ମୁଖ୍ୟ ଖବର କାର୍ଯ୍ୟରେ ଅବହେଳା ନେଇ ଶିକ୍ଷକ ନିଲମ୍ବିତ Angul OnlineMay 7, 2022May 7, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଶିମିଳିପାଳ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଚାଲିଥିବା ବେଳେ କାର୍ଯ୍ୟରେ ଅବହେଳା ନେଇ ଜଣେ ଶିକ୍ଷକ ନିଲମ୍ବିତ ହୋଇଛନ୍ତି । ସୂଚନା ଅନୁସାରେ ଶିମିଳିପାଳ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଦଶମ ପରୀକ୍ଷା ଚାଲିଥିଲା । ଏହି ପରୀକ୍ଷା ସମୟରେ ଅନୁଗୁଳ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର ପରିଦର୍ଶନରେ ଯାଇଥିଲେ । ସେହି ସମୟରେ ପରୀକ୍ଷା ପରିଚାଳନା ଦାୟିତ୍ବରେ ରହିଥିବା ଶିକ୍ଷକ ଟିକନ ଦେହୁରୀ ଅନୁପସ୍ଥିତ ରହିଥିଲେ । ଏ ନେଇ ଅତିରିକ୍ତ ଶିକ୍ଷଅଧିକାରୀଙ୍କ ରିପୋର୍ଟ ଅନୁଯାୟୀ ଶିକ୍ଷକ ଟିକନ ଦେହୁରୀ କାର୍ଯ୍ୟରେ ଅବହେଳା କରିଥିବା ନେଇ ନିଲମ୍ବିତ କରାଯାଇଛି । Advertisement
ଦୁର୍ଘଟଣାରେ ଛାତ୍ର ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ସିପିପି ଗେଟ୍ ନିକଟରେ ସୋମବାର ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ…
ରଖିଲେ ହରି ମାରିବ କିଏ – କୋଇଲା ଟ୍ରେନ ଭିତରେ ପୋତି ହୋଇଥବା ବେଳେ ଜଣେ ଉଦ୍ଧାର ତାଳଚେର – ରଖିଲେ ହରି ମାରିବା କିଏ ? ଏହାର ଜ୍ଵଳନ୍ତ ଉଦାହରଣ ଆଜି ଦେଖିବାକୁ ମିଳିଛି ଆଜି ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ । କୋଇଲା…
ନିଜେ ଚାଲିଗଲେ ,ହେଲେ ଅଙ୍ଗଦାନ କରି ଆଉ ତିନି ଜଣଙ୍କ ଜୀବନ ବଞ୍ଚାଇ ଦେଲେ ରିତେଶ ଅନୁଗୁଳ – ନିଜେ ଚାଲିଗଲେ , ହେଲେ ଆଉ ତିନି ଜଣଙ୍କ ଜୀବନ ବଞ୍ଚାଇଦେଲେ । ଅଙ୍ଗଦାନ କରି ଅମର ହୋଇଗଲେ ରିତେଶ । ହୋଲି ଦିନ…