ଅପରାଧ ହାଇୱା ଗାଡିକୁ ଏକ ଲକ୍ଷ ଟଙ୍କା ଜୋରିମାନା Angul OnlineSeptember 17, 2021September 17, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଗୋଡିବନ୍ଧ ଅଞ୍ଚଳରେ ଏକ ହାଇୱା ଗାଡିକୁ ଏକ ଲକ୍ଷ ଟଙ୍କା ଜୋରିମନା କରା ଯାଇଛି । ସୂଚନା ଅନୁସାରେ ଏହି ହାଇୱା ଗାଡିଟି ବେଆଇନ ଭାବେ ଲଘୁ ଖଣିଜ ପରିବହନ କରି ନେଉଥିବା ବେଳେ ତାଳଚେର ତହସିଲଦାର ଓ ପୁଲିସ ମିଳିତ ଚଢାଉ କରିଥିଲେ । ଆଉ ଏହି ବେଆଇନ ପରିବହନ କରୁଥିବା ଯୋଗୁଁ ଗାଡି ମାଲିକଙ୍କୁ ରୋୟାଲଟି ଓ ଫାଇନ ଆକାରରେ ୧ ଲକ୍ଷ ଟଙ୍କା ଦେବାକୁ ନିର୍ଦେଶ କରା ଯାଇଛି । ଏହା ସହ ଗାଡିକୁ ଗୋଡିବନ୍ଧ ଫାଣ୍ଡିରେ ଜବତ କରି ରଖାଯାଇଥିବା ଜଣା ପଡିଛି । Advertisement
ବିଦ୍ଯାଳୟ ପରିସରରେ ପ୍ରଧାନଶିକ୍ଷକଙ୍କ ଆତ୍ମହତ୍ଯା ଅନୁଗୁଳ – ବିଦ୍ଯାଳୟ କ୍ଲାସରୁମ ଭିତରେ ପ୍ରଧାନଶିକ୍ଷକଙ୍କ ଆତ୍ମହତ୍ଯା । ଏଭଳି ଅଭାବନୀୟ ଘଟଣା ଘଟିଛି ଅନଗୁଳ ଜିଲ୍ଲା କିଶୋରନଗର ବ୍ଲକର ତୁରୁଡ଼ା ଉଚ୍ଚ ପ୍ରାଥମିକ…
ଗଞ୍ଜେଇ ସହ କାର ଜବତ,ଚାଳକ ଫେରାର ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଛେଣ୍ଡିପଦା-ବୁଢ଼ାପାଳ ରାସ୍ତାର ଚାରବାଟିଆ ଛକ ଠାରୁ ରବିବାର ବିଳମ୍ବିତ ରାତ୍ରୀରେ ଏକ କାରରେ ଚୋରାରେ ଗଞ୍ଜେଇ ଚାଲାଣ…
ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷଙ୍କୁ ଭୂଜାଲିରେ ଆକ୍ରମଣ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ସଦର ମହକୁମାସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷଙ୍କୁ ସେହି ଅନୁଷ୍ଠାନର ରାତ୍ର ଜଗୁଆଳୀ ଭୁଜାଲିରେ ଆକ୍ରମଣ…