ଆମ ଓଡିଶା ଫେରିଯିବ ବାଘୁଣୀ ସୁନ୍ଦରୀ Angul OnlineMarch 20, 2021March 20, 2021 ଅନୁଗୁଳ – ଅନୁଗୁଳ ସାତକୋଶିଆରେ ବନ୍ଦୀ ଜୀବନ କାଟୁଥିବା ବାଘୁଣୀ , ସୁନ୍ଦରୀ ମଧ୍ୟପ୍ରଦେଶ ଫେରିଯିବ । ସାତକୋଶିଆ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ଆସିଥିବା ବାଘୁଣୀ ପୁଣି ମଧ୍ୟପ୍ରଦେଶକୁ ଫେରାଇ ନେବାକୁ ମଧ୍ୟପ୍ରଦେଶରୁ ଏକ ୬ ଜଣିଆ ବିଶେଷଜ୍ଞ ଦଳ ସାତକୋଶିଆ ଅଭିମୁଖେ ଆସୁଛନ୍ତି । ଆସନ୍ତାକାଲି ଅପରାହ୍ନ ସୁଧା ଏହି ବିଶେଷଜ୍ଞ ଦଳ ଅନୁଗୁଳରେ ପହଞ୍ଚିବେ । ଏଠାରେ ସାତକୋଶିଆ ଅଧିକାରୀ ମାନଙ୍କ ସହ ଆଲୋଚନା ପରେ ରାଇଗୁଡା ଏନକ୍ଲୋଜରକୁ ଯାଇ ବାଘୁଣୀର ପରିସ୍ଥିତି ଅନୁଧ୍ୟାନ କରିବାର ଯୋଜନା ରହିଛି । ସ୍ଥିତି ପରଖିବା ପରେ ବାଘୁଣୀକୁ କାବୁ କରି ସ୍ଵତନ୍ତ୍ର ଗାଡିରେ କାହ୍ନା ଅଭୟାରଣ୍ୟର ଗରିଲା ଏନକ୍ଲୋଜରରେ ଛଡା ଯିବାର ଯୋଜନା ରହିଛି । Advertisement
ରାତି ସମୟରେ ଦେବସ୍ନାନ ପୂର୍ଣ୍ଣିମାକୁ ବିରୋଦ୍ଧ ଅନୁଗୁଳ – ଜଗନ୍ନାଥ ଭକ୍ତ ସାମାଜ ଓଡିଶା ଶାଖା ପକ୍ଷରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ହେବାକୁ ଥିବା ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଚଳିତ ବର୍ଷ ରାତି ସମୟରେ…
ମା’ ରାମଚଣ୍ଡୀ ଠାକୁରାଣୀଙ୍କ ବାର୍ଷିକ ଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଛେଣ୍ଡିପଦା-ଅନୁଗୁଳ ଜିଲା ଛେଣ୍ଡିପଦା ବ୍ଲକ୍ର କୋଶଳାର ଅଧିଷ୍ଠାତ୍ରୀ ଦେବୀ ମା’ରାମଚଣ୍ଡୀ ଠାକୁରାଣୀଙ୍କ ୫ ଦିନ ବ୍ୟାପି ପ୍ରସିଦ୍ଧ ବାର୍ଷିକ ଯାତ୍ରା,ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବୁଧବାର ଠାରୁ…
ମହାନ ଜନନାୟକ ନବକୃଷ୍ଣ ଚୌଧୁରୀଙ୍କର ଜୟନ୍ତୀ ପାଳିତ ଅନୁଗୁଳ – ଆଜି ପୂର୍ବାହ୍ନରେ ମହାନ ବିପ୍ଳବୀ , ସର୍ବୋଦୟ ନେତା , ବିଶିଷ୍ଟ ଜନନାୟକ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗୀୟ ନବକୃଷ୍ଣ ଚୌଧୁରୀଙ୍କର ଜିଲ୍ଲା…