ବ୍ୟବସାୟୀଙ୍କ ଘରେ ରେଡ଼

ଅନୁଗୁଳ – ଅନୁଗୁଳର ବିଶିଷ୍ଟ ବ୍ୟବସାୟୀ ସୁନିଲ ଅଗ୍ରୱାଲଙ୍କ ଘର ଓ ବ୍ୟବସାୟୀଙ୍କ ପ୍ରତିଷ୍ଠାନରେ ଚାଲିଛି ରେଡ୍ । DGGI ପକ୍ଷରୁ ଆଜି ପୂର୍ବାହ୍ନରୁ ଚାଲିଛି GST ରେଡ୍ ହୋଇଛି । ଏହି ରେଡରେ ୧୨ ଜଣିଆ ଟିମ୍ ସାମିଲ ହୋଇଥିବା ସୂଚନା ମିକିଛି ।

ବିଶିଷ୍ଟ ଜମି ବ୍ୟବସାୟୀ ସୁନିଲ ଅଗ୍ରୱାଲଙ୍କ GST ଫାଙ୍କି କୋଟି କୋଟି ଟଙ୍କାର କାରବାର କରୁଥିବା ଅଭିଯୋଗରେ ଚାଲିଛି ଏହି ରେଡ୍ କରାଯାଇଥିବା ସୂଚନା ମିଳିଛି । ସୁନୀଲ ଅଗ୍ରୱାଲଙ୍କର କେବଳ ଯେ ଜମି ବ୍ୟବସାୟ ଅଛି ତା ନୁହେଁ , ତାଙ୍କର ଟାଇଲସ  ବ୍ୟବସାୟ ମଧ୍ୟ ରହିଥିବା ଜଣା ପଡ଼ିଛି । ତେବେ DGGI ତରଫରୁ ଚାଲିଥିବା ଏହି ରେଡ୍ ରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଚାଲିଛି ଯାଞ୍ଚ ହେଉଥିବା ବେଳେ  ଅନେକ ଜବତ ମଧ୍ୟ ହୋଇଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page