ଇନିସ୍ପେକ୍ଟର ସ୍ତରରେ ଅଦଳ ବଦଳ

  ଅନୁଗୋଳ - ରାଜ୍ୟ ପୁଲିସ ମୁଖ୍ୟ କାର୍ଯ୍ୟାଳୟରୁ ଶନିବାର ପୁଲିସ ଇନିସ୍ପେକ୍ଟର ସ୍ତରରେ ଏକ ଅଦଳ ବଦଳ ତାଲିକା ପ୍ରକାଶ କରାଯାଇଛି। ଏହି ତାଲିକା ଅନୁସାରେ ଅନୁଗୋଳ ଜିଲ୍ଲା ପୁଲିସରୁ ୧୪ ଜଣ ଇନିସ୍ପେକ୍ଟରଙ୍କୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବଦଳି…

Continue Reading ଇନିସ୍ପେକ୍ଟର ସ୍ତରରେ ଅଦଳ ବଦଳ

ପାଣିପମ୍ପ ଓ ସୁନା ଚୋରି ଅଭିଯୋଗରେ ୩ ଜଣ ଗିରଫ

  ଅନୁଗୁଳ - ଅନୁଗୁଳ ଟାଉନ୍ ପୁଲିସ ପାଣିପମ୍ପ ଓ ସୁନା ଗହଣା ଚୋରି ଅଭିଯୋଗରେ ଶନିବାର ୩ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ , ହାକିମପଡ଼ାର ପେସାଦାର ଅଭିଯୁକ୍ତ ଟଟ ଓରଫ ବସନ୍ତ ଗୋଚ୍ଛାୟତ(୩୦) ଗତ…

Continue Reading ପାଣିପମ୍ପ ଓ ସୁନା ଚୋରି ଅଭିଯୋଗରେ ୩ ଜଣ ଗିରଫ

୭୩୯ କେଜି ଗଞ୍ଜେଇ ପୋଡ଼ିଲା ପୁଲିସ

ଅନୁଗୁଳ - ଅନୁଗୁଳ ଜିଲ୍ଲା ପୁଲିସ ଓ ଅବକାରୀ ବିଭାଗରେ ଜବତ ହୋଇଥିବା ୭୩୯ କେଜି ଗଞ୍ଜେଇକୁ ପୋଡ଼ି ନଷ୍ଟ କରିଛି ଅନୁଗୁଳ ପୁଲିସ । ସୂଚନା ଅନୁସାରେ, ଜିଲ୍ଲାରେ ଅବକାରୀ ବିଭାଗ ଓ ପୁଲିସ ଦ୍ବାରା ବିଭିନ୍ନ ମାମଲାରେ ଜବତ…

Continue Reading ୭୩୯ କେଜି ଗଞ୍ଜେଇ ପୋଡ଼ିଲା ପୁଲିସ

କାର ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

  ଅନୁଗୋଳ - ଅନୁଗୋଳ ସଦର ଥାନା ଅନ୍ତର୍ଗତ ନତଡ଼ାଠାରେ ଏକ କାର ଧକ୍କାରେ ଶୁକ୍ରବାର ସକାଳେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ନତଡ଼ା ଗାଁର ଶମ୍ଭୁନାଥ ସାହୁ(୬୩) ଗାଇ ନେଇ ନତଡ଼ା ଡ଼ଅଁରା ରାସ୍ତାରେ ଯାଉଥିଲେ। ଏହି…

Continue Reading କାର ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

କୂଅରେ ପଡି ନାବାଳକ ମୃତ

  ଅନୁଗୋଳ - ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଟାସରା ଗାଁରେ ଗାଧେଇବାକୁ ଯାଇ କୂଅରେ ପଡି ଜଣେ ନାବାଳକର ମୃତ୍ୟୁ ହୋଇଛି । ମୃତ ନାବାଳକ ଜଣଙ୍କ କ୍ଷୀରୋଦ ସାହୁଙ୍କ ୧୦ ବର୍ଷର ପୁଅ ଶ୍ରୀୟାଂଶୁ ବୋଲି ଜଣା ପଡ଼ିଛି…

Continue Reading କୂଅରେ ପଡି ନାବାଳକ ମୃତ

ଟ୍ରକରୁ ବନ୍ଧୁକ ଦେଖାଇ ଲୁଟ ଉଦ୍ଯମ ବେଳେ କାବୁ କଲା ପୁଲିସ( ଭିଡିଓ )

