ଖେଳ ଓ ଖେଳାଳି ବସଲା ମା ଦକ୍ଷିଣକାଳୀ ଦିନିକିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ Angul OnlineSeptember 20, 2021September 20, 2021 ଅନୁଗୁଳ – ଦୀର୍ଘ ୩୩ ବର୍ଷ ପରେ ବସଲା ରେ ହେଲା ଫୁଟବଲ ଟୁର୍ଣ୍ଣାମେଣ୍ଟ ଏହି ଟୁର୍ଣ୍ଣାମେଣ୍ଟ ରେ ୬ ଟି ଦଳ ଭାଗ ନେଇଥିଲେ । ୬ ଟି ଦଳ ମଧ୍ୟ ରୁ ଶିମିଳିଚୁଁଇ ଓ ତଳମୂଳ ମଧ୍ୟରେ ଫାଇନାଲ ହୋଇଥିଲା । ଏହି ମ୍ୟାଚ ରେ ତଳମୂଳ ୫-୦ ରେ ରହି ବିଜେତା ହେଲା । ଆଜିର ମ୍ୟାଚ ରେ ମୂଖ୍ୟ ଅତିଥି ଭାବରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବରେ ଆଇନଜୀବୀ ପ୍ରଦୀପ ଦେବତା, ଗ୍ରାମ ସଭାପତି ଦିଲୀପ ସାହୁ, ସମ୍ପାଦକ ରବି ନାରାୟଣ ବେହେରା, ଯୁବ ନେତା ଚନ୍ଦନ କୁମାର ସାହୁ ଯୋଗଦାନ କରି ପୁରସ୍କାର ବିତରଣ କରିଥିଲେ । କମିଟି ର ସଦସ୍ୟ ବିଦ୍ୟାଧର ବେହେରା, କିଷାନ ବେହେରା, ତୁଷାର ବେହେରା, ପ୍ରଭାକର ସାହୁ,ସିପୁନ ପଳାଇ, ମକରା ବେହେରା, ଦୀପକ ବେହେରା, ମନୋଜ ବେହେରା ପ୍ରମୁଖ ସହଯୋଗ କରିଥିଲେ । Advertisement
ସର୍ବଭାରତୀୟ ବନ୍ଧୁକ ଚାଳନା ପ୍ରତିଯୋଗିତା – ତନିଷ୍କାଙ୍କ ସଫଳତା ତାଳଚେର – ପଶ୍ଚିମବଙ୍ଗର ଆସାନସୋଲଠାରେ ଚାଲିଥିବା ତିନିଦିନିଆ ସର୍ବଭାରତୀୟ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ତାଳଚେରର ଝିଅ ତନିଷ୍ଠା ସାମନ୍ତ ସଫଳତା ପାଇ ରାଜ୍ୟବାସୀଙ୍କ ପାଇଁ ସୁନାମ ଆଣିଛନ୍ତି…
ଅନୁଗୁଳ ଭଲିବଲ କପ୍ – ଭୁବନେଶ୍ୱରକୁ ହରାଇ ଭଦ୍ରକ ଚମ୍ପିୟାନ ଅନୁଗୁଳ – ଅନୁଗୁଳ ବାସନ୍ତୀ ଭଲିବଲ ଟ୍ରଷ୍ଟ ପକ୍ଷରୁ ଏକ ତିନି ଦିନିଆ ଭଳିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି । ୫ ତାରିଖ ଆରମ୍ଭ ହୋଇଥିବା…
ଫୁଟବଲ ଆସୋସିଏସନ ପକ୍ଷରୁ ହେବ ଗ୍ରାମାଞ୍ଚଳ ଫୁଟବଲ ଲିଗ ଅନୁଗୁଳ – ଅନୁଗୁଳ ଫୁଟବଲ ଆସୋସିଏସନର ପକ୍ଷରୁ ଗ୍ରାମାଞ୍ଚଳ ଫୁଟବଲ ଲିଗ ସଫଳ ଭାବେ କରାଯିବା ଉଦ୍ଦେଶ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି ।…