ଖେଳ ଓ ଖେଳାଳି ବସଲା ମା ଦକ୍ଷିଣକାଳୀ ଦିନିକିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ Angul OnlineSeptember 20, 2021September 20, 2021 ଅନୁଗୁଳ – ଦୀର୍ଘ ୩୩ ବର୍ଷ ପରେ ବସଲା ରେ ହେଲା ଫୁଟବଲ ଟୁର୍ଣ୍ଣାମେଣ୍ଟ ଏହି ଟୁର୍ଣ୍ଣାମେଣ୍ଟ ରେ ୬ ଟି ଦଳ ଭାଗ ନେଇଥିଲେ । ୬ ଟି ଦଳ ମଧ୍ୟ ରୁ ଶିମିଳିଚୁଁଇ ଓ ତଳମୂଳ ମଧ୍ୟରେ ଫାଇନାଲ ହୋଇଥିଲା । ଏହି ମ୍ୟାଚ ରେ ତଳମୂଳ ୫-୦ ରେ ରହି ବିଜେତା ହେଲା । ଆଜିର ମ୍ୟାଚ ରେ ମୂଖ୍ୟ ଅତିଥି ଭାବରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବରେ ଆଇନଜୀବୀ ପ୍ରଦୀପ ଦେବତା, ଗ୍ରାମ ସଭାପତି ଦିଲୀପ ସାହୁ, ସମ୍ପାଦକ ରବି ନାରାୟଣ ବେହେରା, ଯୁବ ନେତା ଚନ୍ଦନ କୁମାର ସାହୁ ଯୋଗଦାନ କରି ପୁରସ୍କାର ବିତରଣ କରିଥିଲେ । କମିଟି ର ସଦସ୍ୟ ବିଦ୍ୟାଧର ବେହେରା, କିଷାନ ବେହେରା, ତୁଷାର ବେହେରା, ପ୍ରଭାକର ସାହୁ,ସିପୁନ ପଳାଇ, ମକରା ବେହେରା, ଦୀପକ ବେହେରା, ମନୋଜ ବେହେରା ପ୍ରମୁଖ ସହଯୋଗ କରିଥିଲେ । Advertisement
୧୧ ତମ ତୁରଙ୍ଗ କପ ଫୁଟବଲ ଟୁର୍ଣାମେଣ୍ଟ ଅନୁଗୁଳ – ଅନୁଗୁଳ ଜିଲ୍ଲା ତୁରଙ୍ଗର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ୧୧ ତମ ତୁରଙ୍ଗ କପ ଫୁଟବଲ ଟୁର୍ଣାମେଣ୍ଟର ଉଦଘାଟନ ହୋଇଥିଲା । ଉଦଘାଟନି…
୧୪ ତାରିଖରୁ ୨୮ତମ ଆନ୍ତଃଜିଲା ଓ ରାଜ୍ୟ ଟେବୁଲ ଟେନିସ ଚମ୍ପିଆନ୍ସିପ୍ – ୨୦୨୨ ଅନୁଗୁଳ – ଅନୁଗୁଳରେ ୨୮ତମ ଆନ୍ତଃଜିଲା ଓ ରାଜ୍ୟ ଟେବୁଲ ଟେନିସ ଚମ୍ପିଆନ୍ସିପ୍ – ୨୦୨୨ ଅନୁଷ୍ଠିତ ହେବ । ଏହି ଚମ୍ପିଆନ୍ସିପ ଚଳିତମାସ ୧୪ରୁ ୧୭…
ଅନୁଗୁଳ ମୋ ଖେଳର ଏନ୍ତୁଡିଶାଳ – ପ୍ରମୋଦ ଭଗତ ନାଲକୋନଗର – ଟୋକିଓ ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ନାଲକୋ ନଗର…