ବାଣିଜ୍ୟ ଲକ୍ଷ୍ମୀ ହୋଣ୍ଡା ରେ ପୂଜା Offer – Scratch & Win Angul OnlineOctober 3, 2024October 3, 2024 ଅନୁଗୁଳ – ଅନୁଗୁଳର Honda Motorcycle & Scooter India ର ଅଧିକୃତ ବିକ୍ରେତା Laxmi Honda ଠାରେ ପବିତ୍ର ପୂଜା ଅବସରରେ Starch & Win ପୂଜା offer ଶୁଭାରମ୍ଭ ହୋଇଯାଇଛି । ଏହି Scratch & Win ର ଶୁଭାରମ୍ଭରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ପରିବହନ ଅଧିକାରୀ ନିଖିଲ ପଟ୍ଟନାୟକ , ସମ୍ମାନୀୟ ଅତିଥି ଭାବେ Jr.M.V.I ଶ୍ରୀଯୁକ୍ତ କେ ଦିବ୍ୟଜ୍ୟୋତି ମହନ୍ତ , Asst. Programmer ଶ୍ରୀଯୁକ୍ତ ନାରାୟଣ ବେହେରା ଏବଂ Siddhi Laxmi Motors ର ସ୍ୱତ୍ତାଧିକାରୀ ଶ୍ରୀଯୁକ୍ତ ରାଜ କୁମାର ଅଗ୍ରୱାଲଙ୍କର କମଳରେ ଶୁଭାରମ୍ଭ ହୋଇଥିଲା । ଏହି Scratch & Win offer ରେ ଗ୍ରାହକ ମାନେ ହୋଣ୍ଡାର ଯେ କୌଣସି ୨ ଚକିଆ ଗାଡି କିଣିଲେ ସେଥିରେ ନିଶ୍ଚିତ ଉପହାର ପାଇପାରିବେ । ଉପହାର ମଧ୍ୟରେ Malaysia Trip , Smart TV , Smart Watch , VIP trolly Bag,Coffee Se t, Microwave,Induction Cattle, Bag pack ଇତ୍ୟାଦି ଏବଂ ଏହାସହିତ ଗ୍ରାହକ ମାନେ ମାତ୍ର ୧୧୦୦ ଟଙ୍କା down payment ରେ ହୋଣ୍ଡା ର ଗାଡି ନେଇପାରିବେ। ଗ୍ରାହକ ମାନେ ନିଜର ପୁରୁଣା ଗାଡି ବଦଳାଇ ନୂତନ ହୋଣ୍ଡା ଗାଡି Cash କିମ୍ବା Finance ମାଧ୍ୟମ ରେ ମଧ୍ୟ ନେଇପାରିବେ ଏବଂ ପୁରୁଣା ଗାଡି exchange କରିଲେ ୨୦୦୦ ଟଙ୍କା ର exchange bonus ର ସୁବିଧା ମଧ୍ୟ କରାଯାଇଛି । ଏହି ଅବସରରେ Laxmi Honda ସ୍ୱତ୍ତାଧିକାରୀ ଶ୍ରୀ Bikram Agrawalla ପୂଜା ର ଅଭିନନ୍ଦନ ଜଣାଇଥିଲେ ଏବଂ ଏହି offer ର ଭରପୁର ଲାଭ ଉଠାଇବା ପାଇଁ ଅନୁରୋଧ କରିଥିଲେ । ବର୍ତ୍ତମାନ Laxmi Honda ର ସବୁ ପ୍ରକାର Model ଏବଂ ରଙ୍ଗର ଗାଡି ମହଜୁତ ଅଛି । ତେଣୁ ପୂଜା ପୂର୍ବ ରୁ ଯଦି ଗ୍ରାହକ ମାନେ ଗାଡି booking କରନ୍ତି ତାହାଲେ ପୂଜା ସମୟରେ ଗ୍ରାହକ ମାନେ ସେମାନଙ୍କ ଗାଡି ଠିକ ସମୟରେ ପାଇପାରିେବ ବୋଲି କହିଥିଲେ । Advertisement
ନାଲକୋ ପ୍ରତିଷ୍ଠା ଦିବସ ପାଳିତ ଅନୁଗୁଳ – ନବରନ୍ କମ୍ପାନୀ ନାଲକୋର ୪୬ତମ ପ୍ରତିଷ୍ଠା ଦିବସ ଅନୁଗୁଳର ସ୍ପେକ୍ଟର ଓ ପାୱାର କପ୍ଲେକ୍ସ ଠାରେ ପାଳନ ହୋଇ ଯାଇଛି । ନାଲକୋ ନଗର…
ସୁନାଗହଣା ଦୋକାନରେ ଅନିୟମିତତା – ୭ ଦୋକାନକୁ ୨୭ ହଜାର ଜୋରିମାନା ଅନୁଗୁଳ – ଅନୁଗୁଳ ସହରର ବିଭିନ୍ନ ସୁନାଗହଣା ଦୋକାନ ଗୁଡିକରେ ଏନଫୋର୍ସମେଣ୍ଟ ସ୍କ୍ବାଡ ଚଢାଉ କରି ଲାଇସେନ୍ସ , ଓଜନମାପ ଓ ଦରଦାମରେ ଅନିୟମିତତା ଅଭିଯୋଗ ନେଇ…
ଆପେ ଇଲେକ୍ଟ୍ରିକ ତିନି ଚକିଆ ଯାନ ବଜ଼ାର ପ୍ରବେଶ ଅନୁଗୋଳ – ଅନୁଗୋଳ ପଞ୍ଚମହାଲ ସ୍ଥିତ ଅଧିକୃତ ବିକ୍ରେତା LAXMI AUTO COMBINE ଠାରେ ଆନୁଷ୍ଠାନିକ ଭାବେ ଆପେ ଇଲେକ୍ଟ୍ରିକ ତିନି ଚକିଆ ଯାନର ଶୁଭଉଦ୍ଘାଟନ ହୋଇଯାଇଅଛି…