ମୁଖ୍ୟ ଖବର ଓଡ଼ିଆ ସାଇନ୍ ବୋର୍ଡ ନ ଥିବାରୁ ୫ଟି ଦୋକାନକୁ କାରଣ ଦର୍ଶାଅ ନୋଟିସ୍ Angul OnlineAugust 13, 2023August 13, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା, ପୌରପାଳିକା ଅଞ୍ଚଳରେ ଯାଞ୍ଚ ବେଳେ ଓଡ଼ିଆ ସାଇନ୍ ବୋର୍ଡ ପ୍ରଦର୍ଶିତ ନ ହୋଇଥିବାରୁ ୫ଟି ଦୋକାନକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ସମସ୍ତ ଅନୁଷ୍ଠାନ ଓଡିଆରେ ସାଇନ୍ ବୋର୍ଡ ଲେଖିବାକୁ ବାଧ୍ଯତାମୁଳକ ଥିବା ବେଳେ ଅନୁଗୁଳ ସହରର ଅନେକ ଦୋକାନୀ ଏହାକୁ ମାନୁ ନାହାଁନ୍ତି । ଏଥିପାଇଁ ପୌର ପାଳିକା ପକ୍ଷରୁ ବଜାରରେ ଚଢାଉ କରି ଗଙ୍ଗା ମ୍ଯାଚିଙ୍ଗ , ଅଗ୍ରୱାଲା ଟ୍ରାଭେଲ ୱାର୍ଲଡ , ମା ବୁଢୀ ଲେଡିଜ କର୍ଣ୍ଣର , ଭାଇ ଭାଇ ଲୁଗା ଦୋକାନ , ବିବା ନାମକ ଦୋକାନକୁ କାରଣ ଦର୍ଶାଅ ନୋଟିସ ଜାରି କରା ଯାଇଛି । Advertisement
ବାରୁଆଁ ପାହାଡ଼ରେ ପୂର୍ବତଟ ରେଳପଥର ଲମ୍ୱା ଟନେଲ ଭୁବନେଶ୍ବର – ମାଇଲ ଖୁଣ୍ଟ ହାସଲ କରିଛି ପୂର୍ବତଟ ରେଳପଥ । ତାଳଚେର-ବିମଳାଗଡ଼ ନୂତନ ରେଳ ପ୍ରକଳ୍ପ ମଧ୍ୟରେ ଟନେଲର ବଡ ଧରଣର କାର୍ଯ୍ୟ ସମ୍ପାଦନରେ ପୂର୍ବତଟ…
ବିଦ୍ୟୁତ ସଂସ୍ପର୍ଶରେ ଆସି ବୃଦ୍ଧା ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଚଉରିଡିହ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଚାଷ ଜମିକୁ ଯାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ…
ଟାମଡ଼ା ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଅବନୀ ଅନୁଗୁଳ – ଅକ୍ଟୋବର ମାସ ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଳଚେର-ଅନୁଗୁଳ-ମେରାମଣ୍ଡଳୀ (ଟାମଡା) ଅଧ୍ୟକ୍ଷ ଭାବେ ଅବନୀକାନ୍ତ ସାହୁଙ୍କ ନାଁ ଘୋଷଣା କରିଥିଲେ । ତେବେ…