ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ରୋଗୀ

ପାଲଲହଡା - ଅନୁଗୁଳ ଜିଲ୍ଲା  ପାଲଲହଡ଼ା ଉପଖଣ୍ଡ ସଦରମହକୁମା ଠାରୁ ମାତ୍ର ୪ କିମି ଦୂର ଏକ ଗାଁ କୁ ରାସ୍ତା ନଥିବାରୁ ଦେଢ କିଲୋମିଟର ରୋଗୀଙ୍କୁ ଖଟିଆରେ ବୁହା ହେବା ଭଳି ଲଜ୍ୟାଜନକ ଚିତ୍ର ସାମ୍ନାକୁ ଆସିଛି । ଗାଁ…

Continue Reading ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ରୋଗୀ

୬୬ ୟୁନିଟ ରକ୍ତ ସଂଗୃହିତ

ଅନୁଗୁଳ - ଅନୁଗୁଳ ଜିଲ୍ଲା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନଙ୍କ ନେତୃତ୍ଵରେ କରୋନା ମହାମାରୀ ସମୟରେ ବିଜୁ ଯୁବ ଜନତା ଦଳର ୨୯ ତମ ରକ୍ତଦାନ ଶିବୀର ଆୟୋଜିତ ହୋଇଯାଇଛି । ବିଜୁ ଯୁବ…

Continue Reading ୬୬ ୟୁନିଟ ରକ୍ତ ସଂଗୃହିତ

ବିୟର କ୍ୟାନରେ ପଶିଗଲା ଢାମଣା ସାପ

ଅନୁଗୁଳ - ବିୟର କ୍ୟାନରେ ପଶିଗଲା ଢାମଣା ସାପ । ଖବର ପାଇ ସ୍ନେକ ହେଲ୍ପ ଲାଇନର ସଦସ୍ୟ ପହଞ୍ଚି ସାପକୁ ଉଦ୍ଧାର କଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ଅନଗୁଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାଗଡ଼ିଆ ଗ୍ରାମରେ…

Continue Reading ବିୟର କ୍ୟାନରେ ପଶିଗଲା ଢାମଣା ସାପ

ପଣସ ଖାଇବାକୁ ଆସି ହାତୀ ମୃତ

ଅନୁଗୁଳ - ଅନୁଗୁଳ ଜିଲ୍ଲା ପୁରୁଣାଗଡ଼ ରେଞ୍ଜର ଜଗନ୍ନାଥପୁର ଗ୍ରାମ ଆମ୍ବ ତୋଟାରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି । ମୃତ ହାତୀର ବୟସ ୧୫ ବର୍ଷ ହୋଇଥିବା ଅନୁମାନ କରାଯାଉଛି । ପ୍ରକାଶ ଯେ ଆମ୍ବ ବଗିଚା ପାଇଁ…

Continue Reading ପଣସ ଖାଇବାକୁ ଆସି ହାତୀ ମୃତ

ବାପା-ମା ହାରିଗଲେ କରୋନା ଯୁଦ୍ଧରେ – ଜିତି ଗଲା ରାନୀ

ଅନୁଗୁଳ - ୧୪ ମାସର ଶିଶୁ ଉପରେ ଦଇବ ସାଜିଛି ଦାଉ । କରୋନାରେ ଆକ୍ରାନ୍ତ ହୋଇ ପରିବାରର ସମସ୍ତେ ଚାଲିଗଲେ ଆରପାରିକୁ । ସେପଟେ ମାମୁଁଘରେ ଆଶ୍ରୟ ନେଇଥିବା ବେଳେ ଅଜା, ଆଇଙ୍କ ସହ ମାମୁଁଘର ଲୋକେ ମଧ୍ୟ କରୋନାରେ…

