ବାଣିଜ୍ୟ ହୋଣ୍ଡା ଆକ୍ଟିଭା ଇଲେକ୍ଟ୍ରିକ୍ ସ୍କୁଟର ପ୍ରଥମ ଟିଜର Angul OnlineNovember 13, 2024November 13, 2024 ଅନୁଗୁଳ – ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ ଏହାର ବହୁ ପ୍ରତୀକ୍ଷିତ ଇଲେକ୍ଟ୍ରିକ୍ ସ୍କୁଟର ପାଇଁ ଏକ ରୋମାଞ୍ଚକର ନୂଆ ଟିଜର ଉନ୍ମୋଚନ କରିଛି । ଯାହା ଆକ୍ଟିଭା ଇଲେକ୍ଟ୍ରିକ୍ କିମ୍ବା eActiva ନାମରେ ନାମିତ ହେବ ବୋଲି ଆଶା କରାଯାଉଛି । ଏହି ଟିଜର, ଏଲଇଡି ହେଡଲାଇଟ୍ କୁ ଆଲୋକିତ କରି ଏକ ଆଧୁନିକ ଏବଂ ବିଶୋଧିତ ଡିଜାଇନ୍ ଆଭିମୁଖ୍ୟକୁ ସୂଚିତ କରୁଛି । ନଭେମ୍ବର 27, 2024 ରେ ଅଫିସିଆଲ୍ ଭାବେ ଏହି ଦୁଇ ଚ୍କିଆ ଜାନ ଲଞ୍ଚ୍ ହୋଇପାରେ । ଏହା ଭାରତୀୟ ବୈଦ୍ୟୁତିକ ଦୁଇ ଚକିଆ ବଜାରରେ ହୋଣ୍ଡାର ମହତ୍ପୂର୍ଣ୍ଣ ପଦକ୍ଷେପ ଅଟେ । ହୋଣ୍ଡାର ଆଗାମୀ ବୈଦ୍ୟୁତିକ ଗାଡି , ସମାନ ସ୍ତରର ବିଶ୍ୱାସ, କାର୍ଯ୍ୟଦକ୍ଷତା ଏବଂ ନିର୍ଭରଯୋଗ୍ୟତା ଆଣିବ ବୋଲି ଆଶା ରଖା ଯାଇଛି । Advertisement
ଟ୍ରକ ମାଲିକ ସଂଘ ନିର୍ବାଚନ – ସଭାପତି ଭାବେ ଅମ୍ବିକା ଓ ଅକ୍ଷୟ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ଅନୁଗୁଳ- ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘର ନିର୍ବାଚନର ଫଳାଫଳ ଘୋଷଣା ହୋଇ ଯାଇଛି । ରବିବାର ଦିନ ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘର କାର୍ଯ୍ୟାଳୟ…
ପାର୍ବତୀ ହିରୋ ତରଫରୁ ରିହାତି ସହ ସ୍କ୍ରାଚ ଏଣ୍ଡ ୱିନ ଅଫର ଅନୁଗୁଳ – ପାର୍ବତୀ ହିରୋ ଅନୁଗୁଳ ତରଫରୁ ଶାରଦୀୟ ଦୁର୍ଗାପୂଜା ଓ ନବରାତ୍ର ଉପଲକ୍ଷେ ବିଭିନ୍ନ ଅଫର ଘୋଷଣା ହୋଇଛି । ପାର୍ବତୀ ମୋଟର୍ସ ସତ୍ଵାଧିକାରୀ ଅଶୋକ…
ଅତ୍ଯାଧୁନିକ ଲଣ୍ଡ୍ରି ଓ ଡ୍ରାଏ କ୍ଲିନିକ “ଟମ୍ବଲ ଡ୍ରାଏ” ଉଦଘାଟିତ ଅନୁଗୁଳ – ଅନୁଗୁଳ ସହର ଗାନ୍ଧୀମାର୍ଗରେ ସୋମବାର ଏକ ଅତ୍ଯାଧୁନିକ ଲଣ୍ଡ୍ରି ଓ ଡ୍ରାଏ କ୍ଲିନିକ ଉଦଘାଟିତ ହୋଇ ଯାଇଛି । ଟମ୍ବଲ ଡ୍ରାଏ ନାମକ ଏହି…