ବାଣିଜ୍ୟ ହୋଣ୍ଡା ଆକ୍ଟିଭା ଇଲେକ୍ଟ୍ରିକ୍ ସ୍କୁଟର ପ୍ରଥମ ଟିଜର Angul OnlineNovember 13, 2024November 13, 2024 ଅନୁଗୁଳ – ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ ଏହାର ବହୁ ପ୍ରତୀକ୍ଷିତ ଇଲେକ୍ଟ୍ରିକ୍ ସ୍କୁଟର ପାଇଁ ଏକ ରୋମାଞ୍ଚକର ନୂଆ ଟିଜର ଉନ୍ମୋଚନ କରିଛି । ଯାହା ଆକ୍ଟିଭା ଇଲେକ୍ଟ୍ରିକ୍ କିମ୍ବା eActiva ନାମରେ ନାମିତ ହେବ ବୋଲି ଆଶା କରାଯାଉଛି । ଏହି ଟିଜର, ଏଲଇଡି ହେଡଲାଇଟ୍ କୁ ଆଲୋକିତ କରି ଏକ ଆଧୁନିକ ଏବଂ ବିଶୋଧିତ ଡିଜାଇନ୍ ଆଭିମୁଖ୍ୟକୁ ସୂଚିତ କରୁଛି । ନଭେମ୍ବର 27, 2024 ରେ ଅଫିସିଆଲ୍ ଭାବେ ଏହି ଦୁଇ ଚ୍କିଆ ଜାନ ଲଞ୍ଚ୍ ହୋଇପାରେ । ଏହା ଭାରତୀୟ ବୈଦ୍ୟୁତିକ ଦୁଇ ଚକିଆ ବଜାରରେ ହୋଣ୍ଡାର ମହତ୍ପୂର୍ଣ୍ଣ ପଦକ୍ଷେପ ଅଟେ । ହୋଣ୍ଡାର ଆଗାମୀ ବୈଦ୍ୟୁତିକ ଗାଡି , ସମାନ ସ୍ତରର ବିଶ୍ୱାସ, କାର୍ଯ୍ୟଦକ୍ଷତା ଏବଂ ନିର୍ଭରଯୋଗ୍ୟତା ଆଣିବ ବୋଲି ଆଶା ରଖା ଯାଇଛି । Advertisement
ସିଦ୍ଧି ଲଷ୍ମୀ ମୋଟର୍ସ ରେ XUV7XO ର ବଜ଼ାର ପ୍ରବେଶ ଅନୁଗୁଳ – Mahindra & Mahindra ର ଅଧିକୃତ ବିକ୍ରେତା ସିଦ୍ଧି ଲଷ୍ମୀ ମୋଟର୍ସ ଠାରେ ମହିନ୍ଦ୍ରାର ବହୁ ପ୍ରତିକ୍ଷିତ XUV 7XO ର ବଜ଼ାର ପ୍ରବେଶ…
ଆଇସିକ୍ୟୁସିସି ୨୨ – ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ୫ଟି ସ୍ଵର୍ଣ ପଦକ ହାସଲ ଅନୁଗୁଳ – ଇଣ୍ଡୋନେସିଆର ଜାକର୍ତାଠାରେ ଅନୁଷ୍ଠିତ ହୋଇଥିବା ଇଣ୍ଟରନେସନାଲ କନଭେନସନ ଅନ କ୍ଵାଲିଟି କଣ୍ଟ୍ରୋଲ ସର୍କଲସ – ୨୨ (ଆଇସିକ୍ୟୁସିସି)ରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର…
ରେଳବାଇ ଓ ଜେଏସ୍ପିଏଲ୍ ମଧ୍ୟରେ ଥିବା ସମନ୍ୱୟ ଆହୁରି ବୃଦ୍ଧି ହେବ – ଡିଭିଜନାଲ୍ ରେଲ୍ୱେ ମାନେଜର ଅନୁଗୁଳ – ପୂର୍ବତଟ ରେଳ ଅନ୍ତର୍ଗତ ଖୋର୍ଦ୍ଧା ଡିଭିଜନ୍ର ଡିଭିଜନାଲ୍ ରେଲ୍ୱେ ମାନେଜର ଶୀକାନ୍ତ ସିଂହ ଆଜି ଜିନ୍ଦଲ୍ ଷ୍ଟିଲ୍ ଏଣ୍ଡ୍ ପାୱାର (ଜେଏସ୍ପିଏଲ୍)ର ଅନୁଗୁଳ ସମନ୍ୱୀତ…