ମୁଖ୍ୟ ଖବର ଲୋକାର୍ପିତ ହେଲା ବ୍ଲାକ ଡାଇମଣ୍ଡ Angul OnlineDecember 8, 2023December 8, 2023 ଅନୁଗୁଳ – ଅନେକ ଦିନର ଅପେକ୍ଷା ପରେ ଅନୁଗୁଳର ବ୍ଲାକ ଡାଇମଣ୍ଡ ଆଜି ଲୋକାର୍ପିତ ହୋଇ ଯାଇଛି । ଆଜି ମୁଖ୍ଯମନ୍ତ୍ରୀ ନବିନ ପଟ୍ଟନାୟକ ତାଳଚେର ଠାରେ ପବିତ୍ର ମୋହନ ପ୍ରଧାନ ସରକାରୀ ଡାକ୍ତରଖାନାକୁ ଉଦଘାଟନ କରିବା ଅବସରରେ ଏହି ୱାର୍ଲ୍ଡ କ୍ଲାସ ଲାଇବ୍ରେରି ବ୍ଲାକ ଡାଇମଣ୍ଡକୁ ମଧ୍ଯ ଲୋକାର୍ପିତ କରିଥିଲେ । ଯାହାକି ଖୁବ ଶିଘ୍ର ସାଧାରଣ ଲୋକଙ୍କ ପାଇଁ ମଧ୍ଯ ଖୋଲାଯିବ ବୋଲି ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି । ଏହା ସହ ମୁଖ୍ଯମନ୍ତ୍ରୀ ଅନୁଗୁଳ ମେଡ଼ିକାଲ ଭିତରେ DIC , ବିଭିନ୍ନ ସ୍କୁଲରେ ୫୦୦ ଟି ଅତ୍ୟାଧୁନିକ କ୍ଳାସରୁମ ସହ ବଅଁରପାଳ ଠାରେ ଆଦର୍ଶ ବିଦ୍ୟାଳୟ ଭଳି ଅନେକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି । Advertisement
କରୋନା ମୃତ୍ୟୁରେ ୧ନମ୍ବର ଅନୁଗୁଳ ଅନୁଗୁଳ – ରବିବାର ମଧ୍ୟ ଅନୁଗୁଳ ଜିଲ୍ଲାର ୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା…
ଅଧିଆ ପଡିଥିବା ନାବାଳକ ମୃତ ଅନୁଗୁଳ – ଠାକୁରଙ୍କ ପାଖରେ ଅଧିଆ ପଡିଥିବା ବେଳେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ବନ୍ତଳା ଥାନା ପୋକତୁଙ୍ଗା କୃଷ୍ଣଗୁରୁ ମନ୍ଦିରରେ…
ମହିଳାଙ୍କ ବେକରୁ ଚେନ ଛିଣ୍ଡାଇ ପଳାଉଥିଲେ – ଗାଁ ଲୋକଙ୍କ ହାତରେ ଧରା ପଡି ଛେଚା ଖାଇଲେ ଜରପଡା – (ANGUL ONLINE)- ଅନୁଗୁଳ ଜିଲ୍ଲା ଜରପଡା ଥାନା ଜରପଡା ଗାଁ ଭିତରୁ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ଦୁଇ ଜଣ ଦୁର୍ବୃତ୍ତ…