ବାଣିଜ୍ୟ ପାର୍ବତୀ ହିରୋ ତରଫରୁ ରିହାତି ସହ ସ୍କ୍ରାଚ ଏଣ୍ଡ ୱିନ ଅଫର Angul OnlineOctober 3, 2024October 3, 2024 ଅନୁଗୁଳ – ପାର୍ବତୀ ହିରୋ ଅନୁଗୁଳ ତରଫରୁ ଶାରଦୀୟ ଦୁର୍ଗାପୂଜା ଓ ନବରାତ୍ର ଉପଲକ୍ଷେ ବିଭିନ୍ନ ଅଫର ଘୋଷଣା ହୋଇଛି । ପାର୍ବତୀ ମୋଟର୍ସ ସତ୍ଵାଧିକାରୀ ଅଶୋକ ମାଣ୍ଡୋଠିଆ ଏ ଅବସରରେ ଉପସ୍ଥିତ ରହି ପାର୍ବତୀ ହିରୋର ୨୫ ବର୍ଷ ପୂରଣ ଅବସରରେ ସମସ୍ତ ହିରୋ ଗାଡି ଉପରେ ୧୦୦୦ ଟଙ୍କା ଅଧିକ ରିହାତି ମିଳିବ ବୋଲି ଘୋଷଣା ହୋଇଛି । କମ୍ପାନୀ ତରଫରୁ ଗ୍ଲାମର ଗାଡି ଉପରେ ୫୦୦୦ଟଙ୍କା ପର୍ଯ୍ୟନ୍ତ ରିହାତି , ଏଚ ଏଫ ଡିଲକ୍ସ ଉପରେ ୨୫୦୦ଟଙ୍କା ରିହାତି ,ପ୍ଲେଜର ସ୍କୁଟର ଉପରେ ୨୫୦୦ଟଙ୍କା ପର୍ଯ୍ୟନ୍ତ ସ୍ପେଣ୍ଡର ,ପ୍ୟାସନ, ଡେଷ୍ଟିନି ଏହି ସବୁ ଗାଡି ଉପରେ ୧୦୦୦ଟଙ୍କା ତଥା ସ୍କ୍ରାଚ କାର୍ଡ ମାଧ୍ୟମରେ ନିଶ୍ଚିତ ଉପହାର ରହିଛି । ଏହି ଅଫର ଅକ୍ଟୋବର ୧୨ ତାରିଖ ପର୍ଯ୍ୟନ୍ତ ରହିବ । Advertisement
ଅନୁଗୁଳ ଶପିଂ ଫେଷ୍ଟିଭାଲ ଉଦଘାଟିତ ଅନୁଗୁଳ – ଅନୁଗୁଳ ବିଜୁ ମୈଦାନ ପରିସରରେ ୫ମ ଅନୁଗୁଳ ଶପିଂ ଫେଷ୍ଟିଭାଲ ଉଦଘାଟିତ ହୋଇଯାଇଛି । ଆଜିର ଉଦଘାଟନୀ ଉତ୍ସବରେ ଅନୁଗୁଳ ଓକିଲ ସଂଘର ସଭାପତି…
ଅଗ୍ନି ପ୍ରତିରୋଧକ ଇସ୍ପାତ ନିର୍ମାଣ ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରକୁ ପ୍ରଥମ ବିଆଇଏସ୍ ଲାଇସେନ୍ସ ଭୁବନେଶ୍ବର – ଛତିଶଗଡର ରାଇଗଡସ୍ଥିତ ରେଳ ମିଲ୍ ଏବଂ ସ୍ପେଶାଲ ପ୍ରୋଫାଇଲ୍ ମିଲରେ ଭାରତର ପ୍ରଥମ ଅଗ୍ନି ପ୍ରତିରୋଧକ ଷ୍ଟିଲ୍ ନିର୍ମାଣ ପାଇଁ ଦେଶର ଅଗ୍ରଣୀ ଇସ୍ପାତ…
Honda ACTIVA 125 OBD-II (B) ର ବଜାର ପ୍ରବେଶ ଅନୁଗୁଳ – ଅନୂଳ Honda Motorcycle & Scooter India ର ଅଧିକୃତ ବିକ୍ରେତା Laxmi Honda ଠାରେ Honda ର ବହୁ ପ୍ରତିକ୍ଷିତ Scooter Activa…