Continue Reading ବାପା-ମା ହାରିଗଲେ କରୋନା ଯୁଦ୍ଧରେ – ଜିତି ଗଲା ରାନୀ

ଚୋରା କେନ୍ଦୁପତ୍ର ବୋଝେଇ କାର ଜବତ

କଣିହାଁ - ଅନୁଗୁଳ ଜିଲ୍ଲା କଣିହାଁ  ଥାନା କଂସମୁଣ୍ଡା ଗାଁ ନିକଟରୁ ଗତକାଲି ରାତିରେ  ଚୋରାକେନ୍ଦୁପତ୍ର ନେଇଯାଉଥିବା ଏକ  କାରକୁ ବନବିଭାଗ ଜବତ କରିଛି । ଘଟଣା ସ୍ଥଳରୁ ଚାଳକ ଫେରାର ହୋଇ ଯାଇଥିବା ଜଣା ପଡିଛି । ସୂଚନା ଅନୁସାରେ…

Continue Reading ଚୋରା କେନ୍ଦୁପତ୍ର ବୋଝେଇ କାର ଜବତ

ଦାଦାବଟି ମାଗି ୩ ଗିରଫ

ତାଳଚେର - ଅନୁଗୁଳ ଜିଲ୍ଲା ସମଲ ପୁଲିସ ଦାଦାବଟି ମାଗିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ କୁଲେଇ ଗାଁର ବାଜିଆ ମହାନ୍ତି , ଟୁଲୁ ମହାନ୍ତି ଏବଂ ସୁମନ୍ତ ମହାନ୍ତି । ସୂଚନା…

Continue Reading ଦାଦାବଟି ମାଗି ୩ ଗିରଫ

ପ୍ରେମିକାର ଫଟୋ ଓ ଭିଡଓ ଭାଇରାଲ୍ କରି ଯୁବକ ଗିରଫ

ଛେଣ୍ଡିପଦା - ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ଯୁବକ ତାଙ୍କ ପ୍ରେମିକାର ଭିଡିଓ ଓ ଫଟୋ ଭାଇରାଲ୍ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି । ସୂଚନା ଅନୁସାରେ ଛେଣ୍ଡିପଦା ଥାନା ପୁରୁଣାଗଡ଼ ଗାଁର ଶଶାଙ୍କ ଶେଖର ସାହୁଙ୍କର ଏହି…

Continue Reading ପ୍ରେମିକାର ଫଟୋ ଓ ଭିଡଓ ଭାଇରାଲ୍ କରି ଯୁବକ ଗିରଫ

୧୦ ଟଙ୍କା ରିଚାର୍ଜ କରି ହରାଇଲେ ୭୦ ହଜାର ଟଙ୍କା

ଅନୁଗୁଳ - ଅନୁଗୁଳ ଜିଲ୍ଲାରେ ପୁଣି ସାଇବର ଠକଙ୍କ ହାବୁଡରେ ପଡି ଜଣେ ବ୍ୟକ୍ତି ଆକାଉଣ୍ଟରୁ ତାଙ୍କ ହରାଇଛନ୍ତି । ସୂଚନା ଅନୁସାରେ କପ୍ତିପଦା , ଜୟଘୁଣ୍ଟିଆ ଅଞ୍ଚଳର ଦେବାଶିଷ ପ୍ରିୟଦର୍ଶୀ ବେହେରା ନାମକ ଜଣେ ବ୍ୟକ୍ତି ଟାଟା କମ୍ପାନୀରେ କାମ…

Continue Reading ୧୦ ଟଙ୍କା ରିଚାର୍ଜ କରି ହରାଇଲେ ୭୦ ହଜାର ଟଙ୍କା

କର୍ତ୍ତବ୍ୟ ବେଳେ ହୋମଗାର୍ଡଙ୍କ ମୃତ୍ୟୁ

ଅନୁଗୁଳ - ଅନୁଗୁଳ ଜିଲ୍ଲା ସଦର ମହକୁମାର ହୋମଗାର୍ଡ ଅଫିସରେ ରାତି ଡିୟୁଟି କରୁଥିବା ଜଣେ ୫୫ ବର୍ଷୀୟ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି । ମୃତକ ଶରଧା ପୁର ଗାଁର ଶ୍ରୀବତ୍ସ ସାହୁ । ସେ ପ୍ରତ୍ୟେକ ଦିନ ହୋମଗାର୍ଡ ଅଫିସର…

