ମୁଖ୍ୟ ଖବର ଦୁର୍ନୀତି ଅଭିଯୋଗ କରି ତଳେ ବସି ଧାରଣା ଦେଲେ ଓକିଲ Angul OnlineJuly 12, 2022July 12, 2022 ତାଳଚେର – ତହସିଲ ଅଫିସ ତଳେ ବସି ଓକିଲଙ୍କ ଧାରଣା । ଅନୁଗୁଳ ଜିଲ୍ଲା ତାଳଚେର ତହସିଲ ଅଫିସରେ ବ୍ୟାପକ ଦୁର୍ନୀତି ହେଉଛି । ତହସିଲ ଅଫିସରେ କିଛି କାମ ପଡିଲେ ବାରମ୍ବାର ଦୌଡ଼ି ବାକୁ ପଡୁଛି । ବିନା ଲାଞ୍ଚରେ କାମ ହେଉନି । ଏଭଳି ଅଭିଯୋଗ କରି ତାଳଚେରର ଜଣେ ବରିଷ୍ଠ ଓକିଲ ପ୍ରତାପ ପ୍ରଧାନ ଆଜି ତହସିଲ ଅଫିସ ତଳେ ବସି ଧାରଣା ଦେଇଥିଲେ । ଓକିଲ ପ୍ରତାପ ପ୍ରଧାନଙ୍କ କହିବା କଥା ତାଳଚେର ତହସିଲ ଅଫିସ ସମ୍ପୂର୍ଣ୍ଣ ଭାବରେ ଦୁର୍ନୀତିରେ ବୁଡି ରହିଛି । ଏଠାରେ ସାଧାରଣ ଲୋକଙ୍କ କାମ ହେଉ ନାହିଁ । କିଛି ବି କାମ ଥିଲେ ଅନେକ ଦିନ ଧରି ଅଫିସ ଆସିବାକୁ ପଡୁଛି । ତା ସତ୍ବେ , କିଛି ଲାଞ୍ଚଖୋର ମନୋବୃତି ଥିବା କର୍ମଚାରୀ ଲାଞ୍ଚ ନ ନେଲେ କାମ କରୁ ନାହାନ୍ତି । ଏହାର ପ୍ରତିବାଦରେ ସେ ଧାରଣା ଦେଇଥିଲେ । Advertisement
ଓକିଲ ସଂଘ କର୍ମକର୍ତ୍ତା ନୀର୍ବାଚିତ ଅନୁଗୁଳ – ଓଡିଶା ରାଜ୍ୟ ଆଇନଜୀବୀ ପରିଷଦର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ପରିଚାଳିତ ହୋଇଥିବା ଓକିଲ ସଂଘ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି l ଅନୁଗୁଳ ଓକିଲ…
ଜବତ ଗଞ୍ଜେଇ ଓ ବ୍ରାଉନ ସୁଗାର ପୋଡି ନଷ୍ଟ କଲା ଅବକାରୀ ବିଭାଗ ନାଲକୋନଗର – ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗ ଦ୍ଵାରା ବିଭିନ୍ନ ସମୟରେ ଧର ପଗଡ଼ କରି ଛେଣ୍ଡିପଦା,ଆଠମଲ୍ଲିକ, କୋଲିୟରି ଅନୁଗୋଳ ପ୍ରଭୃତି ଥାନା ଅଂଚଳରୁ ଜବତ କରିଥିବା…
ଦୁଇ ଟ୍ରକ ମଝିରେ ଚାପି ହୋଇ ସ୍ୱାମୀ-ସ୍ତ୍ରୀ ମୃତ ଅନୁଗୋଳ – ଜାତୀୟ ରାଜପଥ ୫୫ ରେ ପୁଣି ଏକ ଦୁର୍ଘଟଣା ଘଟିଥିବା ବେଳେ ସ୍ୱାମୀ-ସ୍ତ୍ରୀଙ୍କ ଜୀବନ ଚାଲି ଯାଇଛି । ଦୁଇ ଟ୍ରକ ମଝିରେ ଚାପି…