ବାଣିଜ୍ୟ ପବିତ୍ର ଧନତେରସ ଏବଂ ଦୀପାବଳିରେ ଲକ୍ଷ୍ମୀ ହୋଣ୍ଡା ତରଫରୁ Scratch & Win Offer Angul OnlineOctober 28, 2024October 28, 2024 ଅନୁଗୁଳ – Honda Motorcycle & Scooter India ର ଅଧିକୃତ ବିକ୍ରେତା Laxmi Honda ଠାରେ ପବିତ୍ର ଧନତେରସ ଏବଂ ଦୀପାବଳି ଅବସରରେ scratch & Win offer । ଏହି scratch & Win offer ରେ ଗ୍ରାହକ ମାନେ ହୋଣ୍ଡା ର ଯେ କୌଣସି ୨ ଚକିଆ ଗାଡି କିଣିଲେ ସେଥିରେ ନିଶ୍ଚିତ ଉପହାର ପାଇପାରିବେ । ଉପହାର ଯେପରି Malaysia Trip,Smart TV, Smart Watch,VIP trolley Bag,Coffee Set,Microwave,Induction Cattle, Bag pack ଇତ୍ୟାଦି ରହିଛି । ଏବଂ ଏହା ସହିତ ଗ୍ରାହକ ମାନେ ମାତ୍ର ୧୧୦୦ ଟଙ୍କା down payment ରେ ହୋଣ୍ଡା ର ଗାଡି ନେଇପାରିବେ । ଗ୍ରାହକ ମାନେ ନିଜର ପୁରୁଣା ଗାଡି ବଦଳାଇ ନୂତନ ହୋଣ୍ଡା ଗାଡି Cash କିମ୍ବା Finance ମାଧ୍ୟମ ରେ ନେଇପାରିବେ ଏବଂ ପୁରୁଣା ଗାଡି exchange କରିଲେ ୨୦୦୦ ଟଙ୍କା ର exchange bonus ର ସୁବିଧା ମଧ୍ୟ କରାଯାଇଛି । ଏହି ଅବସରରେ Laxmi Honda ସ୍ୱତ୍ତାଧିକାରୀ ଶ୍ରୀ Bikram Agrawalla ପୂଜା ର ଅଭିନନ୍ଦନ ଜଣାଇଥିଲେ ଏବଂ ଏହି offer ର ଭରପୁର ଲାଭ ଉଠାଇବା ପାଇଁ ଅନୁରୋଧ କରିଥିଲେ । ବର୍ତ୍ତମାନ Laxmi Honda ର ସବୁ ପ୍ରକାର Model ଏବଂ Color ର ଗାଡି ମହଜୁତ ଅଛି । ତେଣୁ ପୂଜା ପୂର୍ବ ରୁ ଯଦି ଗ୍ରାହକ ମାନେ ଗାଡି booking କରନ୍ତି ତାହାଲେ ପୂଜା ସମୟରେ ଗ୍ରାହକ ମାନେ ସେମାନଙ୍କ ଗାଡି ଠିକ ସମୟରେ ପାଇପାରିେବ ବୋଲି କହିଥିଲେ । Advertisement
ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାରକୁ ଫିକି ସିଏସଆର ସମ୍ମାନ ଅନୁଗୁଳ – କୋଭିଡ୍-୧୯ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଦେଶର ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ଫିକି ସିଏସଆର ସ୍ୱତନ୍ତ୍ର…
ଅନୁଗୁଳରେ ପ୍ରତିଷ୍ଠା ହେବ ନୂତନ ଏମଏସଏମଇ ପାର୍କ ଅନୁଗୁଳ – ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଶିଳ୍ପ ଅନୁଷ୍ଠାନ ଗୁଡିକର କାର୍ଯ୍ୟଗୁଡିକୁ ତ୍ବରାନ୍ବିତ କରିବା ନିମନ୍ତେ ସରକାରଙ୍କ ବିଭିନ୍ନ ବିଭାଗ ଓ ଶିଳ୍ପ ଅନୁଷ୍ଠାନ ସହ…
ଅତ୍ଯାଧୁନିକ ଲଣ୍ଡ୍ରି ଓ ଡ୍ରାଏ କ୍ଲିନିକ “ଟମ୍ବଲ ଡ୍ରାଏ” ଉଦଘାଟିତ ଅନୁଗୁଳ – ଅନୁଗୁଳ ସହର ଗାନ୍ଧୀମାର୍ଗରେ ସୋମବାର ଏକ ଅତ୍ଯାଧୁନିକ ଲଣ୍ଡ୍ରି ଓ ଡ୍ରାଏ କ୍ଲିନିକ ଉଦଘାଟିତ ହୋଇ ଯାଇଛି । ଟମ୍ବଲ ଡ୍ରାଏ ନାମକ ଏହି…