ମୁଖ୍ୟ ଖବର କୋର୍ଟ ପରିସର କଣ୍ଟେନମେଣ୍ଟ ଜୋନ Angul OnlineJanuary 16, 2022January 17, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା କୋର୍ଟ ପରିସରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଜିଲ୍ଲାରେ କରୋନା ସଂକ୍ରମଣ ଦୃତ ଗତିରେ ବଢୁଥିବା ବେଳେ ଅନୁଗୁଳ କୋର୍ଟରୁ ୧୨ ଜଣ ସଂକ୍ରମିତ ହୋଇଥିବା ଓକିଲ ସଂଘ ସଭାପତି ଦିଲୀପ ସାହୁ ପ୍ରକାଶ କରିଛନ୍ତି । ଏହି କାରଣରୁ ଜନସାଧାରଣଙ୍କ ନିରାପତ୍ତା ଦୃଷ୍ଟିରୁ ଜାନୁୟାରୀ ୧୭ ତାରିଖରୁ ୩୧ ତାରିଖ ସକାଳ ୫ ଟା ଯାଏ ଜିଲ୍ଲା କୋର୍ଟ ପରିସରକୁ କଣ୍ଟେନ୍ ମେଣ୍ଟ ଜୋନ୍ ଘୋଷିତ କରାଯାଇଛି । ଏ ନେଇ ଉପଜିଲ୍ଲାପାଳ ବାସୁଦେବ ଶତପଥି ଜିଲ୍ଲା ଜଜଙ୍କୁ ଚିଠି ଲେଖି ଜଣାଇଛନ୍ତି । Advertisement
ପଞ୍ଚଭୂତରେ ବିଲୀନ ହେଲେ ବୀର ଯବାନ ରାଣା ପ୍ରତାପ (ଫଟୋ) ଅନୁଗୁଳ – ଦେଶ ମାତୃକାର ସେବା ପାଇଁ ପଣ କରିଥିଲେ । ସେଇ ପଣରେ ପ୍ରାଣ ବଳି ଦେଇଦେଲେ । ଶେଷରେ ଆଜି (ଶନିବାର) ଅପରାହ୍ନରେ ପଞ୍ଚଭୂତରେ…
ଅଗ୍ନିକାଣ୍ଡରେ ୫ ବଖରା ଘର ଭସ୍ମୀଭୂତ – ୨ ଆହତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବରସାହି ଗାଁରେ ବିଦ୍ୟୁତ ସର୍ଟ ସର୍କିଟ ହେବା ଫଳରେ ଅଗ୍ନିକାଣ୍ଡ ଘଟି ତିନି ବଖରାଘର ପୋଡି ପାଉଁଶ ହୋଇଯାଇଛି…
ନାବଳିକାକୁ ଦୁଷ୍କର୍ମ ମାମଲାରେ ସୁବୁକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବହୁ ଚର୍ଚ୍ଚିତ ବସଷ୍ଟାଣ୍ଡ ନିକଟରେ ଘଟିଥିବା ନାବାଳିଆ ଦୁଷ୍କର୍ମ ମାମଲାରେ ଶୁଭ୍ରାଂଶୁ ପଟ୍ଟନାୟକ ( ସୁବୁ)କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ମାନ୍ୟବର…