ବିଜେଡିରୁ କୈଳାସ ବହିଷ୍କୃତ


ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ପୂର୍ବତନ ବିଜେଡି ସଭାପତି କୈଳାସ ସାହୁଙ୍କୁ ଦଳରୁ ବହିଷ୍କୃତ କରାଯାଇଛି । ସୂଚନା ଅନୁସାରେ ଦଳ ସଭାପତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ଉପ-ସଭାପତି ପ୍ରତାପ କୁମାର ଜେନା ତାଙ୍କୁ ବହିଷ୍କାର କରାଯାଇଥିବା ନେଇ ନୋଟିସ କରିଛନ୍ତି । ସେ ଗତ ବିଧାନସଭା ନିର୍ବାଚନ ସମୟରେ ସେ ଦଳ ବିରୋଧୀ କାମ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏଥିପାଇଁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ସୂଚନା ମିଳିଛି ।

Advertisement

Leave a Reply

Your email address will not be published. Required fields are marked *