Continue Reading କର୍ତ୍ତବ୍ୟ ବେଳେ ହୋମଗାର୍ଡଙ୍କ ମୃତ୍ୟୁ

ଜମିବାଡି ବିବାଦକୁ ନେଇ ହତ୍ୟାକାଣ୍ଡ

କଣିହାଁ - ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ସଂସାମରା ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିବା ବେଳେ ଏଥିରେ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣଙ୍କ…

Continue Reading ଜମିବାଡି ବିବାଦକୁ ନେଇ ହତ୍ୟାକାଣ୍ଡ

ନାଳରେ ଭାସୁଛି ନବଜାତକର ମୃତଦେହ

ଛେଣ୍ଡିପଦା - ନାଳରେ ଭାସୁଛି ନବଜାତକର ମୃତଦେହ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡିଆ ଗ୍ରାମ ନିକଟ ଦେଇ ବହି ଯାଇଥିବା ବଡଯୋରା ନାଳରେ ଏକ ନବଜାତ ଶିଶୁ ପୁତ୍ରର ମୃତଦେହ ଭାସୁଥିବା ଆଜି ସନ୍ଧ୍ୟାରେ ସ୍ଥାନୀୟ ଲୋକ ଦେଖିବାକୁ…

Continue Reading ନାଳରେ ଭାସୁଛି ନବଜାତକର ମୃତଦେହ

ଚାଲିଗଲେ ପ୍ରଦୀପ – ଜଣେ ନିର୍ଭୀକ , ଦକ୍ଷ ଓ ପ୍ରତିଭାବାନ ସାମ୍ବାଦିକଙ୍କୁ ହରାଇଲା ଅନୁଗୁଳ

ଅନୁଗୁଳ - ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ପୁଣି ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲା ବଇଣ୍ଡା ଅଞ୍ଚଳର ସୁନାମଧନ୍ୟ ସାମ୍ବାଦିକ ପ୍ରଦୀପ ଘିୱାଲାଙ୍କର ଆଜି ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।…

Continue Reading ଚାଲିଗଲେ ପ୍ରଦୀପ – ଜଣେ ନିର୍ଭୀକ , ଦକ୍ଷ ଓ ପ୍ରତିଭାବାନ ସାମ୍ବାଦିକଙ୍କୁ ହରାଇଲା ଅନୁଗୁଳ

ଚୁମ୍ବକୀୟ ମଣିଷ – ଦେହରେ ଲାଗି ରହୁଛି ଲୁହା

ତାଳଚେର - କରୋନା ଟିକା ନେବା ପରେ ଶରୀରରେ ଚୁମ୍ବକୀୟ ଶକ୍ତି ବଢିଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଭିଡିଓ ଭାଇରାଲ ପରେ ଏବେ ଅନୁଗୁଳ ଜିଲ୍ଲାରେ ମଧ୍ୟ ଏଭଳି ଏକ ଘଟଣା ସାମନାକୁ ଆସିଛି । ଅନୁଗୁଳ ଜିଲା…

Continue Reading ଚୁମ୍ବକୀୟ ମଣିଷ – ଦେହରେ ଲାଗି ରହୁଛି ଲୁହା

୮୫ ପେଟି ମଦ ଜବତ – ଜଣେ ଗିରଫ

ଅନୁଗୁଳ - ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନୂଆହତା ପଞ୍ଚାୟତ ସ୍ଥିତ ପୁରୁଣା ମଦ କାଉଣ୍ଟର ନିକଟରୁ ୮୫ ପେଟି ବିଦେଶୀ ମଦ ଜବତ କରିଛି ବଅଁରପାଳ ପୂଲିସ । ଏହି ଜବତ ମଦ ଲକ୍ଷାଧିକ ଟଙ୍କାର ମୂଲ୍ୟ ବୋଲି ଜଣାପଡିଛି…

Continue Reading ୮୫ ପେଟି ମଦ ଜବତ – ଜଣେ ଗିରଫ