପୋଡ଼ି ପାଉଁଶ…