ବାଣିଜ୍ୟ ଅନୁଗୁଳରେ THAR ROXX ର ବଜ଼ାର ପ୍ରବେଶ Angul OnlineSeptember 26, 2024September 26, 2024 ଅନୁଗୁଳ – ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରାର ଅଧିକୃତ ବିକ୍ରେତା ସିଦ୍ଧି ଲଷ୍ମୀ ମୋଟର୍ସ ଠାରେ ମହିନ୍ଦ୍ରାର ବହୁ ପ୍ରତିକ୍ଷିତ THAR ROXX ର ବଜ଼ାର ପ୍ରବେଶ ହୋଇଛି । ଉକ୍ତ ଉଦଘାଟନ ଉତ୍ସବରେ ଅନଗୁଳ ଜିଲ୍ଲା ର ବ୍ୟାଙ୍କିଙ୍ଗ ଏବଂ ଫାଇନାନ୍ସ କମ୍ପାନୀ ଯଥା Sbi , hdfc, axis, icici, indusind, ମହିନ୍ଦ୍ରା ଫାଇନାନନ୍ସ, ଚୋଳମଣ୍ଡଳମ ଫାଇନାନ୍ସ, ସୁନ୍ଦରମ ଫାଇନାନ୍ସ ତଥା ଅନେକ ଫାଇନାନ୍ସ କମ୍ପାନୀ ଓ ଗ୍ରାହକ ଯୋଗଦାନ ଦେଇ ଉକ୍ତ କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ । THAR ROXX ଗାଡି ରେ ଆଡ଼ଭାନ୍ସ ଫିଚର ଯଥା Alexa, Adrenox,Panaromic Sky Roof ର ବ୍ୟବସ୍ତା ରହିଛି । ଏହି ଗାଡି ୭ ଟି ରଙ୍ଗ ରେ ଉପଲବ୍ଧ ରହିଚ୍ଚି । ଏହି ଗାଡି 12.99 lakh ରୁ ଆରମ୍ଭ । ସିଦ୍ଧି ଲଷ୍ମୀ ମୋଟର୍ସ ତରଫରୁ ଗ୍ରହକଙ୍କ ପାଇଁ ସୁଲଭ ଫାଇନାନ୍ସ ଏବଂ ଏକ୍ସଚେଞ୍ଜ ସୁବିଧା ରହିଛି । ଭବିଷ୍ୟତରେ ଆହୁରି ଅତ୍ୟାଧୁନିକ ଗାଡି ସହିତ ଗ୍ରାହକ ମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଆମର ପ୍ରଥମ ଲକ୍ଷ୍ୟ ବୋଲି ସିଦ୍ଧି ଲଷ୍ମୀ ମୋଟର୍ସ ର ସତ୍ଵାଧିକାରୀ ପ୍ରତିଶୃତିବଦ୍ଧ । ଏହି ବଜ଼ାର ପ୍ରବେଶ ଉତ୍ସବ ରେ ସିଦ୍ଧି ଲଷ୍ମୀ ମୋଟର୍ସ ର ସତ୍ବାଧୀକାରୀ ରାଜ କୁମାର ଅଗ୍ରୱାଲଙ୍କ ତତ୍ୱାବଧାନରେ ବଜ଼ାର ପ୍ରବେଶ କରାଗଲା । Advertisement
ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ସିଏସଆର ଏଣ୍ଡ ସଷ୍ଟେନେବିଲିଟି ପୁରସ୍କାର ଭୁବନେଶ୍ୱର – ସିଏସଆର କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣ ଏବଂ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ସିଏସଆର ଏଣ୍ଡ ସଷ୍ଟେନେବିଲିଟି…
ମୋବାଇଲ ବିକ୍ରେତାଙ୍କ ଅନଶନ ଅନୁଗୁଳ – ଚାଇନିଜ୍ ଅପୋ ବ୍ରାଣ୍ଡର ନୂତନ ମଡେଲ କେ ସିରିଜର ବିକ୍ରୟ କେବଳ ଅନଲାଇନ ବିଦେଶୀ ଇ-କମର୍ସ କମ୍ପାନୀ ମାଧ୍ୟମରେ ହେଉ ଥିବାରୁ ଆଜି ଅପୋ…
ସାଇନ ୧00 ର ବଜାର ପ୍ରବେଶ ଅନୁଗୋଳ – ଅନୁଗୋଳ Honda Motorcycle & Scooter India ର ଅଧିକୃତ ବିକ୍ରେତା Laxmi Honda ଠାରେ Honda ର ବହୁ ପ୍ରତିକ୍ଷିତ Motorcycle Shine…