  ଅନୁଗୋଳ - ରାଜପଥରେ ଯାଉଥିବା ଟ୍ରକକୁ ଅଟକାଉଥିଲା । ବନ୍ଧୁକ ଦେଖାଇ ଧମକ ଚମକ ଦେଇ ଲୁଟୁଥିଲା । ଖବର ପାଇ ମାଡି ବସିଲା ପୁଲିସ । ଏଭଳି ଘଟଣା ଅନୁଗୋଳ ଜିଲ୍ଲା ତାଳଚେର-ଗୋଡିବନ୍ଧ ଦେଇ ଯାଇଥିବା ଜାତୀୟ ରାଜପଥର…

Continue Reading ଟ୍ରକରୁ ବନ୍ଧୁକ ଦେଖାଇ ଲୁଟ ଉଦ୍ଯମ ବେଳେ କାବୁ କଲା ପୁଲିସ( ଭିଡିଓ )

ବଦଳିଲେ ଜିଲ୍ଲା ଶିକ୍ଷାଧିକାରୀ

  ଅନୁଗୋଳ - ଅନୁଗୋଳ ଜିଲ୍ଲା ଶିକ୍ଷାଧିକାରୀଙ୍କ ବଦଳି ହୋଇଛି । ଓଡିଶା ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ହୋଇଥିବା ବଦଳି ନିର୍ଦେଶ ଅନୁଯାୟୀ ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ସାହୁଙ୍କୁ ପ୍ରାଥମିକ ଶିକ୍ଷା ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଯୁଗ୍ମ…

Continue Reading ବଦଳିଲେ ଜିଲ୍ଲା ଶିକ୍ଷାଧିକାରୀ

କଣ୍ଟେନର ଧକ୍କାରେ ଶିକ୍ଷକ ମୃତ

  ପାଲଲହଡା - ଅନୁଗୋଳ ଜିଲ୍ଲା ପାଲଲହଡାର ଜଣେ ଶିକ୍ଷକ କୌଣସି କାର୍ଯ୍ୟରେ ପାଲଲହଡା ୪୯ ନମ୍ବର ଜାତୀୟ ରାଜପଥରେ କାଉଁସିରିପାଲି  ପଟ ରାସ୍ତାରେ ନିଜ ସ୍କୁଟିରେ  ଯାଉଥିବା ସମୟରେ ତାଙ୍କୁ ପଛରୁ ଏକ କଣ୍ଟେନର ଧକ୍କା ଦେବା ପରେ ଶିକ୍ଷକ…

Continue Reading କଣ୍ଟେନର ଧକ୍କାରେ ଶିକ୍ଷକ ମୃତ

ଅଜାଡିଲା , ଉଜାଡିଲା -ଗୁରୁବାର ସ୍କୁଲ ଓ ଅଙ୍ଗନୱାଡି ବନ୍ଦ

  ଅନୁଗୋଳ - ଗତ ୨୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଅନୁଗୋଳ ଜିଲ୍ଲାରେ ବର୍ଷା ଯୋଗୁଁ ଜିଲ୍ଲାର ସମସ୍ତ ଅଞ୍ଚଳ ଏକ ପ୍ରକାର ବେହାଲ ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାରେ ପ୍ରାୟ ୧୧୦୬ ମିମି ବର୍ଷା ହୋଇଥିବା ବେଳେ…

Continue Reading ଅଜାଡିଲା , ଉଜାଡିଲା -ଗୁରୁବାର ସ୍କୁଲ ଓ ଅଙ୍ଗନୱାଡି ବନ୍ଦ

ରାସ୍ତାରେ ବୁଲୁଥିବା ନାବାଳକକୁ ଉଦ୍ଧାର କଲେ ଶିଶୁ ସୁରକ୍ଷା ଅଧିକାରୀ

  ଅନୁଗୋଳ - ଅନୁଗୋଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା ରାସ୍ତାରେ ଗଲା ବେଳେ ଜଣେ ନାବାଳକକୁ ଉଦ୍ଧାର କରି ଶିଶୁ ମଙ୍ଗଳ ବିଭାଗକୁ ହସ୍ତାନ୍ତର କରିଛନ୍ତି । ସୂଚନା ଅନୁସାରେ ଶିଶୁ ସୁରକ୍ଷା ଅଧିକାରୀ ଆଜି…

Continue Reading ରାସ୍ତାରେ ବୁଲୁଥିବା ନାବାଳକକୁ ଉଦ୍ଧାର କଲେ ଶିଶୁ ସୁରକ୍ଷା ଅଧିକାରୀ

ଓଡ଼ିଶା ସିଭିଲ ସର୍ଭିସ୍‌ ପରୀକ୍ଷାରେ ଜିଲ୍ଲାର ଛାତ୍ର ଛାତ୍ରୀଙ୍କ ସଫଳତା

  ଅନୁଗୋଳ - ଓପିଏସ୍‌ସି ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ୍‌ ପରୀକ୍ଷାରେ ଅନୁଗୋଳ ଜିଲ୍ଲାର ଅନେକ ଝିଅ ଓ ପୁଅଣ୍କୁ ସଫଳତା ମିଳିଛି । ଶିମିଳିପଡାର ଆଶାଜ୍ୟୋତି ସାହୁ ୬୨ ରାଙ୍କ ରଖି ସଫଳତା ହାସଲ କରିଛନ୍ତି । ବାପା ଦିକାକର…

