ଭଲ ଖବର ଟ୍ରକ ମାଲିକ ସଂଘ ପକ୍ଷରୁ ଆଇଏଫଟି ମେସିନ ପ୍ରଦାନ Angul OnlineSeptember 9, 2022September 9, 2022 ଅନୁଗୁଳ – ବିଶ୍ବ ଫିଜିଓଥେରାପି ଦିବସ ଅବସରରେ ଅନୁଗୁଳ ଟ୍ରକ ମାଲିକ ସଂଘ ପକ୍ଷରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଫିଜିଓଥେରାପି ବିଭାଗକୁ ଯନ୍ତ୍ରଣା ଉପଶମ କରୁଥିବା ଏକ ଆଇଏଫଟି ମେସିନ ପ୍ରଦାନ କରାଯାଇଛି । ଏହି ମେଶିନ ଦ୍ଵାରା ରୋଗୀଙ୍କ ଭୌତିକ ଚିକିତ୍ସା କରା ଯାଇ ପାରିବ । ଯାହାଦ୍ୱାରା ରୋଗ ଉପଶମ ହୋଇ ପାରିବ । ଏହି ମେଶିନ ପ୍ରଦାନ ବେଳେ ସିଡିଏମଓ ଡା ତ୍ରିଲୋଚନ ପ୍ରଧାନଙ୍କ ସମେତ ଟ୍ରକ ମାଲିକ ସଂଘର ସଭାପତି ଅମ୍ବିକା ପ୍ରସାଦ ଭଟ୍ଟ , ଅମ୍ବରିଶ ସ୍ବାଇଁ , ସନ୍ତୋଷ ଦାସ , ରଜତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । Advertisement
୧୪ ବର୍ଷ ବୟସରେ ହଜି ଯାଇଥିଲେ – ୪୦ ବର୍ଷ ବୟସରେ ଘରକୁ ଫେରିଲେ ଅନୁଗୁଳ – ଦୁର୍ଘଟଣାରେ ନିଜର ସ୍ମରଣ ଶକ୍ତି ହରାଇ ଘର ଠାରୁ ବହୁ ଦୂରକୁ ଚାଲି ଯାଇଥିଲେ । ତେବେ ଦୀର୍ଘ ୪୦ ବର୍ଷ ପରେ ସ୍ମରଣ…
ମେହେନ୍ଦୀରେ ୱାର୍ଲଡ଼ କପ ହକିକୁ ସ୍ୱାଗତ କଲେ ତାଳଚେର ଛାତ୍ରୀ – ଉଚ୍ଚ ଶିକ୍ଷା ବିଭାଗର ଟ୍ୱିଟ ଅନୁଗୁଳ – ହକି ୱାର୍ଲଡ଼ କପକୁ ନେଇ ସବୁଠି ଉତ୍ସାହ ଭରି ରହିଛି । ଦ୍ଵିତୀୟ ଥର ପାଇଁ ଓଡ଼ିଶାରେ ହେଉଥିବା ଏହା ହକି ମହାକୁମ୍ଭ ପାଇଁ…
ବିପଦ ବେଳେ – ବାପୁଜୀ ଅନୁଗୁଳ – ଯୁବ ଅବସ୍ଥାରେ ସମସ୍ତଙ୍କର ସ୍ୱପ୍ନ ଥାଏ କିଏ ଡାକ୍ତର ହେବ , କି ଇଞ୍ଜିନିୟର ହେବ , କି ବେପାର ବଣିଜ କରିବ ତ…