ମୁଖ୍ୟ ଖବର କଣିହାଁ NTPC ରେ ଭୟାବହ ଅଗ୍ନିକାଣ୍ଡ Angul OnlineApril 6, 2024April 6, 2024 ଅନୁଗୁଳ – ତାଳଚେର କଣିହାଁସ୍ଥିତ NTPC ରେ ଅଗ୍ନିକାଣ୍ଡ । ପ୍ଲାଣ୍ଟ ଭିତରେ ଥିବା କନଭେୟର ବେଲ୍ଟରେ ନିଆଁ ଲାଗିଥିବା ସୂଚନା । କୋଇଲା ଡିପୋରୁ ପ୍ଲାଣ୍ଟ ଭିତରକୁ ଯାଇଥିବା କନଭେୟର ବେଲ୍ଟରେ କୋଇଲା ଯୋଗୁଁ ନିଆଁ ଲାଗିଥିବା ଅନୁମାନ । ୨ ଟି ଅଗ୍ନିଶମ ବିଭାଗ ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛନ୍ତି । ଅଗ୍ନିକାଣ୍ଡରେ ସବୁଆଡେ ଧୂଆଁ ଯୋଗୁଁ ଲୋକ ଭୟଭୀତ । Advertisement
ବନ୍ଧା ହେଲେ ନର୍ସିଂ କଲେଜ ମାଲିକ ଅନୁଗୋଳ – ଅନୁଗୋଳ ସାଇଶ୍ରଦ୍ଧା କଲେଜ ଅଫ ନର୍ସିଂର ମାଲିକଙ୍କୁ ଛେଣ୍ଡିପଦା ପୋଲିସ ଗିରଫ କରିଛି ।ସୂଚନା ଅନୁସାରେ ଉକ୍ତ କଲେଜରେ ପାଠ ପଢ଼ୁଥିବା ତିନି ଜଣ…
ବରିଷ୍ଠ ଡାକ୍ତରଙ୍କ ପରରୋକ ଅନୁଗୁଳ – ଅନୁଗୁଳ ଜିଲ୍ଲା ଡାକ୍ତରଖାନାର ବରିଷ୍ଠ ଡାକ୍ତର ଆରକେଏସ ମହାପାତ୍ରଙ୍କ ଆଜି ହୃଦଘାତରେ ମୃତ୍ୟୁ ହୋଇଛି । ଆଜି ସକାଳେ ସେ ଏକ ଘରୋଇ କ୍ଲିନିକରେ…
ବଦଳିଲେ ଏସଡ଼ିପିଓ – ପରକ୍ରିୟା ସମ୍ପର୍କ ଅଭିଯୋଗ ଆଣିଥିଲେ ପତ୍ନୀ ଅନୁଗୁଳ – ଅନୁଗୁଳ ଏସଡ଼ିପିଓ ଅଶ୍ବିନୀ କୁମାର ସାହୁଙ୍କ ବଦଳି ହୋଇଛି । ଏସଡ଼ିପିଓ ଅଶ୍ଵିନୀଙ୍କୁ କଟକ ପିସିଆର ସେଲକୁ ବଦଳି କରା ଯାଇଛି । ଅଶ୍ଵନୀ…