ମୁଖ୍ୟ ଖବର କୂଅରେ ପଡି ଶିଶୁ ମୃତ Angul OnlineAugust 27, 2021August 27, 2021 ଅନୁଗୁଳ – ଅନୁଗୁଳୁ ଜିଲ୍ଲା ଜରପଡା ଥାନା ଦେଉଳଖମଣ ଗ୍ରାମର ଜଣେ ୩ ବର୍ଷର ଶିଶୁର କୂଅରେ ପଡି ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଶୁକ୍ରବାର ସକାଳ ୧୦ଟା ବେଳେ ଗ୍ରାମର ପ୍ରସନ୍ନ ମାହାର ଚାଷ କାର୍ଯ୍ୟ ପାଇଁ ବାହାରକୁ ଯାଇଥିବା ବେଳେ ତାଙ୍କ ପତ୍ନୀ ରୋଷେଇ କରୁଥିଲେ । ଏହି ସମୟରେ ତାଙ୍କ ୩ ବର୍ଷର ପୁଅ ସୁବ୍ରତ ଖେଳୁଥିବା ସମୟରେ ଘର ଅଗଣାରେ ଥିବା କୂଅରେ ଖସିପଡି ଯାଇଥିଲା । କିଛି ସମୟ ପରେ ପ୍ରସନ୍ନଙ୍କ ସ୍ତ୍ରୀ ସୁବ୍ରତଙ୍କୁ ଖୋଜାଖୋଜି କରିବା ବେଳେ କୂଅରେ ପଡି ଯାଇଥିବା ଦେଖ୯ଇବାକୁ ପାଇଥିଲେ । ତୁରନ୍ତ ତାଙ୍କୁ କୂଅରୁ ଉଦ୍ଧାର କରା ଯାଇଥିଲେ ମଧ୍ୟ ସେତେବେଳକୁ ଶିଶୁର ମୃତ୍ୟୁ ହୋଇ ସାରିଥିଲା । Advertisement
କୋର ଏରିଆରେ ୟୁଟ୍ଯୁବରଙ୍କ ବଣଭୋଜି- ଭିଡିଓ ଭାଇରାଲ ପରେ ବନ ବିଭାଗର ତଦନ୍ତ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ । ଏହି ପ୍ରାକୃତିକ ପରିବେଶ ଭରା ଅଭୟାରଣ୍ୟର ସୁରକ୍ଷା ପାଇଁ ବନ ବିଭାଗର ଅନେକ କଡା କଡି ନିୟମ…
୪୨୦ ମହିଳା ଗିରଫ – ବିଶ୍ଵାସରେ ବିଷ ଦେଇ ଲୁଟିଥିଲେ ୨୦ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୋଲିସ କଣିହାଁ ଅଞ୍ଚଳର ଜଣେ ୪୨୦ ମହିଳାଙ୍କୁ ଗିରଫ କରିଛି । ଗିରଫ ମହିଳାଙ୍କ ନାମ ନିବେଦିତା ପ୍ରଧାନ (୩୪)…
ମାତୃ ଦିବସରେ ମା’ର ଅମାନୁଷିକତା – ବୁଦା ମୂଳରୁ ନବଜାତକ ଶିଶୁକନ୍ୟା ଉଦ୍ଧାର ଅନୁଗୁଳ – ଆଜି ବିଶ୍ଵ ମାତୃ ଦିବସ । ହେଲେ ଏହି ମାତୃ ଦିବସରେ ଜଣେ ମା‘ ତାର ନବଜାତ ଶିଶୁ କନ୍ୟାକୁ ଫୋପାଡି ଦେଇ ଚାଲିଯିବା…