ମୁଖ୍ୟ ଖବର ଜିଲ୍ଲାରେ ଦୁଇ ନୁଆଁ ଥାନା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ Angul OnlineJanuary 9, 2023January 9, 2023 ଅନୁଗୁଳ – ମଙ୍ଗଳବାର ମୁଖ୍ୟମନ୍ତ୍ରୀ ରାଜ୍ୟରେ ୩୦ଟି ନୂଆ ଥାନାର ଉଦଘାଟନ କରିଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଫାଣ୍ଡିକୁ ଥାନାର ମାନ୍ୟତା ଦେଇ ଭରଚୁଆଲ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୟରେ ମୁଖ୍ୟମନ୍ତ୍ରୀ ବଢ଼ୁଥିବା ସାଇବର କ୍ରାଇମକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଉଦଘାଟିତ ହୋଇଥିବା ନୂଆ ଥାନା ମଧ୍ୟରେ ଅନୁଗୁଳ ଜିଲ୍ଲାରେ ଦୁଇଟି ଥାନା ରହିଛି । ଛେଣ୍ଡିପଦା ଥାନା ଅଧୀନରେ ଥିବା ବାଗଡିଆ ଫାଣ୍ଡି ଓ ତାଳଚେର ଥାନା ଅଧୀନରେ ଥିବା ବଲରାମପ୍ରସାଦ ଫାଣ୍ଡିକୁ ଥାନାର ମାନ୍ୟତା ମିଳିଛି । ଏହି କ୍ରମରେ ବାଗଡ଼ିଆ ଥାନା ଅଧିକାରୀ ଭାବେ ମାନସ କୁମାର ମହାକୁଲଙ୍କୁ ଓ ଗୋପାଳପ୍ରସାଦ ଥାନା ଅଧିକାରୀ ଭାବେ ଦୁଷ୍ମନ୍ତ କୁମାର ସିଂଙ୍କୁ ଦାୟିତ୍ୱ ଦିଆ ଯାଉଛି । https://angulonline.com/odia/wp-content/uploads/2023/01/VID-20230109-WA0005.mp4 Advertisement
ପଞ୍ଜାବରୁ ଆସି କରୁଥିଲେ ଅପରାଧ – ମାରଣାସ୍ତ୍ର ସହ କାବୁ କଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ପୁଲିସ କବଜାରେ ପଞ୍ଜାବର ଦୁଇ ଅପରାଧୀ । ଯେଉଁମାନେ ଅନୁଗୁଳ ଜିଲାରେ ରହି ବିଭିନ୍ନ ପ୍ରକାର ଅପରାଧ ଘଟାଉ ଥିବା…
ନକଲି ତେଲ କାରଖାନା ଠାବ – ୪ ଜଣଙ୍କୁ ଅଟକ ରଖିବା ସହ ସିଲ ହେଲା ଫ୍ୟାକ୍ଟ୍ରି ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ମହକୁମାର ଅତି ନିକଟରେ ଏକ ନକଲି ପାମୋଲିନ ତେଲ କାରଖାନା ଠାବ କରାଯାଇଛି । ଆଜି ଅନୁଗୁଳ ପୋଲିସର ସ୍ପେସିଆଲ…
ପାଣିରେ ଦୁଇ କିଲୋମିଟର ଭାସିଗଲେ ଯୁବକ – ଉଦ୍ଧାର କଲେ ଗ୍ରାମବାସୀ ଅନୁଗୁଳ – ଲିଙ୍ଗରା ନାଳ ବଢ଼ି ପାଣିରେ ଭାସି ଯାଇଥିଲେ ଯୁବକ।ଉଦ୍ଧାର କଲେ ଗ୍ରାମବାସୀ । ଅନୁଗୁଳ ସହର ଦେଇ ଯାଇଥିବା ଲିଙ୍ଗରା ନାଳରେ , ଡେରଜାଙ୍ଗ…