Continue Reading ଓଡ଼ିଶା ସିଭିଲ ସର୍ଭିସ୍‌ ପରୀକ୍ଷାରେ ଜିଲ୍ଲାର ଛାତ୍ର ଛାତ୍ରୀଙ୍କ ସଫଳତା

ଓଡ଼ିଶା ସିଭିଲ ସର୍ଭିସ ରେଜଲ୍ଟରେ ୬୨ ରାଙ୍କ ରଖିଲେ ଅନୁଗୋଳର ଆଶାଜ୍ଯୋତି

  ଅନୁଗୋଳ - ସଦ୍ୟ ପ୍ରକାଶିତ ଓଏଏସ ପରୀକ୍ଷାରେ ଅନୁଗୋଳ ସହର ଶିମିଳିପଡାର ଆଶାଜ୍ୟୋତି ସାହୁ ୬୨ ରାଙ୍କ ରଖି ସଫଳତା ହାସଲ କରିଛନ୍ତି । ବାପା ଦିକାକର ସାହୁ ରାଉରକେଲାରେ ବ୍ଯବସାୟ କରୁଥିବା ବେଳେ ମା ସୁଜାତା ରାଣି ପାଣିଗ୍ରାହି…

Continue Reading ଓଡ଼ିଶା ସିଭିଲ ସର୍ଭିସ ରେଜଲ୍ଟରେ ୬୨ ରାଙ୍କ ରଖିଲେ ଅନୁଗୋଳର ଆଶାଜ୍ଯୋତି

ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ଯୁ ହୋଇଥିବା ବେଳେ ସାତ ଗୋରୁଙ୍କ ମଧ୍ଯ ମୃତ

  ଅନୁଗୋଳ - ଅନୁଗୋଳ ଜିଲ୍ଲାରେ ଆଜି ଭିନ୍ନ ଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ଦୁଇ ଜଣଙ୍କ ମୃତ୍ଯୁ ହୋଇଥିବା ବେଳେ ସାତ ଗୋରୁଙ୍କ ମଧ୍ଯ ମୃତ୍ଯୁ ହୋଇଛି । ବଅଁରପାଳ ବ୍ଲକ ତଳମୂଳ ଶାସନ ପଞ୍ଚାୟତ ନାଉପାଳ ଠାରେ ଏକ…

Continue Reading ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ଯୁ ହୋଇଥିବା ବେଳେ ସାତ ଗୋରୁଙ୍କ ମଧ୍ଯ ମୃତ

ନାବାଳକ ହତ୍ଯା ଘଟଣା – ମହିଳାଙ୍କ ସମେତ ୩ ପୁଅ ଗିରଫ

  ଅନୁଗୋଳ - ଅନୁଗୋଳ ଜିଲ୍ଲା ସୁବର୍ଣ୍ଣପୁର ଗାଁର ନାବାଳକ ସଞ୍ଜିତ ବିଶ୍ବାଳକୁ ହତ୍ଯା ଅଭିଯୋଗରେ ଅନୁଗୋଳ ପୁଲିସ ଜଣେ ମହିଳାଙ୍କ ସମେତ ମୋଟ୍‌ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଆଠମଲ୍ଲିକ…

Continue Reading ନାବାଳକ ହତ୍ଯା ଘଟଣା – ମହିଳାଙ୍କ ସମେତ ୩ ପୁଅ ଗିରଫ

ସାତକୋଶିଆରେ ଘଡ଼ିଆଳର ମୃତ୍ୟୁ

  ଅନୁଗୋଳ - ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ବିଲୁପ୍ତ ପ୍ରାୟ ଘଡ଼ିଆଳ ପ୍ରଜାତିର କୁମ୍ଭୀରର ସାତକୋଶିଆ ମହାନଦୀ ଗଣ୍ଡରେ ମୃତ୍ୟୁ ହୋଇଛି । ଗତକାଲି ସନ୍ଧ୍ୟାରେ ମଝିପଡା ନାଳରେ କୁମ୍ଭୀରର ମଲା ଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ…

Continue Reading ସାତକୋଶିଆରେ ଘଡ଼ିଆଳର ମୃତ୍ୟୁ